Home Articles posted by odadmin (Page 683)
Odisha News
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୧୮/୯: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦମହକୁମାରେ ଥିବା ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଯାଇଛି ।ମୁନିଗୁଡା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ କୋଇନ କିମ୍ବାକା , ସମ୍ମାନୀତ ଅତିଥି ଭାବେ ଶିଶୁ ବିକାଶ ବିଭାଗ ଅଧିକାରୀ ଗୀତାରାଣୀ ସାହୁ , ଜୀବିକା ମିଶନର Continue Reading
Top Stories
By Our Correspondent Bhubaneswar, Sept  18 : Odisha Assembly of Small & Medium Enterprises (OASME) in association with FUTUREX TRADE FAIR AND EVENTS PVT LTD., New Delhi today announced their forthcoming “PROPACK ODISHA-2024” and “ODISHA PLAST-2024” from 21st to 24thNovember 2024 at Janata Maidan, Bhubaneswar. The 3rd Edition of this 4-dayslong expo willfocus Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୮/୯ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପଛି। ଝାଡ଼ାବାନ୍ତିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା। ଆଜି ଉକ୍ତ ପଞ୍ଚାୟତରେ ଡାକ୍ତରୀ ଟିମ୍ ପହଞ୍ଚି ଥିଲା।ମାତ୍ର ଝାଡ଼ାବାନ୍ତିରେ ମାତ୍ର କିଛି ଲୋକ ଆକ୍ରାନ୍ତ ହୋଇଛନ୍ତି। ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ମାତ୍ର କାରଣ ଅସ୍ପଷ୍ଟ ରହିଛି। Continue Reading
Top Stories
NEW DELHI, SEPT 18: A day after Union Home Minister Amit Shah spoke about ‘one nation one election’, the Union Cabinet on Wednesday cleared the proposal in this regard, which aims to synchronise the elections for the Lok Sabha and state assemblies to a single schedule. Sources in the government said, the ‘one nation, one […]Continue Reading
Odisha News
ଭୁବନେଶ୍ୱର, ୧୮/୯ : ସେନା ଅଧିକାରୀ ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ନିର୍ଯ୍ୟାତନା ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପୂର୍ବତନ ସେନା କର୍ମଚାରୀ। ଆଜି ରାଜଧାନୀର ପୁଲିସ ସେବାଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଘଟଣାର ସିବିଆଇ ନଚେତ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ପୂର୍ବତନ ସେନା କର୍ମଚାରୀ।ଏଥିସହ ବଦଳି କିମ୍ବା ନିଲମ୍ବନ କୌଣସି ଦଣ୍ଡ ନୁହଁ ବରଂ ଦୋଷୀ ପୁଲିସ ଅଧିରକାରୀଙ୍କ ବିରୋଧରେ Continue Reading
Odisha News
ନୂଆଦିଲ୍ଲୀ, ୧୮/୯: ସମସ୍ତ ଅଗ୍ନିବୀରଙ୍କୁ ମିଳିବ ଚାକିରି। ସେନାରୁ ଆସିଥିବା ପ୍ରତ୍ୟେକ ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ। ଦେଶରେ ସେମାନଙ୍କ ପାଇଁ ୨୦ ପ୍ରତିଶତ ସଂରକ୍ଷଣ କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହରିଆଣାରେ ନିର୍ବାଚନ ରାଲିକୁ ସମ୍ବୋଧିତ କରି ଏଭଳି କିଛି ପ୍ରତିଶ୍ରୁତି ଦେଇଛନ୍ତି।ମଙ୍ଗଳବାର ସନ୍ଧ୍ୟାରେ ଫରିଦାବାଦର ସେକ୍ଟର -୧୨ ରେ ଆୟୋଜିତ ବିଜେପି ନିର୍ବାଚନ ରାଲିରେ ଅମିତ ଶାହ କହିଥିଲେ ଯେ ସେନାରୁ ଆସୁଥିବା ପ୍ରତ୍ୟେକ Continue Reading
Odisha News
ଭୁବନେଶ୍ୱର, ୧୮/୯ : : ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପାଲଟା ଆକ୍ରମଣ ଘଟଣାରେ ବଦଳିଲେ ଭରତପୁର ଥାନା ଅଧିକାରୀ। କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରିବା ପରେ ଥାନା ସବ୍ ଇନ୍ସପେକ୍ଟର ଓ କନେଷ୍ଟବଳଙ୍କୁ ବି ବଦଳି କରିଛନ୍ତି।କାରଣ ଏହି ଅଧିକାରୀମାନେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାରପିଟ କରିବା ସହିତ ତାଙ୍କ କାରରେ ମଦ ବୋତଲ ରଖି ତାଙ୍କୁ ଗିରଫ କରିଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। ତେବେ ଭରତପୁର ଥାନା […]Continue Reading