By Sudam Patra Balasore, Aug. 3: Perhaps is the most known corrupt engineer of Odisha. Yes, Pravas Kumar Pradhan, chief construction engineer, Anandpur Barrage project (Keonjhar), who was arrested by Odisha vigilance department on Saturday in connection with a disproportionate assets case, has now finally landed in jail. His bail plea was rejected by the […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୩/୮ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ୍ କାର୍ଯ୍ୟାଳୟରେ ସ୍ଥାୟୀ ବି. ଡ଼ି.ଓ. ନ ଥିବା ଯୋଗୁଁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖୁବାକୁ ମିଳିଛି ।ପୂର୍ବରୁ ଥିବା ବିଡ଼ିଓ ମନୋଜ କୁମାର ପାଢ଼ୀ ଗତ ମେ ମାସ ୩୧ ତାରିଖରେ ଅବସର ଗ୍ରହଣ କରିବା ପରେ ଏଠାରେ ନୂତନ ବିଡ଼ିଓ ନିଯୁକ୍ତି ହୋଇ ନାହାନ୍ତି, ଯାହା ଫଳରେ ଦୀର୍ଘ ୩ ମାସ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩/୮: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ବୌଦ୍ଧ ପକ୍ଷରୁ ରାମକୃଷ୍ଣବାଳାଶ୍ରମ ଶିଶୁ ଗୃହ, ବିରନରସିଂହପୁର ଓ ପର୍ଯ୍ୟବେକ୍ଷଣ ଗୃହ, କେଲାକଟା ଠାରେ ଭାରତୀୟ ଅଙ୍ଗଦାନ ଦିବସ ପାଳନ ହୋଇ ଯାଇଛି ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ. କିଶୋର ଚନ୍ଦ୍ର ପଟ୍ଟନାୟକ ଯୋଗଦେଇ ପଟ୍ଟଚିତ୍ର ଓ ପାୱାର ପଏନ୍ଟ ମାଧ୍ୟମରେ ଅଙ୍ଗଦାନ ଓ ପ୍ରତିରୋପଣ ର ସରକାରୀ ନିୟମ ଓ କାଯ୍ୟକାରିତା ବିଷୟରେ ବୁଝାଇଥିଲେ ।ମଣିଷ ଶରିରରେ କେଉଁ ଅଙ୍ଗ ସବୁ Continue Reading
ଅକ୍ଷୟ ରାଉତଙ୍କୁ ରିପୋର୍ଟଯାଜପୁର, ୩/୮ : ନିର୍ବାଚନ ପରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅଶାନ୍ତ ହୋଇ ଉଠିଛି । ବିଜେଡିର ଅଭିଯୋଗ ଅନୁଯାୟୀ ବିଜେପିର ଅସାମାଜିକ ବ୍ୟକ୍ତି ଗୁଣ୍ଡାରାଜ କରି ସୁକିନ୍ଦାରେ ରକ୍ତ ପାତ କରୁଛନ୍ତି ।ନିର୍ବଚନ ପରଠାରୁ ବିଜେପି କର୍ମୀଙ୍କ ଆକ୍ରମଣରେ ଜଣେ ଶ୍ରମିକ ସଂଗଠନର କର୍ମକର୍ତ୍ତା, ଜଣେ ଆଇନଜୀବି ଓ ବହୁ ସାଧାରଣ ଲୋକ ଗୁରୁତର ଆହତ ହୋଇଛନ୍ତି ।କିଛି ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେବା ବେଳେ ଅନ୍ୟ କିଛି କଟକ ସ୍ଥାନାନ୍ତର Continue Reading
ଭୁବନେଶ୍ବର, ୩/୮: ପୂର୍ବତନ ସରକାରଙ୍କ ଅନ୍ୟତମ ଲୋକପ୍ରିୟ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) ଆସନ୍ତା ମାସ (ସେପ୍ଟେମ୍ବର) ୧୦ ତାରିଖ ଯାଏଁ ଚାଲିବ। ଏହା ପରଠାରୁ ବିଏସ୍କେୱାଇ ବଦଳରେ ଲୋକଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ସ୍ବାସ୍ଥ୍ୟ ସୁବିଧା ମିଳିବ। ବିଏସ୍କେୱାଇରେ ଯେତିକି ସୁବିଧା ମିଳୁଛି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସମାନ ପ୍ରକାରର ସୁବିଧା ରହିବ। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ Continue Reading
