Home Articles posted by odadmin (Page 666)
Odisha News
ଭୁବନେଶ୍ୱର, ୨୯/୯ : ଗାଡ଼ି ଚେକିଂ କରୁଥିଲା କମିଶନରେଟ୍ ପୁଲିସ। ଚେକିଂ ବେଳେ କାରରୁ ମିଳିଲା ପୁଳା ପୁଳା ଟଙ୍କା। ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁରଥାନା ଓମ୍ଫେଡ଼ ଛକ ନିକଟରେ ଜଣେ ବ୍ୟକ୍ତିଙ୍କ କାରରୁ ୪ ଲକ୍ଷ ୭୭ ହଜାର ଟଙ୍କା ଜବତ କରିଛି ପୁଲିସ।ଉକ୍ତ ବ୍ୟକ୍ତି ଜଣଙ୍କ ହେଲେ ଦିବ୍ୟଜ୍ୟୋତି ନାୟକ। ପୁଲିସ ତାଙ୍କୁ ଅଟକ ରଖି ଟଙ୍କା ବାବଦରେ ପଚରାଉଚରା କରୁଛି।ଗତକାଲି ରାତିରେ ଚନ୍ଦ୍ରଶେଖରପୁର ଥାନା ଓମ୍ଫେଡ଼ ଛକ ନିକଟରେ ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ଚେକିଂ Continue Reading
National News
NEW DELHI, SEPT 29 : Sitaram Yechury was the “glue” that brought the INDIA bloc together, Opposition leaders said on Saturday as they paid tributes to the late CPI(M) general secretary. Several Opposition leaders, including Congress leaders Rahul Gandhi and Mallikarjun Kharge, DMK’s Kanimozhi, NCP(SP)’s Supriya Sule, and NC leader Farooq Abdullah attended the meeting. […]Continue Reading
Odisha News
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୨୯/୯ : ଚନ୍ଦ୍ରପୁର କ୍ଲଷ୍ଟର ସ୍ତରୀୟ ସୁରଭି ପ୍ରତିଯୋଗିତା ସରକାରୀ ଉଚ୍ଚ (ଝଝଊ) ବିଦ୍ୟାଳୟ ଚନ୍ଦ୍ରପୁର ଠାରେ ଆୟୋଜନ କରାଯାଇଥିଲା ।ଏଥିରେ କ୍ଲଷ୍ଟର ର ସମସ୍ତ ସ୍କୁଲ ର ୧୦୦ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶ ଗ୍ରହଣ କରି ଥିଲେ । ଶ୍ରୀ ବିରଞ୍ଚି ବାବୁ ମକ୍ସମମ, ଭାସ୍ଵର ଗମାଙ୍ଗ ପ୍ରଧାନ ଶିକ୍ଷକ ଗ୍ଦଗ୍ଦୟ ହାଇସ୍କୁଲ , ଜଗଦିଶ ନାୟକ,ଶିକ୍ଷକ ନୋଡାଲ ହାଇସ୍କୁଲ ତଥା ବରିଷ୍ଠ ଶିକ୍ଷକ ପ୍ରଦୀପ ଚୌଧୁରୀ, ଓ କ୍ଲଷ୍ଟର ର […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୯/୯: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ ପରିସରରେ ଆଜି ଜିଲ୍ଲା କୋର୍ଟ ପକ୍ଷରୁ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ସହର ସ୍ଥିତ “ଜେମସ ହସପିଟାଲ” ର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦୌରା ଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରିବନ୍ କାଟି Continue Reading
Top Stories
Commitment to ‘Mission Zero Harm’ Advanced Tamper Testing Lab Ensures Metering Integrity 16 TSSDI Centers Strengthen Technical Expertise Across Southern Odisha By A.K. Sahoo Berhampur (Odisha), Sept. 28: In a significant move to enhance workforce skills and ensure meter integrity, TP Southern Odisha Distribution Limited (TPSODL) has inaugurated a state-of-the-art Hands-on Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୨୮/୯ : ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ଗ୍ରାମ ପଞ୍ଚାୟତ ଆନୁକୁଲ୍ୟରେ କୁଟାସିଂହା ଗାଁ ର ମୁଖ୍ୟ ରାସ୍ତା, ବିଜୁଳିବନ୍ଧ୍ ରାସ୍ତା ଓ କୁଟାସିଂହା-ବାଳପୁର ରାସ୍ତା ସଫା ସୁତୁରା କରାଯିବା ସହ ଜେଶିବି ଓ ଟ୍ରାକଟର ସାହାଯ୍ୟରେ ବିଭିନ୍ନ ଜାଗାରେ ଜମା ହୋଇଥିବା କୁଢ଼ କୁଢ଼ ମଇଳା,ଆବର୍ଜନା କୁ ସଫା କରାଯାଇ ଥିଲା।ଏଥିରେ କୁଟାସିଂହା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଡିଗ୍ରୀ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୮/୯ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ମିଡିଆକିଆ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ସିଆରସିସି ପ୍ରଶାନ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଉଦଘାଟନ ଉତ୍ସବରେ ସିତାପଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ପାତ୍ର ଯୋଗଦେଇ ଦୀପଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଏଥିରେ Continue Reading
National News
NEW DELHI,SEPT 28 : Iran’s Supreme Leader, Ayatollah Ali Khamenei, has been reportedly transferred to a secure location within the country, according to two regional officials who were briefed by Tehran. The officials, speaking to news agency Reuters, confirmed that heightened security measures have been implemented around Khamenei following Israel’s Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ , ୨୮/୯ : କଟକ ଜିଲ୍ଲା ଅବସର ସରକାରୀ କର୍ମଚାରୀ ସଂଘ ତରଫରୁ ନିଜସ୍ଵ କାର୍ଯ୍ୟମାଳୟରେ ସଭ୍ୟ ସଭ୍ୟା ମାନଙ୍କର ଏକ ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଉପଦେଷ୍ଟା ଡାକ୍ତର ସଂଜିତ୍ ପଟ୍ଟନାୟକ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇ ଯାଇଛି ।ବିଶେଷଜ୍ଞ ଡାକ୍ତର ଏସ କେ ଗିରି ,ବି ବି ନାୟକ, ଅନୁଶୟା ନନ୍ଦ ଦୀର୍ଘ ସମୟ ଧରି ସମସ୍ତ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତରୀ ଔଷଧ ବିଷୟ ପରାମର୍ଶ ଦେଇଥିଲେ ।ଏଥି […]Continue Reading