ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର: ୧୫/୯ : ରାୟଗଡ଼ା ଜିଲ୍ଲା ବିଜେପି ଦଳ ତରଫରୁ ଜିଲ୍ଲାର ବିଭିନ୍ନ ମଣ୍ଡଳରେ ସଦସ୍ୟତା ଅଭିଯାନ ଜୋରସୋରରେ ଚାଲିଛି।ଏହି କ୍ରମରେ ଗୁଣୁପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଟୁରିଗୁଡା ,,ପିସ୍କାପଙ୍ଗା ଡାଙ୍ଗସରଡା ଚନ୍ଦ୍ରପୁର ହନମନ୍ତପୁର ବିଜାପୁର ସାରିକିମା ଅଞ୍ଚଳରେ କୋରାପୁଟ ସାଂସଦ ପ୍ରାର୍ଥୀ କାଲିରାମ ମାଝୀ,ଜିଲ୍ଲା ଉପ ସଭାପତି ଅଶ୍ଵିନୀ ଗଞ୍ଚଡା,ମଣ୍ଡଳ ସଭାପତି ବାପି ସାହୁକାର ରଥ ଉଲ୍ଲାକା ସୁବାଷ ସାହୁକାର Continue Reading
ଭୁବନେଶ୍ୱର, ୧୫/୯ : ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଯାହାର ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଏହି ଲଘୁଚାପଟି ବାଂଲାଦେଶ ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିଲା । ଏହି ଲଘୁଚାପ ଉତ୍ତର ପଶ୍ଚିମ ଦେଇ ଗତି କରୁଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ତିନି ଜିଲ୍ଲାକୁ ଅରେଞ୍ଜ Continue Reading
UTTAR PRADESH, SEPT 15 : At least 10 people were killed after a three-storey building collapsed in Uttar Pradesh’s Meerut amid heavy rain, police said on Sunday. So far, authorities have rescued a total of five people from the debris. Of the 10 victims, there were four children, including a one-year-old. The incident took place […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୫/୯ : ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ ଠାରେ ସେପ୍ଟେମ୍ବର ୨୦,୨୧ ଏବଂ ୨୨ ରିଖରେ ରାଜ୍ୟ ସ୍ତରୀୟ ଏବଂ ଜ଼ିଲ୍ଲା ସ୍ତରୀୟ ବିକାଶ ମେଳା ପାଇଁ ବ୍ୟାପକ ପ୍ରସ୍ତୁତି ଏବଂ ଚୂଡାନ୍ତ ପାଇଁ ପ୍ରସ୍ତୁତି ବୈଠକ ଆଭାସୀ ମାଧ୍ୟମ ରେ ଅନୁଷ୍ଠିତ ହୋଇଥିଲା ।ଏହି ଉପଲକ୍ଷେ ଆମ ଜ଼ିଲ୍ଲା ରେ ବିଭିନ୍ନ ବିଭାଗ ତରଫରୁଅନ୍ୟୁନ୍ୟ ୨୫ ଗୋଟି ଷ୍ଟଲ ଖୋଲାଯିବ । ଆମ ଜ଼ିଲ୍ଲା ପାଇଁ ନିର୍ଧାରିତ ତାରିଖ ଏବଂ ଅତିଥି […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୧୫/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ଅଞ୍ଚଳର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଜିଲ୍ଲାପାଳ ଋତୁରାଜ ଏକ ତୁଫାନୀ ଗ୍ରସ୍ତରେ ଆସି ପୂର୍ବାହ୍ନରେ କୋଟଗଡ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଜିଲ୍ଲାପାଳ ବିଡିଓଙ୍କ କାର୍ଯ୍ୟାଳୟରେ ବିଡିଓ ଶୁଭକାନ୍ତ ନାୟକଙ୍କ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି।ଅପରାହ୍ନରେ ସୁବର୍ଣ୍ଣଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ Continue Reading
By A K Sahoo Bhubaneswar, Sept. 14: “The country is going through both a challenging and exciting phase. Prime Minister Narendra Modi has set the vision of transforming the country into ‘Viksit Bharat’ by 2047. It is estimated that Bharat will become the 3rd largest economy of the world by 2030,” said Raghubar Das, Governor […]Continue Reading
ଭୁବନେଶ୍ୱର, ୧୪/୯ : ସରକାରୀ ସ୍ତରରେ ଗଣଶିକ୍ଷା ବିଭାଗର ‘ମୋ ସ୍କୁଲ’ ଅଭିଯାନ ନାଁକୁ ପରିବର୍ତ୍ତନ କରାଯାଇଛି । ମୋ ସ୍କୁଲକୁ ନାଁକୁ ବଦଳାଇ ‘ପଞ୍ଚଶଖା ଶିକ୍ଷା ସେତୁ’ ନାମରେ ନାମକରଣ କରାଯାଇଛି । ଏ ନେଇ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛନ୍ତି ।୨୦୧୭ରୁ ପୂର୍ବତନ ସରକାର ମୋ ସ୍କୁଲ ଅଭିଯାନ ଆରମ୍ଭ କରିଥିଲେ । ତେବେ ନୂତନ ସରକାର ଆସିବା ପରେ ଏହି ନାଁକୁ ପରିବର୍ତ୍ତନ କରି ପଞ୍ଚଶଖା ଶିକ୍ଷା ସେତୁ ଯୋଜନା […]Continue Reading
NEW DELHI, SEPT 14 : In a thrilling encounter at the Hero Asian Champions Trophy 2024, India emerged victorious against arch-rivals Pakistan, clinching the match with a 2-1 scoreline. The match showcased the intense rivalry between the two hockey powerhouses, keeping fans on the edge of their seats. India, the defending champions, entered the match […]Continue Reading
KOLKATA, SEPT 14 : Over a month after the doctors’ protest began, West Bengal Chief Minister Mamata Banerjee on Saturday made a surprise visit to the venue where the junior doctors were protesting and assured them that she would look lend a sympathetic ear to their demands. The CM’s move comes when her government finds […]Continue Reading
ଭୁବନେଶ୍ୱର,୧୪/୯: ଆସନ୍ତା ୧୭ରେ ମହିଳାଙ୍କ ଆକାଉଣ୍ଟକୁ ଯିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି। ଏଯାବତ୍ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ପଞ୍ଜୀକରଣ କରିସାରିଲେଣି।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ନେଇ ସୂଚନା ଦେଇଛନ୍ତି। ୧୫ ସୁଦ୍ଧା ଆବେଦନ କରିଥିବା ହିତାଧିକାରୀଙ୍କୁ ୧୭ରେ ପ୍ରଥମ କିସ୍ତି ମିଳିବ । ରବିବାର ରାଜ୍ୟବ୍ୟାପୀ ୧୦ ହଜାର ରାଜସ୍ବ ଗାଁରେ ସୁଭଦ୍ରା ପଦଯାତ୍ରା ହେବ। ଭୁବନେଶ୍ୱରରେ ଗିରିଦୁର୍ଗା ମନ୍ଦିରରୁ ରମାଦେବୀ ଯାଏଁ ସୁଭଦ୍ରା ପଦଯାତ୍ରା Continue Reading




