ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୬/୧୦: ଆଗଲପୁର ବ୍ଲକ ମୁରଶୁଣ୍ଡ ଗାଁର ସୁପୁତ୍ର ବନମାଳୀ ପ୍ରଧାନ ଦେଶ ସେବା ସାରି ଚାକିରୀରୁ ଅବସର ନେଇ ଗାଁକୁ ଫେରିଛନ୍ତି।ଗାଁ ମାଟିରେ ପାଦଦେବା ପରେ ଗ୍ରାମବାସୀ ଙ୍କ ତରଫରୁ ଭବ୍ୟ ସମର୍ଦ୍ଧନା ଜ୍ଞପନ କରାଯାଇଥିଲା।ଏହାଦେଖି ତାଙ୍କ ଆଖିରୁ ଲୁହ ଝରି ଯାଇଥିଲା।ବନମାଳୀ ଛୋଟବେଳେ ବହୁ କଷ୍ଟ ସହି ସେ ପଞ୍ଚମ ଶ୍ରେଣୀ ପଢୁ ଥିବା ସମୟରେ ବାପା ହରିଶ୍ଚନ୍ଦ୍ର ପଧାନ ଓ ମାଆ କିଶୋରୀ ପଧାନ ଙ୍କ ମୃତ୍ୟୁ Continue Reading
ଓଡ଼ିଶା, ୬/୧୦ : ପୋଷ୍ଟ ଗ୍ରାଜୁଏଟ ଟିଚର୍ସ (ପିଜିଟି) ନିଯୁକ୍ତି ନେଇ ଆଜି ୩ଟି ଅପ୍ସନାଲ ସବ୍ଜେକ୍ଟ- ପଦାର୍ଥ ବିଜ୍ଞାନ, ଗଣିତ ଓ ଓଡ଼ିଆ (ପେପର- ୧ ଓ ପେପର -୨) ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାକୁ ବାତିଲ କରି ଦିଆଯାଇଛି।ଏନେଇ ଓଡ଼ିଶା ଲୋକ ସେବା ଆୟୋଗ (OPSC) ପକ୍ଷରୁ ସୂଚନା ଦିଆଯାଇଛି। ଅନିବାର୍ଯ୍ୟ କାରଣ ଦର୍ଶାଇ ଏହି ପରୀକ୍ଷା ବାତିଲ୍ କରିଛି OPSC। ତେବେ ଅନ୍ୟ ଅପ୍ସନାଲ ସବ୍ଜେକ୍ଟର ଲିଖିତ ପରୀକ୍ଷା ଧାର୍ୟ୍ୟ ସୂଚୀ […]Continue Reading
Madhya Pradesh,Oct 6 : The Narcotics Control Bureau (NCB) and the Anti-Terrorism Squad (ATS) Gujarat, in a joint operation, have seized drugs valued at approximately Rs 1,800 crore. The massive drug haul was discovered during a raid at a factory near Bhopal, Madhya Pradesh. The raid led to the recovery of MD (Mephedrone) drugs, which […]Continue Reading
ଭୁୁବନେଶ୍ୱର, ୬/୧୦ : ରାଜ୍ୟରେ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ ତେଜିବାରେ ଲାଗିଛି। ଫଳରେ ଘରୋଇ ବସ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମାଞ୍ଚଳ ଓ ଦକ୍ଷଣାଞ୍ଚଳର ବସ୍ ମାଲିକ ସଂଘ। ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟିଆ ବସ୍ ଚଳାଚଳ ବନ୍ଦ ଡାକରା ଦିଆଯାଇଛି ।ସୂଚନା ଅନୁଯାୟୀ, ୧୩ ଜିଲ୍ଲାର ୨୪ ଘରୋଇ ବସ୍ ମାଲିକ ସଂଘ ୨୪ ଘଣ୍ଟିଆ ଧର୍ମଘଟ କରିବେ। ସଂଘ ଅଭିଯୋଗ କରିଛି, ବିଜେଡି ସରକାର ଅମଳରେ ପ୍ରଥମେ ଟାୟାର ୱାନ […]Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୬/୧୦ : ଦଶହରା ପର୍ବ ପାଇଁ ବଲାଙ୍ଗୀର ସହର ଚଳ ଚଞ୍ଚଳ ହୋଇ ଉଠିଛି।ବିଶେଷ କରି ଯେଉଁ ପଡ଼ା ମାନଙ୍କରେ ମାଁ ଦୁର୍ଗ ଙ୍କ ମେଢ଼ ହୋଇଛି ସେଠାରେ ଭିଡ ହେବା ନିଶ୍ଚିତ।କିନ୍ତୁ ମାଁ ସମଲେଶ୍ଵରୀ ମନ୍ଦିର,ଦୁର୍ଗା ମନ୍ଦିର ଏବଂ ପାଟଣେଶ୍ୱରି ମନ୍ଦିର ଠାରେ ଅନବରତ ଭିଡ ଜମି ରହୁଛି।ଅପରାହ୍ନ ଗୋଟାଏ ସମୟରେ ସମଲେଶ୍ଵରୀ ମନ୍ଦିର ଛକରେ ଟ୍ରାଫିକ ପୋଲିସ ରହୁ ନ ଥିବା ଯୋଗୁଁ ଅସମ୍ଭାଳ ଭିଡ ହେଉଛି।