Home Articles posted by odadmin (Page 672)
Odisha News
ଭୁବନେଶ୍ୱର, ୨୫/୯ : ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲରେ ଧାରଣାରେ ବସିଥିବା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଁଚିଛି । ଫଳରେ ମେଡ଼ିକାଲରେ ସଫେଇ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।ଫଳରେ ଦୁର୍ଗନ୍ଧରେ ଫାଟି ପଡ଼ୁଛି ରାଜ୍ୟ ରାଜଧାନୀର ସରକାରୀ ହସ୍ପିଟାଲ ପରିସର । କିନ୍ତୁ ଏ ଯାଏ କାହାର ଦେଖା ନ ଥିବା ଆନ୍ଦୋଳନକାରି ସଫେଇ କର୍ମାଚାରୀ ଅଭିଯୋଗ କରିଛନ୍ତି ।ଦୂର୍ଗା ପୂଜା ବୋନସ୍ ଏବଂ ୨୬ ଦିନ ବଦଳରେ ୩୦ ଦିନର […]Continue Reading
Top Stories
By Pravakara Sahoo Paradip, Sept. 25: Paradip Port marked the 47th World Maritime Day on Wednesday, celebrating under this year’s theme: Navigating the Future: Safety First!” World Maritime Day, unlike National Maritime Day, does not have a fixed date for its observance. It is traditionally celebrated during the last week of September, with individual Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୫/୯: ବୌଦ୍ଧଜିଲ୍ଲା ପୁରପଲ୍ଲୀରେ ଆଜି ପୁଅ ଜିଉଁତିଆ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହେଉଅଛି । ମା ମାନେ ପୁଅମାନଙ୍କର ଦୀର୍ଘାୟୁ କାମନା କରିବା ସହିତ ତାଙ୍କର ଶୁଭକାମନା ମନାସି ଏହି ଜିଉଁତିଆ ପାଳନ କରିଥାନ୍ତି ।ମା ମାନେ ନିର୍ଜଳା ଉପବାସ ରହି ସନ୍ଧ୍ୟାରେ ଗାଁ ଦାଣ୍ଡ ମଝିରେ ସମସ୍ତେ ଏକତ୍ରିତ ହୋଇ ଜିଉଁତିଆ ପାଳନ କରିଥାନ୍ତି । ପରଦିନ ପାହାନ୍ତିଆରୁ ମା ମାନେ ନଦୀ ଓ ପୋଖରୀକୁ ଯାଇ ସ୍ନାନ ସାରି ଗାଧୁଆ […]Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୨୫/୯ : ପିଲାଟି ଦିନରୁ ମାଁ ବାପ ଛେଉଣ୍ଡ ହୋଇ ବଡ଼ଭାଇ ସଦାନନ୍ଦ ପାତ୍ର ଏବଂ ଅନ୍ୟ ଭାଇ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରତିପାଳିତ ହୋଇଥିବା ପ୍ରଶାନ୍ତ ନିଜ ଉଦ୍ୟମ ବଳରେ ମାର୍ଶଲ ଆର୍ଟ ରେ ତାଙ୍କର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ପ୍ରଥମେ ବଲାଙ୍ଗୀର ର ଏକ ମାର୍ଶଲ ଆର୍ଟ ସଂସ୍ଥା ରେ ଆତ୍ମରକ୍ଷା କୌଶଳ ଶିକ୍ଷ୍ୟା କରି ପରେ ସେତେବେଳେ ବ୍ରହ୍ମପୁର ର ଲି ମାନ୍-ଚୁରିଆନ୍ ବ୍ଲାକ କୋବ୍ରା Continue Reading
Top Stories
By A Iswar Rao Koraput (Odisha), Sept. 24: In a symbolic protest against the persistent lack of electricity in their village, residents of Nagalwada in Narayanpatna block of Odisha’s Koraput district on Monday made a bid to return their ration cards to the district administration, reports said on Tuesday. This unprecedented move was apparently aimed […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୨୪/୯: ଦୁଃଖର ପାହାଡ଼କୁ ନିଜ କାନ୍ଧରେ ବୋହି ଚାଲିଛନ୍ତି ଯାଜପୁର ବ୍ଲକ ସିମିଳିଆ ପଞ୍ଚାୟତ ବଡ଼ବନ୍ତ ଗ୍ରାମର କାର୍ତ୍ତିକ ଜେନା । ଜଣେ ଦିନ ମଜୁରିଆ ଭାବେ ନିଜ ପରିବାର ଚଳାନ୍ତି । ବୟସ ଏବେ ୬୩ ବର୍ଷ ହେଲାଣି ।ସ୍ତ୍ରୀ, ଗୋଟିଏ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କ ପରିବାର । ବଡ଼ ଝିଅଟି ବିବାହିତ । ହେଲେ ଏକ ମାତ୍ର ପୁଅ ଚନ୍ଦନ ଜେନା(୧୯) ଭିନ୍ନକ୍ଷମ । ଜନ୍ମର ତିନି […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୪/୯ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗଦାପୁର ଅଞ୍ଚଳରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବାଲିଯାତ୍ରା ୧୨ ଦିନ ଧରି ଅନୁଷ୍ଠିତ ହେବା ପରେ ମଙ୍ଗଳବାର ପୂର୍ଣ୍ଣାହୁତି ହୋଇଛି।ଏହି ଯାତ୍ରାରେ ମା’ ମାଣିକେଶ୍ବରୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ପୂର୍ଣ୍ଣାହୁତି ଦିନରେ ଶହ ଶହ ଶ୍ରଦ୍ଧାଳୁ ଏହି ଯାତ୍ରାରେ ଯୋଗଦେଇ ଅଗ୍ନି ଉପରେ ଖାଲି ପାଦରେ ଚାଲି ନିଜ ମାନସିକ ପୂରଣ Continue Reading