Home Articles posted by odadmin (Page 793)
Top Stories
By Our Correspondent Bhubaneswar, July 3- Sightsavers India, in collaboration with AbbVie India, successfully launched a series of state-level consultations across India to raise awareness about the prevention of visual impairment due to glaucoma. The inaugural event took place at Lemon Tree Premier in Bhubaneswar, Odisha, drawing a diverse audience that included Continue Reading
Odisha News
ଭୁବନେଶ୍ବର/ମାଲକାନଗିରି, ୩/୭: ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ୀ ଆଉ ନାହାନ୍ତି। ଭୁବନେଶ୍ବରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ୫୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି।ସୂଚନା ଅନୁସାରେ ଆଦିତ୍ୟ ମାଢ଼ୀଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ଏକ ବର୍ଷ ହେଲା ଅସୁସ୍ଥ ଥିଲେ। ନିକଟରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୩/୭; ବାଲିଗୁଡା ୭୫ତମ ବନମହୋତ୍ସବ ସପ୍ତାହ ଚାଲିଛି । ଆଜି ବାଲିଗୁଡା ସହରର ୧ନଂ ଓାର୍ଡ କାମପଡାଠାରେ ବନୀକରଣ କାର୍ଯ୍ୟକରାଯାଇଛି ।ବୃକ୍ଷରୋପ ପରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ସଭାପତିତ୍ୱ କରିଥିବା ବେଳେମୁଖ୍ୟ ଅତିଥୀ ଭାବେ ଏସଡିପିଓ ରାହୁଲ ଗୋୟଲ, ବରିଷ୍ଠ ଆଇନଜୀବି କୌଶିକ ସାହୁ,ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା,ଏସଡିଭିଓ,ତହସିଦାର,ଅତିରିକ୍ତ Continue Reading
National News Sports News
NEW DELHI,JULY 3 : Hardik Pandya climbed to the No.1 spot in the ICC Men’s T20I all-rounder ranking after his heroics in the T20 World Cup 2024. The star player rose to two places to go level with Sri Lanka’s Wanindu Hasaranga as the top-ranked men’s T20I all-rounder. Team India’s vice-captain made crucial contributions in […]Continue Reading
Odisha News
ନୟାଗଡ଼ ,୩/୭ : ଆକ୍ସନ ମୁଡରେ ନୟାଗଡ଼ ଏସ୍ପି ରାହୁଲ ଜୈନ । କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗ ହେବା ପରେ ୩ ପୁଲିସ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବିତ କରିଛନ୍ତି ଏସ୍ପି।ନିଲମ୍ବିତ ହୋଇଥିବା ପୁଲିସ୍ କର୍ମଚାରୀମାନେ ହେଲେ ନୟାଗଡ଼ ସଦର ଥାନାର ଝଓ ହାସିନା ପ୍ରଧାନ, ଇଝଓ ରାଜେଶ୍ୱରୀ ନାୟକ, କନେଷ୍ଟବଲ ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ସେମାନେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗ ପରେ ଏଭଳି ଦୃଷ୍ଟାନ୍ତମୂଳକ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ଗତ ସୋମବାର Continue Reading
National News
IMPHAL, JULY 3 : Incessant rainfall has caused flooding at several places in Manipur’s Imphal West and Imphal East districts, after two major rivers breached embankments, officials said on Wednesday. The state government has declared a holiday for all government offices on Wednesday, while schools will remain closed till Thursday in view of the flood […]Continue Reading
Odisha News
ଭୁବନେଶ୍ୱର,୩/୭: ପୁଅଙ୍କ ଛୁରାମାଡରେ ବାପା ମୃତ। ଏଭଳି ଘଟଣା ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ରଙ୍ଗମାଟିଆର ଆପାର୍ଟମେଣ୍ଟରେ ଘଟିଥିବା ଅଭିଯୋଗ ହୋଇଛି। ଛୁରିରେ ବୀଭତ୍ସ ଭାବେ ପୁଅ ବାପାଙ୍କୁ ହତ୍ୟା କରିଛନ୍ତି। ହସ୍ପିଟାଲ ନେବା ବାଟରେ ବାପାଙ୍କର ମୃତ୍ୟୁ ଘଟିଛି। କୌଣସି କାରଣରୁ ବାପପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ପୋଲିସ ମୃତଦେହ ଜବତକରି ଛାନଭିନ ଚଳାଇଥିବା ବେଳେ ଅଭିଯୁକ୍ତ ପୁଅଙ୍କୁ ଅଟକ ରଖିଛି।ମୃତକ ଜଣଙ୍କ ହେଉଛନ୍ତି Continue Reading
Odisha News
ଭୁବନେଶ୍ବର, ୩/୭: ‘ମୋ ବସ୍’ରେ ଯାତ୍ରା କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। ସେ ମାଷ୍ଟର କ୍ୟାଣ୍ଟିନରୁ ଗାଡ଼କଣା ଯାଏ‘ମୋ ବସ୍’ରେ କରିଛନ୍ତି ଯାତ୍ରା। ତାଙ୍କ ସହ ସଚିବ ଅରୁଣ ବୋଥ୍ରା ।ଏହି ଯାତ୍ରା ସମୟରେ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ନିଜେ ଟିକେଟ କାଟିଛନ୍ତି। ଏଥିସହ ସେ ଲୋକଙ୍କ ସହ ସୁବିଧା ଅସୁବିଧା ବି ବୁଝିଛନ୍ତି। ଉକ୍ତ ବସ୍ ରେ ଭିଡ଼ଥିବା ଦେଖିବାକୁ ମିଳିଛି। ମନ୍ତ୍ରୀ ଡାକ୍ତର Continue Reading