Home Articles posted by odadmin (Page 74)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୯/୧୨: (ସୋମବାର) ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣୀ ପରେ ପରେ ଅପରାନ୍ହ ୩ ଘଟିକା ସମୟରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ହରଭଙ୍ଗା ବ୍ଲକର ଦୁର୍ଗମ କଣ୍ଡରା ଓ କାଚପାଜୁ ଅଞ୍ଚଳକୁ ଗସ୍ତ କରିଛନ୍ତି ।ଏହି ଅଞ୍ଚଳରେ ନିର୍ମାଣକ୍ଷଧୀନ ରାସ୍ତା କାମ ଦେଖିବା ସହ ତୁରନ୍ତ କାମ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଅଞ୍ଚଳର ସ୍ବାସ୍ଥ୍ୟ, ପାନୀୟ ଜଳ, ଶିକ୍ଷା ଓ ଲୋକଙ୍କ ବିଭିନ୍ନ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୯/୧୨: ସ୍ଥାନୀୟ ଜୟୀ ରାଜଗୁରୁ ଟାଉନହଲ ପରିସର ମଧ୍ୟରେ ଜୟୀ ରାଜଗୁରୁ ସ୍ମୃତି ସଂସଦ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ୨୨୦ତମ ଶହୀଦ ଜୟୀ ରାଜଗୁରୁ ବଳିଦାନ ଦିବସ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଐତିହାସିକ ପ୍ରଫେସର ନାରାୟଣ ରାଓ ଦ୍ୱୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଉଦଘାଟନ କରିବା ପରେ ସଂସଦର ସଭାପତି ଶିକ୍ଷାବିତ୍ ଡକ୍ଟର ଧିରେନ୍ଦ୍ର ନନ୍ଦ ତାଙ୍କ ସ୍ୱାଗତ ଭାଷଣରେ କହିଲେ ଓଡିଶା ରାଜ୍ୟ ସରକାରଙ୍କ ତରଫରୁ ସାରା Continue Reading
Odisha News
ଭୁବନେଶ୍ୱର,୯/୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି। ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସହ ଖେଳାଳି ମଙ୍ଗଳବାର ସକାଳୁ ପୁରୀ ଯାଇଛନ୍ତି।ସେଠାରେ ମହାପ୍ରଭୁଙ୍କ ଦର୍ଶନ ସାରି କଟକ ଯିବେ ବୋଲି ଜଣାପଡ଼ିଛି। ଅଧିନାୟକ ସୂର‌୍ୟ୍ୟକୁମାର ଯାବ ତାଙ୍କ ସ୍ତ୍ରୀଙ୍କ ସହ ପୁରୀ ଯାଇଛ୍‌ତି। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା, କୂଲଦୀପ ଯାଦବ ମଧ୍ୟ ଯାଇଛନ୍ତି।Continue Reading
National News
NEW DELHI, DEC 9 : Civil Aviation Minister K Ram Mohan Naidu said the Centre will cut IndiGo’s winter flight schedule and reallocate those slots to other airlines in the wake of the country’s largest carrier’s massive operational meltdown. With the disruptions still continuing, nearly 500 IndiGo flights were cancelled today, with Delhi (152) and […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୯/୧୨ : (ସୋମବାର) ଦିନ ସକାଳ ୧୦ ଘଟିକା ସମୟରେ ହରଭଙ୍ଗା ବ୍ଲକ ପୁରୁଣାକଟକ ଗ୍ରାମ ପଞ୍ଚାୟତ ସାଲକଟା ଗ୍ରାମର ୫ ମାସର ଶିଶୁକୁ ଭେଟି ଜିଲ୍ଲାପାଳ ବିଭୂତି ଭୁଷଣ ନାୟକ ପିତାମାତାଙ୍କ ଠାରୁ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ।ମିଳିଥିବା ସୂଚନା ଅନୁଯାୟୀ ସାଲକଟା ଗ୍ରାମ ଦଳିତ ସାହିର ଲୁଲୁ ନାଏକ ଙ୍କ ୫ ମାସର ଶିଶୁ କନ୍ୟା ଜନ୍ମରୁ ଅନ୍ଧ ଓ ତାର ମଳଦ୍ୱାର ନାହିଁ ଫଳରେ ଅର୍ଥାଭାବ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୮/୧୨: ବରୁଣେଇ ପାହାଡ଼ ପାଦଦେଶରେ ଯେଉଁ ଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୯ ଡ଼ିସେମ୍ବର ୮ ତାରିଖରେ ପାଇକ ସ୍ମାରକୀର ଶିଳାନ୍ୟାସ କରିଥିଲେ ସେଠାରେ ସେହି ସ୍ମୃତିକୁ ମନେ ପକାଇ ସପ୍ତମ ପ୍ରତିଷ୍ଠା ଦିବସ ଆଜି କଳିଙ୍ଗ ପାଇକ ସଂଗଠନ ପକ୍ଷରୁ ସଭାପତି ଭୀମସେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି ।ସାଧାରଣ ସଂପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ସହିତ ବିଭିନ୍ନ Continue Reading
Odisha News
ବାରିପଦା,୮/୧୨: ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ ଛାତ୍ରଙ୍କୁ ଛୁରାମାଡ଼ ହୋଇ ସେ ଗୁରୁତର ହୋଇଛନ୍ତି। ଗୁରୁତ୍ୱର ଛାତ୍ର ଜଣକ ହେଲେ ଯୁକ୍ତ ଦୁଇ ବାଣିଜ୍ୟ ଦ୍ୱିତୀୟ ବର୍ଷର ପ୍ରହ୍ଲାଦ ବିନ୍ଧାଣି ।ଅବସ୍ଥା ଗୁରୁତର ଥିବାରୁ ଛାତ୍ରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏ ନେଇ ଅଭିଯୁକ୍ତ ଛାତ୍ରକୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ଛାତ୍ର […]Continue Reading
Top Stories
By Staff Reporter Cuttack, Dec. 8: A seminar on Odia Theatre, accompanied by a live performance, was organized at Madhusudan Auditorium, courtesy of a collaborative effort between the Postgraduate Odia department of Shailabala Women’s Autonomous College and ‘Simile’ theatre troupe, Jajpur Road.  The event featured Principal of the college, Professor Jivan Ballav Continue Reading
Top Stories
By Lipsa Mohanty Bhubaneswar, Dec. 8: The State Level Science Merit Search Examination 2025 was conducted with great enthusiasm at Viswass Higher Secondary School, Pitapalli, on December 7. The annual talent hunt drew over 500 students from government and private high schools across multiple districts, all competing to demonstrate their scientific aptitude. The Continue Reading