Home Articles posted by odadmin (Page 75)
Odisha News
ଭୁବନେଶ୍ୱର, ୮/୧୨: ଓଡ଼ିଶାରେ ଡାକ୍ତର ମରୁଡ଼ି ପଡ଼ିଛି। ୬୦% ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡିଛି। ଏ ନେଇ ଗୃହରେ ଉତ୍ତର ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ମଞ୍ଜୁରୀପ୍ରାପ୍ତ ୧୫୭୭୪ରୁ ୯୫୦୩ ଡାକ୍ତର ପଦବୀ ଖାଲିପଡ଼ିଛି। ୬୨୭୧ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଏମାନଙ୍କ ଭିତରୁ ୧୧୩୫ ଠିକା ନିଯୁକ୍ତଏବଂ ୫୦୦୩ ସ୍ଥାୟୀ ନିଯୁକ୍ତି ଡାକ୍ତର। ତେବେ ୫୨୪୮ ପଦବୀ ପୂରଣ ପାଇଁ OPSCକୁଚିଠି କରାଯାଇଛି।Continue Reading
National News
NEW DELHI, DEC 8 : Prime Minister Narendra Modi on Monday accused the Congress of breaking into pieces national song Vande Mataram under the guise of social harmony, and said it was still following the politics of appeasement. He also targeted former prime minister Jawaharlal Nehru for agreeing with the suggestion that Vande Mataram could […]Continue Reading
Odisha News
ରାଉରକେଲା, ୮/୧୨ : ଆଖିବୁଜିଲେ ସୁନ୍ଦରଗଡ଼ ଛାତ୍ରୀ, ପଟ୍ରୋଲ ଢାଳି କରିଥିଲେ ଆତ୍ମହତ୍ୟା ଉଦ୍ୟମ । ରାଉରକେଲା ସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲରେ ଆଖିବୁଜିଛନ୍ତି ନାବାଳିକା । ସେପଟେ ସୁନ୍ଦରଗଡ଼ ପୋଲିସ ଘଟଣାର ତଦନ୍ତ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇଛି ।ସୂଚନା ଅନୁଯାୟୀ, ଜଣେ ପୁରୁଷ ମୃତ ନାବାଳିକାଙ୍କୁ ବାରମ୍ବାର ହଇରାଣ କରୁଥିଲା । ଶେଷରେ କିଛି ଉପାୟ ନପାଇ ନାବାଳିକା ଜଣଙ୍କ ପଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା Continue Reading
Odisha News
ଭୁବନେଶ୍ୱର, ୮/୧୨ : ହାଡଭଙ୍ଗା ଶୀତରେ ଥରୁଛି ସାରା ଓଡିଶା । ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ ପ୍ରବଳ ଥଣ୍ଡା । ଶୀତରେ ଥରୁଛି ଓଡିଶା ବାସୀ । ଚଳିତଥର ପ୍ରଥମ ଥର ପାଇଁ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ରେକର୍ଡ ।କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ପ୍ରଥମ ଥର ପାଇଁ ୪.୪ପ୍ସସେଲସିୟସ ରେକର୍ଡ ହୋଇଛି ସର୍ବନିମ୍ନ ରାତ୍ରି ତାପମାତ୍ରା । ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସର୍ବନିମ୍ନ […]Continue Reading
Top Stories
By Tapaswini Sahoo Puri/Odisha, Dec 7 : Designed as India’s first COP-style platform for interstate coordination, GELS 2025 culminated in a high-level press briefing addressed by key delegates including Shri Kanak Vardhan Singh Deo, Hon’ble Deputy Chief Minister (Energy, Agriculture & Farmers’ Empowerment), Government of Odisha; Shri Vishal Dev, Principal Secretary, Continue Reading
Odisha News
ବଲାଙ୍ଗୀର,୭/୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ । ଟିଟିଲାଗଡ଼ ବଏଜ୍ ହାଇସ୍କୁଲ୍ ପଡ଼ିଆରେ ଓଡିଶା କଳାକାର ଏକତା ମଞ୍ଚ ପକ୍ଷରୁ ଆୟୋଜିତ ଏହି ସଭାରେ ଯୋଗ ଦେଇ ହ୍ୟୁମାନଙ୍କ ମାଆ କହିଛନ୍ତି, ସେ ଗଣମାଧ୍ୟମରେ ଯାହା କହିଛନ୍ତି, ତାହା ନିରାଟ ସତ୍ୟ ।ସେ ପୁତ୍ର ବିଚ୍ଛେଦରୁ ମୁକୁଳି ପାରି ନ ଥିବାରୁ ଏଯାଏଁ ୠଓଜ ଦେଇ ନାହାଁନ୍ତି କିମ୍ବା […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୭/୧୨ : ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ତେଲିବନ୍ଧପନ୍ଥା ଇ ନିକଟରେ ରବିବାର ୩ ଟା ସମୟରେ ବହିରା ହାଇସ୍କୁଲର ଶିକ୍ଷକ ତାଙ୍କ ନିଜ ବାଇକରେ ଦୁର୍ଘଟଣାରେ ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।ଖବରରୁ ପ୍ରକାଶ, ବୌଦ୍ଧ ଥାନା ବହିରା ହାଇସ୍କୁଲର ଶିକ୍ଷକ ଦେଶବନ୍ଧୁ ମହାକୁଡ଼ (୪୮) ବହିରାରୁ କୌଣସି କାମରେ ଜହ୍ନାପଙ୍କ ପଟୁକୁ ତାଙ୍କ ହୋଣ୍ଡା ବାଇକ(ଓଡି ୨୭ […]Continue Reading