ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା ,୧୦/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ତହସିଲ ଅଧୀନରେ ରହିଥିବା ଦୂର୍ଗାପଙ୍ଗା ଆରଆଇ ପାଞ୍ଚ ହଜାର ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରା ପଡିଲେ ।ସୂଚନା ମୁତବକ ଦୂର୍ଗାପଙ୍ଗା ଆରଆଇ ଦିଲ୍ଲୀପ କୁମାର ସାହୁ ଜୌନିକ ବ୍ୟକ୍ତି ଙ୍କ ଜମିର କିସମ ପରିବର୍ତ୍ତନ କରି ପଟ୍ଟା ପ୍ରଦାନ କରିବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।ଏହା ପରେ ଉକ୍ତ ବ୍ୟକ୍ତି ଜଣକ Continue Reading
ସମ୍ବଲପୁର,୧୦/୭: ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ଉପରେ ଲାଗିଥିବା କଟକଣା ବର୍ଷକ ପରେ ଜିଲା ପ୍ରଶାସନ ପକ୍ଷରୁ ହଟାଇ ଦିଆଯାଇଛି।ସମ୍ବଲପୁର ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରଓ୍ବାଲ କହିଛନ୍ତି, ବର୍ଷେ ପୂର୍ବରୁ ସହରରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଧାର୍ମିକ ଶୋଭାଯାତ୍ରା ଉପରେ ଜିଲା ପ୍ରଶାସନ କଟକଣା ଲଗାଇଥିଲା।ବୁଧବାର ଜିଲା ପରିଷଦ ମିଟିଂ ହଲ୍ରେ ଆଗାମୀ ମହରମ ପର୍ବ ପାଳନ ପାଇଁ ଅନୁଷ୍ଠିତ ହୋଇଥିବା ଶାନ୍ତି ଓ ସମନ୍ବୟ ବୈଠକ ପରେ ଜିଲାପାଳ Continue Reading
NEW DELHI,JULY 10 : Probationary IAS officer Puja Khedkar is in the news after she was transferred from Pune for alleged misuse of power. The controversy led to the uncovering of details about her attempts at the civil services exam, revealing that she claimed to be visually impaired and mentally ill in the affidavit submitted […]Continue Reading
Mumbai, July 10 : A local court in Mumbai on Wednesday sent the BMW hit-and-run main accused, Mihir Shah, to a six-day police custody. His custody will end on July 16. Earlier today,the ruling Shinde-led Shiv Sena, expelled its deputy leader, Rajesh Shah following the arrest of Mihir, who is the main accused in the […]Continue Reading
ଭୁବନେଶ୍ୱର,୧୦/୭: ଶେଷ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସର୍ବନିମ୍ନ ମଜୁରୀ ସଂଶୋଧନ ପ୍ରସ୍ତାବରେ ମୋହର ବାଜିଛି । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୩୫୨ରୁ ୪୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି ମୋହନ ସରକାର। ଏଥିସହ ଶ୍ରମିକଙ୍କ ବ୍ୟତୀତ ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀଙ୍କ ମଧ୍ୟ ମଜୁରୀ Continue Reading
ପୁରୀ,୧୦/୭: ପହଣ୍ଡିରେ ଅଘଟଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ବୁଧବାର ବସିଥିବା ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।ଗଜପତି କହିଛନ୍ତି, ଯାହା ଘଟିଲା ତାହା ସମସ୍ତଙ୍କୁ ମର୍ମାହତ କରିଛି, ଦୁଃଖିତ କରିଛି। କାଲିର ଘଟଣାରୁ ସେବାୟତମାନେ ଯାହା ଶିଖିବା କଥା ଶିଖିଛନ୍ତି।ଆଗାମୀ ଦିନରେ ଏହାର ପୁନରାବୃତ୍ତି ନ ହେବାକୁ ସେବାୟତ ଯତ୍ନ ନେବେ। ପହଣ୍ଡି ସମୟରେ ଓ ରଥ ଉପରେ ଅଧିକ ସେବାୟତ Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୧୦/୭: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତିନି ଦିନିଆ ଗସ୍ତରେ ବଲାଙ୍ଗୀର ରେ ପହଂଚିଛନ୍ତି । ନିର୍ବାଚନ ରେ ବିଜୟ ପରେ କନକ ବର୍ଦ୍ଧନ ସିଂହଦେଓ ତାଙ୍କ ନିର୍ବାଚନ ମଣ୍ଡଳୀ କୁ ପ୍ରଥମଗସ୍ତ ହୋଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ହୋଇ ଥିବାରୁ ପାଟଣାଗଡ଼ ଜନସାଧାରଣ ତଥା କର୍ମୀ ମାନଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଛି ।ବଲାଙ୍ଗିର ଜିଲ୍ଲା ବାନ୍ଧନଭାଡ଼ି ଠାରୁ ଏକ ବାଇକ ରେଲି ରେ ଭବ୍ୟସ୍ୱାଗତ Continue Reading
NEW DELHI,JULY 10 : In a significant decision, the Supreme Court on Wednesday ruled that a Muslim woman can seek maintenance from her husband under section 125 of the Code of Criminal Procedure (CrPC), which is applicable to all married women irrespective of religion. The two-judge Bench of the top court, led by Justice BV […]Continue Reading
Shinde-led Shiv Sena expels deputy leader Rajesh Shah following son’s arrest in BMW hit-and-run case
MUMBAI, JULY 10 : In a significant development, Maharashtra Chief Minister Eknath Shinde-led Shiv Sena, on Monday has expelled its deputy leader, Rajesh Shah. This decision comes following the arrest of Rajesh Shah’s son, Mihir Shah, who is the main accused in a recent BMW hit-and-run case. A one-line notice by Shiv Sena secretary Sanjay […]Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର,୧୦/୭: ଋଣ କରିଦେବା ନା ରେ ଠକେଇ କରିବା ଅଭିଯୋଗରେ ଆଜି ଜଣେ ବ୍ୟକ୍ତିକୁ ଗିରଫ କରିଛି ଟାଉନ ପୁଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗିର ସହର ବରପାଲି ପଡ଼ାର କୈଳାଶ ମହାନ୍ତି। ଆଜି ତାକୁ ଗିରଫ କରାଯାଇଥିବା ନେଇ ବଲାଙ୍ଗିର ଏସ ଡି ପି ଓ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତିଁ।ପ୍ରକାଶ ଯେ ଛନ୍ଦା ଚରଣ ବର୍ଗେ ଋଣ କରାଇ ଦେବା ନାମରେ ଠକେଇର ଶୀକାର […]Continue Reading