ସୁବର୍ଣ୍ଣପୁର, ୩/୮: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ମୃତ୍ତିକା ସଂରକ୍ଷଣ ପରିଦର୍ଶକ ସୁଧାଂଶୁ ଶେଖର ରଣା ଆଜି ୧୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ଏକ କାମର ବିଲ୍ କରି ଦେବା ପାଇଁ ରାମଚନ୍ଦ୍ର ମହାକୁଡ଼ ନାମକ ଜଣେ ବ୍ୟକ୍ତିଙ୍କୁ ସେ ୧୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ରାମଚନ୍ଦ୍ର ସୋନପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ।ଯୋଜନା ମୁତାବକ ଆଜି ରାମଚନ୍ଦ୍ରଙ୍କଠାରୁ ମୃତ୍ତିକା ସଂରକ୍ଷଣ ପରିଦର୍ଶକ ସୁଧାଂଶୁ ଶେଖର Continue Reading
PUNE, AUG 3: Shiv Sena (UBT) chief Uddhav Thackeray on Saturday launched a broadside against the Bharatiya Janata Party (BJP), accusing the former ally of indulging in “power jihad” by breaking political parties to form a government. Hitting back at Union Uddhav Home Minister Amit Shah for his “Aurangzeb Fan Club’ barb aimed at him, […]Continue Reading
GUWAHATI, AUG 3 : Pressure mounts on the Centre to not go ahead with its plan to replace two battalions of the “neutral” Assam Rifles with the Central Reserve Police Force (CRPF) in ethnic violence-hit Manipur. After various Kuki-Zo organisations, the state’s all ten Kuki-Zo legislators, including two ministers, petitioned Prime Minister Narendra Modi and […]Continue Reading
ଭୁବନେଶ୍ୱର,୩/୮: ରାଜଧାନୀରେ ୫ ସ୍ତ୍ରୀଙ୍କ ସ୍ବାମୀ ବନ୍ଧା ହୋଇଛନ୍ତି। ତେବେ ତାଙ୍କ ଲାଇନ୍ରେ ଆଉ ୪୯ ଜଣ ଥିବା ଜଣାପଡ଼ିଛି। ଏହି ଘଟଣାର ପୋଲିସ କମିଶନର ସଞ୍ଜୀବ ପଣ୍ଡା ପ୍ରେସମିଟ କରି ପର୍ଦ୍ଦାଫାସ କରିଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ଯାଜପୁର ଭିଙ୍ଗାରପୁରର ସତ୍ୟଜିତ ବୋଲି ଜଣାପଡ଼ିଛି। ସତ୍ୟଜିତ ନିଜକୁ ଗୁଇନ୍ଦା ଇନ୍ସପେକ୍ଟର କହି ବାୟୋଡାଟାରେ ଦର୍ଶାଇ ମହିଳାଙ୍କୁ ଠକୁଥିଲେ।ଅନ୍ୟପକ୍ଷେ ମହିଳା ପୋଲିସଙ୍କ ଚାଟିଂ କରି ଦୁବାଇରୁ ଭୁବନେଶ୍ବର Continue Reading
ବାଲେଶ୍ୱର,୩/୮: ବାଲେଶ୍ୱର ଜିଲାର ଜଳସେଚନ ବିଭାଗ ଆନନ୍ଦପୁର ବ୍ୟାରେଜ୍ ଡିଭିଜନର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ଗତକାଲି ତାଙ୍କ ଘରେ ରେଡ୍ କରାଯାଇଥିଲା । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କର ସମ୍ପତ୍ତି ତାଲିକା ଦେଖି ଭିଜିଲାନ୍ସ ତାଜୁବ୍ । ଭିଜିଲାନ୍ସ ସୂଚନା ମୁତାବକ, ଓଡ଼ିଶା ସହ ପଶ୍ଚିମବଙ୍ଗରେ ଏଯାବତ ୮୫ ପ୍ଲଟ ଠାବ ହେଲାଣି। ଏକ ପାଞ୍ଚ ମହଲା କୋଠା, ମାର୍କେଟ କଂପ୍ଲେକ୍ସ Continue Reading