ମନ୍ଦିର ସମ୍ମୁଖ […]Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟଫୁଲବାଣୀ, ୬/୧୦ : ଚାଲି ଗଲା ଯୁବକଙ୍କ ଜୀବନ।ଉଜୁଡ଼ି ଗଲା ତାଙ୍କ ସୁନା ସଂସାର।ଏକା ହୋଇ ରହିଗଲେ ମୃତ ଜ୍ୟେଷ୍ଠ ଙ୍କ ପତ୍ନୀ ଦୁଇ ଛୋଟ ଶିଶୁ ପୁତ୍ର ଙ୍କ ସହ।ଏଭଳି ଏକ ଘଟଣା ଘଟିଯାଇଛି ଗୋଛାପଡ଼ା ଥାନା ଅନ୍ତର୍ଗତ ବାଲନ୍ଦା ଘାଟି ଠାରେ।ପୁଲିସ୍ ଶୃଙ୍ଖଳିତ ରହିବା ସହ ଲୋକଙ୍କୁ ଉଚିତ୍ ବ୍ୟବହାର ଏବଂ ନ୍ୟାୟ ଦେବାକୁ ନବଗଠିତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୨୬ ତାରିଖରେ […]Continue Reading
MUMBAI, OCTO 6 : Congress leader Rahul Gandhi on Saturday said that the statue of Chhatrapati Shivaji Maharaj collapsed days after its installation in Malwan as it was erected by those opposed to his true ideology. Gandhi, the Leader of the Opposition in the Lok Sabha, made the remarks at the Savidhan Sanman sammelan after […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୬/୧୦: ଆଜି ତଳଗାଁ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରୀସାହି ଆଦିବାସୀ କଲ୍ୟାଣମଣ୍ଡପ ଠାରେ ଆଜି ତଳଗାଁ ବିଜୁ ଜନତାଦଳ ର ଏକ କର୍ମୀ ସମ୍ମିଳନୀ ଓ ସାଙ୍ଗଠନିକ ବୈଠକ ପୂର୍ବତନ ସରପଞ୍ଚ ରମାକାନ୍ତ ବଗର୍ତ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ ପୂର୍ବତନ ସମିତି ସଭ୍ୟ ନିରଞ୍ଜନ ସାହୁ ଯୁବନେତା ଜ୍ୟୋତିରଞ୍ଜନ ସାହୁ ନାଏବ ସରପଞ୍ଚ ସୁରେଶନ କଁହର Continue Reading
WASHIM, OCTO 5 : Prime Minister Narendra Modi on Saturday alleged that the Congress is being run by a “gang of urban Naxals”, and asked people to unite to defeat the “dangerous agenda” of that party. He also accused the Congress of looting the poor and not improving their condition for its selfish politics. “They […]Continue Reading
ଭୁବନେଶ୍ୱର, ୫/୧୦ : ଆରଆଇ ଏବଂ ଅମିନ ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହା ସହିତ ପରୀକ୍ଷାରେ ବିଭ୍ରାଟ ନେଇ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ରିପୋର୍ଟ ମାଗିଛନ୍ତି ।ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ପରୀକ୍ଷା ହୋଇଥିବା ବିଭ୍ରାଟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ଯେଉଁ ଅଭିଯୋଗ ହସ୍ତଗତ ହୋଇଛି ସେଥିରୁ ଜଣା ପଡ଼ିଛୁ ଯେ ପରୀକ୍ଷା ପାଇଁ ଏହା Continue Reading




