Home Articles posted by odadmin (Page 656)
Business News Top Stories
By Subrat Sarangi Bhubaneswar : The iconic Aditya Birla Group fashion brand and one of India’s biggest linen destination ‘Linen Club’ has launched its annual festive campaign – Linen Utsav in their exclusive showrooms in Bhubaneswar and Cuttack. Linen Club is synonymous with the finest quality linen fabrics and apparels in India. Linen Utsav is […]Continue Reading
Odisha News
ଭୁବନେଶ୍ୱର,୭/୧୦ : ଦେଶର ସର୍ବବୃହତ ହୀରାକୁଦ ଜଳ ଭଣ୍ଡାରର ହେବ ନବକଳେବର । ଏଥିପାଇଁ ୮୫୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଆସନ୍ତା ୪ ବର୍ଷରେ ହୀରାକୁଦ ଡ୍ୟାମ୍ ପ୍ରକଳ୍ପ କେନାଲ୍ ପଦ୍ଧତିରେ ନବୀକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ସଂକଳ୍ପ ପତ୍ର ଜାରି କରାଯାଇଛି ।୧୯୫୭ ମସିହାରେ ମହାନଦୀ ତଟରେ ନିର୍ମିତ ହୋଇଥିବା ବୃହତ ସବୁଠୁ ବଡ଼ ମାଟି ନଦୀ ବନ୍ଧ ହୀରାକୁଦର […]Continue Reading
Odisha News
ଭୁବନେଶ୍ୱର,୭/୧୦: ଆଉ ହେବନି ବସ୍ ଧର୍ମଘଟ। ସୋମବାର ସନ୍ଧ୍ୟାରୁ ହେବାକୁ ଥିବା ବସ ଧର୍ମଘଟ ପ୍ରତ୍ୟାହୃତ କରିନେଲେ ଘରୋଇ ବସ୍ ମାଲିକ ସଂଘ। ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ ମାଲିକ ସଂଘ ନିଷ୍ପତ୍ତିରୁ ଓହରି ଯାଇଛନ୍ତି।ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ଧର୍ମଘଟରୁ ଓହରିଲା ସଂଘ। ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରି ଧର୍ମଘଟ ଡାକରା ଦିଆଯାଇଥିଲା। ବସ୍ ଧର୍ମଘଟ ପ୍ରତିହତ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ପରିବହନ ମନ୍ତ୍ରୀଙ୍କ ବାସଭବନରେ ବିସିଥିଲା। ମାନସ Continue Reading
Odisha News
ଭୁବନେଶ୍ୱର,୭/୧୦: ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ର ସୋମବାର ବ୍ୟାଙ୍କ ଖାତାକୁ ୧ ଟଙ୍କା ଆସିବ ବୋଲି ଏନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରୀଡ଼ା।ତେବେ ଆସନ୍ତା ୯ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଟଙ୍କା ଦିଆଯିବ ବୋଲି ମଧ୍ୟ ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆଜି ସୁଦ୍ଧା ୧ କୋଟି ମହିଳାଙ୍କ ଆବେଦନ ପୂରଣ ହୋଇପାରେ। ୩୨ ଲକ୍ଷ ଏମ୍‌ପିସିଆଇ କ୍ଲିୟରାନ୍ସ ସମ୍ପୂର୍ଣ୍ଣ ହୋଇଥିବା ପ୍ରଭାତୀ କହିଛନ୍ତି।Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୭/୧୦:- ସରକାର ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ର ବିକାଶ ସହ ଉନ୍ନତ ମାନର ପରିଧାନ ନିମନ୍ତେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି।