କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨/୯: ବୌଦ୍ଧ ଥାନା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ନୂଆପଡ଼ା ଡେମ୍ ନିକଟରୁ ବୌଦ୍ଧ ପୁଲିସ ୧୩୦ କିଲୋ ଗଞ୍ଜେଇ ଜବତ କରିଥିବା ବେଳେ କାହାରିକୁ ଗିରଫ କରାଯାଇନଥିବା ଜଣାପଡିଛି ।ମିଳିଥିବା ସୂଚନା ମୁତାବକ ନୂଆପଡ଼ା ଡେମ୍ ନିକଟରେ ଗଞ୍ଜେଇ ଚାଲାଣ ପାଇଁ ରଖାଯାଇଥିବା ବୌଦ୍ଧ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ ଚଢଉ କରାଯାଇଥିଲା । ଡେମ୍ ନିକଟରେ କିଛି ଜରି ବସ୍ତା ଥିବା ଦେଖି ପୁଲିସ ଯାଞ୍ଚ କରିବା ପରେ […]Continue Reading
ଭୁବନେଶ୍ୱର, ୨/୯ : ତାଳଚେର ଖଣି ଉପ ନିର୍ଦ୍ଦେଶକଙ୍କ ଘରେ ସୋମବାର ସକାଳୁ ସକାଳୁ ଚଢ଼ାଉ କରିଛି । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଡିଡିଏମ୍ ଧରଣୀଧର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ।ଧରଣୀଧର ବାଲିଆ ମାଫିଆ ଓ ପଥର ମାଫିଆଙ୍କୁ ଅନୁକମ୍ପା ଦେଖାଇ ତାଙ୍କ ନିକଟରୁ ଟଙ୍କା ନେଉଥିବା ତାଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ କରାଯାଉଛି ।ଖଣି […]Continue Reading
By Our Correspondent Cuttack, Sept.1 The Chief Justice of the Orissa High Court, Chakradhari Sharan Singh, has urged stakeholders to commit to greater inclusivity for children with disabilities within the juvenile justice system. Speaking virtually at the ninth Annual Stakeholders Consultation on the Protection of Children with Disabilities at the Odisha Judicial Academy Continue Reading
By Mahendra Darjee Balangir, Sept. 1:- The Fourth Foundation Day of Rajendra University,Balangir was celebrated at Conference Hall of the new Academic Block of the University on Sunday.There was a formal ceremony meeting held to commemorate the day. The programme started with garlanding the statue of the founder of the institution Honourable King Rajendra Narayan […]Continue Reading
BENGALURU, SEPT 1: Railway Minister Ashwini Vaishnaw on Sunday unveiled the prototype version of the Vande Bharat sleeper coach here at the BEML’s facility. The coach will undergo rigorous trials and tests in 10 days before rolling it out on the track for further testing, Vaishnaw told reporters. The train is expected to be open […]Continue Reading
