Home Articles posted by odadmin (Page 72)
Odisha News
କଟକ, ୧/୪ : କଟକ ଦୋଳମୁଣ୍ଡାଇ ଭିଆଇପି ସୋ ରୁମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସର୍ଟ ସର୍କିଟ ଯୋଗୁ ଘଟିଛି ଏହି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଏକ ଘଣ୍ଟା ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲା।ଆଜି ସକାଳ ୧୦ଟା ସମୟରେ ଦୋକାନ ଖୋଲିବା ସମୟରେ ଏସି ଅନ କରିବା ପରେ ହଠାତ ଏସି ଟି ଫାଟି ଯାଇଥିଲା। ଯାହା ଫଳରେ ଦୁଇ ମହଲା କୋଠା ବିଶିଷ୍ଠ […]Continue Reading
Odisha News
ଓଡ଼ିଶା, ୧/୪ : ଓଡ଼ିଶା ପୋଲିସ ୯୦ ତମ ପ୍ରତିଷ୍ଠା ଦିବସ ପାଳୁଛି । ଆଜିକୁ ୮୯ ବର୍ଷ ପୂର୍ବେ ଓଡିଶା ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ପାଇଥିବା ବେଳେ ଆଇନ ଶୃଙ୍ଖଳା ପାଇଁ ଗଠନ ହୋଇଥିଲା ଓଡିଶା ପୋଲିସ୍ । ଏଥିପାଇଁ ଆଜି ପ୍ରତିଷ୍ଠା ଦିବସ ପାଳିବାକୁ ଭୁବନେଶ୍ବର ରିଜର୍ଭ ପୋଲିସ ପଡ଼ିଆରେ କମିଶନରେଟ୍ ପୋଲିସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହେଉଛି ।ଯେଉଁଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ପୋଲିସ କମିଶନର ସୁରେଶ ଦେବଦତ୍ତ […]Continue Reading
Business News Top Stories
By Subrat Sarangi Bhubaneswar, April 1: Odisha is emerging as a powerhouse in India’s industrial landscape, driven by its abundant mineral resources, progressive business environment, and skilled workforce. Spearheading this transformation is Vedanta Aluminium, which has announced a monumental investment of Rs 1 lakh crore to elevate Odisha into a global aluminium hub. Continue Reading
Odisha News
ନୂଆଦିଲ୍ଲୀ,୧/୪: ଆଜି ସାରା ରାଜ୍ୟରେ ଉତ୍କଳ ଦିବସ ପାଳନ କରାଯାଉଛି। ପ୍ରତିଟି ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବର ବିଷୟ। ୧୯୩୬ ମସିହା ଆଜିର ଦିନରେ ଗଠନ ହୋଇଥିଲା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ। ଅନେକ ବରପୁତ୍ରଙ୍କ ଅବଦାନ ଯୋଗୁ ଏହା ସମ୍ଭବ ହୋଇପାରିଥିଲା।ଏହାକୁ ମନେ ପକାଇବା ଲାଗି ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର‌୍ୟ୍ୟକ୍ରମର ଆୟୋଜନ କରାଯାଉଛି। ଏହି ଅପସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଶୁଭେଚ୍ଛା Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧/୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ୦୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ମା’କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି।ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ଏପ୍ରିଲ ୬ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ । ଉକ୍ତ ଦିନ […]Continue Reading
Odisha News
ଓଡ଼ିଶା,୧/୪ : ଆମେ ହେଉଛି ଉତ୍କଳୀୟ । ଉତ୍କଳ ହେଉଛି ଆମର ପରିଚୟ । କଳାର ଭୂମି, ସଂସ୍କୃତି, ସମୃଦ୍ଧି ଓ ସୋନ୍ଦର୍ଯ୍ୟର ରାଜ୍ୟ ହେଉଛି ଓଡ଼ିଶା ବା ଉତ୍କଳ । ଯାହାର ନିଖୁଣ ରୂପ ପ୍ରଦର୍ଶନ କରେ ଓଡିଶୀ ନୃତ୍ୟ ଓ ଖୋଦିତ ହୋଇଥିବା କାରୁକାର୍ଯ୍ୟ ।ଏହି ଓଡ଼ିଶା ର ଛାତି ରେ ଲୁଚି ରହିଛି ଅନେକ ଉଜ୍ଜଳତମ ଇତିହାସ ଓ ଗର୍ବ ର କାହାଣୀ । ଏହି ଇତିହାସ ସୁଦୀର୍ଘ ସଂଗ୍ରାମ ର ଗାଥା […]Continue Reading
Business News Top Stories
By Subrat Sarangi Angul, March 31 : Jindal Steel & Power (JSP) observed the 20th Punyatithi of its visionary founder, Shri Om Prakash Jindal Ji, with organising a Mega Voluntary Blood Donation Camp and various other social service activities at Angul plant. The observance began with Akhand Shri Ram Charita Manas Puja at the Devbhoomi […]Continue Reading
Odisha News
ଭୁବନେଶ୍ୱର, ୩୧/୩: ମହାପ୍ରଭୁ ଜଗନ୍ନାଥଙ୍କ ବାର୍ଷିକ ରଥଯାତ୍ରା ଏବଂ କଟକର ଐତିହାସିକ ବାଲି ଯାତ୍ରାକୁ ସଙ୍ଗୀତ ନାଟକ ଏକାଡେମୀର ‘ଜାତୀୟ ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକା’ରେ ଅନ୍ତର୍ଭୁକ୍ତ କରାଯାଇଛି।କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ସଙ୍ଗୀତ ନାଟକ ଏକାଡେମୀ ସମ୍ପ୍ରତି ସମଗ୍ର ଦେଶରୁ ୧୦ଟି ମହୋତ୍ସବ ଏବଂ ପ୍ରସିଦ୍ଧ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଏହାର ‘ଜାତୀୟ ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକା’ରେ ତାଲିକାଭୁକ୍ତ କରିଛି।ଶ୍ରୀ ଜଗନ୍ନାଥ Continue Reading
Odisha News
ବିଶ୍ୱ ଭୂଷଣ ଦାସଙ୍କ ରିପୋର୍ଟନୟାଗଡ଼, ୩୧/୩ : ନୟାଗଡ ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ ରେ ରଣଜିତ ଦାଶ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବଂଶୀଧର ରାଉତରାୟ ଙ୍କ ଠାରୁ ୬୨ ଖଣ୍ଡ ଅଧିକ ଭୋଟ ପାଇ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ସ୍ବଦେଶ ମିଶ୍ର ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ବିଶ୍ୱଜିତ ଆଚାର୍ଯ୍ୟ ଙ୍କ ସୂତ୍ରରୁ ଜଣାପଡିଛି ।ସଂଘ ର ଉପସଭାପତି ଭାବେ ସନ୍ତୋଷ କୁମାର ରାଉତରାୟ, ସାହସମ୍ପାଦକ ଭାବେ ଆଶୁତୋଷ ସାମନ୍ତରାୟ, […]Continue Reading