Home Articles posted by odadmin (Page 76)
Top Stories
By Mahendra Darjee ବଲାଙ୍ଗିର: ଓଡ଼ିଶାରେ ଦ୍ରୁତଗତିରେ ବେସରକାରୀ ନର୍ସିଂ କଲେଜର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଅନେକ ଅନୁଷ୍ଠାନ ଭାରତୀୟ ନର୍ସିଂ ପରିଷଦ (INC)ର ନିର୍ଦ୍ଦେଶାବଳୀ ଅନୁସରଣ କରୁନଥିବା ଅଭିଯୋଗ ଦୀର୍ଘଦିନ ଧରି ଉଠିଆସୁଛି।ବଲାଙ୍ଗିର ଜିଲ୍ଲାରେ ମଧ୍ୟ କିଛି ବେସରକାରୀ ନର୍ସିଂ କଲେଜ INC ଗାଇଡ ଲାଇନ୍ ଉଲ୍ଲଂଘନ କରି ପରିଚାଳିତ ହେଉଥିବା ଅଭିଯୋଗ ରହିଛି। ଗତ ୨ ଏପ୍ରିଲ ୨୦୨୬ ତାରିଖରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପତ୍ର ସଂଖ୍ୟା Continue Reading
Odisha News
ଭୁବନେଶ୍ବର, ୧୪/୭ : ଜ୍ୟେଷ୍ଠ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ଜଳରେ ଗାଧୋଇବା ପରେ ପ୍ରବଳ ଜ୍ବରରେ ପୀଡିତ ମହାପ୍ରଭୁ ସୁସ୍ଥ ହୋଇସାରିଛନ୍ତି। ୧୫ଦିନ ପରେ ମହାପ୍ରଭୁ ଆଜି ତାଙ୍କର ଭକ୍ତଙ୍କୁ ନବଯୌବନ ରୂପରେ ଦର୍ଶନ ଦେବେ। ଏହି ସମୟରେ ଏକ ଅପୂର୍ବ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଭକ୍ତମାନେ ମଧ୍ୟ ମହାପ୍ରଭୁଙ୍କର ଏହି ବେଶ ଦେଖିବା ପାଇଁ ଅପେକ୍ଷା କରିଛନ୍ତି।ତେବେ ଚତୁର୍ଦ୍ଦଶୀ କ୍ଷୟ ଯୋଗୁଁ ଶ୍ରୀମନ୍ଦିରରେ ଦୁଇଦିନର କାମ ଗୋଟେ ଦିନରେ ସମ୍ପନ୍ନ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୪/୭ : ଖୋରଧା ମଡେଲ ଥାନା ପୁଲିସ ଏକ ବଡ଼ ସଫଳତା ହାସଲ କରି ଆନ୍ତଜିଲ୍ଲା ମୋଟର ସାଇକେଲ ଚୋର ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବିଭିନ୍ନ କମ୍ପାନୀର ୧୬ଟି ଚୋରା ମୋଟର ସାଇକେଲ ଜବତ କରାଯାଇଛି।ପୁଲିସ ସୂଚନା ଅନୁଯାୟୀ, ସ୍ଥାନୀୟ ଗୋଡ଼ିପୋଖରୀସ୍ଥିତ ମଣପ୍ପୁରମ ଫାଇନାନ୍ସ କାର୍ଯ୍ୟାଳୟ ସମ୍ମୁଖରୁ ଗତ ୧୭ ଜୁନ ୨୦୨୬ ତାରିଖରେ ଏକ ହିରୋ ଗ୍ଲାମର ମୋଟର ସାଇକେଲ ଚୋରି ହୋଇଥିଲା।ଏନେଇ Continue Reading
Top Stories
By AK. Sahoo Bhubaneswar, July 13: Urban kitchen gardens can play a crucial role in promoting food security, healthy lifestyles and environmental sustainability, experts said at a seminar on ‘Urban Rooftop Gardening’ organised by the Orissa Environmental Society (OES) here. Speaking at the programme, Dr P. Srinivas, Principal Scientist at the Central Continue Reading
Odisha News
ଗୁଲାମ୍ ଗସ୍‌ଙ୍କ ରିପୋର୍ଟଯାଜପୁର, ୧୩ / ୭: ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ, ସ୍ୱାବଲମ୍ବନ ଏବଂ ସାମାଜିକ ଉନ୍ନତିକୁ ଅଧିକ ଗତିଶୀଳ କରିବା ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲା ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମ ସଭାଗୃହରେ ଆଂଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି ସମ୍ମିଳନୀରେ ଯାଜପୁର ସମେତ ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା ର ବ୍ଲକ ଫେଡେରେସନ ସଦସ୍ୟାଗଣ, ଧର୍ମଶାଳା ବିଧାନସଭା କ୍ଷେତ୍ରର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୩/୭ : ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ପ୍ରଶାସନିକ ସେବାକୁ ଅଧିକ ଜନମୁଖୀ କରିବା ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ସୋମବାର ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମିନାଙ୍କ ଯୁଗ୍ମ ଜନଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା।ଶିବିରରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶତାଧିକ ଜନସାଧାରଣ ନିଜ ଅଭିଯୋଗ ଉପସ୍ଥାପନ Continue Reading
National News Sports News
NEW DELHI, JULY 13 : Lord’s has witnessed some of cricket’s greatest triumphs. On Monday, Harmanpreet Kaur’s India added a new chapter to that history. While this generation has lifted a World Cup on home soil and illuminated the stage of the Women’s Premier League, they will also be remembered for achieving an unforgettable milestone […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ ଭୁବନେଶ୍ୱର, ୧୩/୭ : ଓଡ଼ିଶାରେ ପୁଣି ସକ୍ରିୟ ହେବାକୁ ଯାଉଛି ବର୍ଷା। ଆସନ୍ତା ସାତ ଦିନ ଧରି ରାଜ୍ୟରେ ବ୍ୟାପକ ବର୍ଷା ସହ ବଜ୍ରପାତ, ଘଡ଼ଘଡ଼ି ଏବଂ ଦମକା ପବନର ସମ୍ଭାବନା ଥିବାବେଳେ ଭାରତୀୟ ପାଣିପାଗ ବିଭାଗ (IMD) ସତର୍କ ସୂଚନା ଜାରି କରିଛି।ବିଶେଷକରି ଜୁଲାଇ ୧୪ରୁ ୧୬ ମଧ୍ୟରେ ବର୍ଷାର ପ୍ରକୋପ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଏଥିପାଇଁ କନ୍ଧମାଳ, କେନ୍ଦ୍ରାପଡ଼ା ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ Continue Reading