ରାୟଗଡ଼ା,୧/୯: ରାୟଗଡ଼ା ଜିଲା କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ଆଜି ତାଙ୍କ ଘରୁ ବିପୁଳ ସଂପତ୍ତି ଠାବ କରାଯାଇଛି।ରବିବାର ମଧ୍ୟ ତାଙ୍କ ଘରେ ଚଢ଼ାଉ ଜାରି ରହିଛି। ଚୌଧୁରୀଙ୍କ ଘରୁ ନଗଦ ୧୪ ଲକ୍ଷ ୮୧ ହଜାର ଟଙ୍କା ମିଳିଛି।ଏହା ସହ ପ୍ରାୟ ୩୫ ଗ୍ରାମର ସୁନା ଅଳଙ୍କାର ମିଳିଛି। ସେହିଭଳି ରାୟଗଡ଼ା ଓ ଟିକିରି ଠାରେ ଗୋଟିଏ ଲେଖାଏଁ ଘର, ଦୁଇଟି ପ୍ଲଟ ଠାବ ହୋଇଛି।ଶନିବାର ରାୟଗଡ଼ା […]Continue Reading
MUMBAI, SEPT 1 : Thousands of Maha Vikas Aghadi (MVA) workers began marching towards Gateway of India on Sunday, to mark their protest over the collapse of Chhatrapati Shivaji Maharaj’s statue at Rajkot Fort. They slammed the Union and state governments for the collapse, with Uddhav Thackeray calling Prime Minister Narendra Modi’s apology as one […]Continue Reading
ପୁରୀ,୧/୯ :ପାରିଲେନି ନବୀନ ସରକାର,,, ସମ୍ଭବ କରି ଦେଖାଇଲେ ମୋହନ ସରକାର। ଶ୍ରୀମନ୍ଦିର ସଂସ୍କାର ମାମଲାରେ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ଅନେକ ଅନ୍ତରୀଣ ନିର୍ଦ୍ଦେଶ ମଧ୍ୟରୁ ପ୍ରମୁଖ ଥିଲା ଆନନ୍ଦବଜାରରେ ଶୃଙ୍ଖଳା ଆଣିବା।କିନ୍ତୁ ବିଜେଡି ସରକାର ଏହାକୁ ବାଏଁବାଏଁ ଉଡାଇଥିବା ବେଳେ ବର୍ତ୍ତମାନ ସରକାର ମାନ୍ୟବର କୋର୍ଟଙ୍କ ନିର୍ଦେଶକୁ ସମ୍ମାନ ଜଣାଇ ଆନନ୍ଦବଜାର ଶୃଙ୍ଖଳା ପାଇଁ ନେଇଛନ୍ତି ଐତିହାସିକ ପଦକ୍ଷେପ। ଯାହାକି ଶ୍ରୀମନ୍ଦିର ଇତିହାସରେ ବିରଳ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧/୮: ଜୁଲାଇ ୧୫ ବିଶ୍ୱ ଦକ୍ଷତା ଦିବସ ପାଳନ ଅବସର ରେ ରାଜ୍ୟ ସରକାର ଙ୍କ ଦ୍ୱାରା ବିଶ୍ୱ ଦକ୍ଷତା କେନ୍ଦ୍ର, ଭୁବନେଶ୍ୱର ରେ ପାଳନ କରାଯାଇଥିଲା ।ମୁଖ୍ୟମନ୍ତ୍ରୀ ଙ୍କ କରକମଳ ରେ ଦୁଇଟି କୌଶଳ ରଥ ରାଜ୍ୟ ବ୍ୟାପି ପରିକ୍ରମା କରୁଅଛି ।ଆଜି ର ଯୁବ ସମାଜ ବେକାରୀ ସମସ୍ୟା ରେ କବଳିତ ହୋଉଥିବାରୁ ସାଧାରଣ ଶିକ୍ଷା ପରିବର୍ତେ ସରକାର ଙ୍କ ବିଭିନ୍ନ ଦକ୍ଷତା ଭିତିକ ପ୍ରଶିକ୍ଷଣ ରେ ସାମିଲ ହୋଇ ନିଜକୁ […]Continue Reading
ସମ୍ବଲପୁର, ୧/୯: ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କର ଆଜି ଭୋର ପ୍ରାୟ ୪ଟା ସମୟରେ ପରଲୋକ ଘଟିଛି। ହୃତଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା।ଅଶ୍ୱିନୀ ଗୁରୁ ୧୯୮୦ରେ ସମ୍ବଲପୁରରୁ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ବିଧାୟକ ରହିଥିଲେ। ୨୦୧୮- ୨୦୨୨ ପର୍ୟ୍ୟନ୍ତ ସମ୍ବଲପୁରର କଂଗ୍ରେସର ଜିଲ୍ଲା ସଭାପତି ଓ ଇଓଉଉ ସଦସ୍ୟ Continue Reading