ସରକାରୀ ଧାର୍ଯ୍ୟ ଦର ଠାରୁ କମ୍ ଦାମ ରେ ପୋଷାକ ମାଫିଆ ପରିଧାନ ସାମଗ୍ରୀ ସ୍କୁଲ ମାନଙ୍କୁ ଯୋଗାଇ ବେଶ ହାତ ଚିକ୍କଣ କରୁଥିବା ପରିଲକ୍ଷିତ ହେଉଛି।ଗତ ସରକାର ଙ୍କ ଶାସନ ରେ ସରକାରୀ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ପାଇଁ […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ,୭/୧୦ : କନ୍ଧମାଳ ଜିଲାରୁ ପ୍ରଥମ ଥର ପାଇଁ ଦେଶର ଏକ ବଡ଼ ବ୍ୟବସାୟିକ ଅନୁଷ୍ଠାନ କନ୍ଧମାଳ ହଳଦୀ କୁ ଉଚ୍ଚ ଦରରେ କ୍ରୟ କରି ଚାଷୀଙ୍କ ମନରେ ଆଶା ସଞ୍ଚାର କରିଛି। ହଳଦୀ ଚାଷୀମାନେ କମଦର ଯୋଗୁ ହଳଦୀ ଚାଷ କରିବାକୁ ଆଗ୍ରହ ପ୍ରକାଶ ନ କରି କ୍ରମେ ସେମାନେ ମକା ଓ ଉଦ୍ୟାନ ଚାଷ ପ୍ରତି ମନ ବଳାଉଥିଲେ।ତେବେ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଆଦିବାସୀ ସମବାୟ ମାର୍କେଟିଂ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୭/୧୦: ଗଜପତି ଜିଲ୍ଲା ସଦର ମହକୁମା ତଥା ଉପାନ୍ତ ସହର ପାରଳାଖେମୁଣ୍ଡି ଠାରେ ପବିତ୍ର ଶାରଦୀୟ ଦୁର୍ଗାପୂଜା ତଥା ମା-ଜଗତ ଜନନୀଙ୍କ ନବରାତ୍ର ପୂଜା ଅବସରରେ ସମଗ୍ର ସହର ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଚଳଚଞ୍ଚଳ ହୋଇ ଉଠିଛି ।ମାଆ’ଙ୍କ ନବରାତ୍ର ପୂଜା ଅବସରରେ ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତିପୀଠ ମାନଙ୍କରେ ପୂଜାର୍ଚ୍ଚନା ଚାଲିଛି ।ସହରରେ ୭୦ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ଧରି ବଡ଼ ବ୍ରାହ୍ମଣ ସାହି ଓ ଖଞ୍ଜା […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୭/୧୦: ସ୍ଥାୟୀ ନିଯୁକ୍ତି ଓ ବିଭିନ୍ନ ଦାବି ନେଇ ସରକାରଙ୍କର ବିଭିନ୍ନ ବିଭାଗରେ ଆଉଟସୋର୍ସିଂଙ୍ଗରେ କାମ କରୁଥିବା କର୍ମଚାରୀ ମାନେ ଖୁବ ଶିଘ୍ର ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତି ନେଇଛନ୍ତି । ବୌଦ୍ଧ ଟାଉନ ହଲ ଠାରେ ଆଉଟସୋର୍ସିଂଙ୍ଗ ମହାସଂଘର ସାଧାରଣ ସଭା ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନିରେ ରାଜ୍ୟ ସରକାରଙ୍କର ଟାଳଠୁଳ ନିତିକୁ ନେଇ ଉଦବେଗ ପ୍ରକାଶ ପାଇଛି ।ଦୀର୍ଘ ବର୍ଷଧରି ସେବା ଯୋଗାଇ ଆସୁଥିବା ଆଉଟ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୬/୧୦: ବିହାର ର ପାଟଣା ଠାରେ ଅନୁଷ୍ଠିତ ଚତୁର୍ଥ ଆନ୍ତ ରାଜ୍ୟ ଇଷ୍ଟ ଇଣ୍ଡିଆ କରାଟେ ଚାମ୍ପିୟନସିପ ରେ ବଲାଙ୍ଗୀର ପଥରଚେପା ଠାରେ ଥିବା ପାର୍ବତୀଗିରୀ ବାଲନିକେତନ ଶିଶୁ ଯତ୍ନ ଅନୁଷ୍ଠାନ ର ଜଣେ ଅନ୍ତେବାସୀ ଅଙ୍କିତା ବିଶ୍ଵାଳ ବ୍ରୋଞ୍ଜ ପଦକ ହାସଲ କରି ଜିଲ୍ଲା ଓ ରାଜ୍ୟ ର ଗୌରବ ଅର୍ଜନ କରିଛନ୍ତି।ସେହିଭଳି ଏହି ଅନୁଷ୍ଠାନ ର ଜଣେ ଅନ୍ତେବାସୀ ଝିଅ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଦୁଇ ବର୍ଷର ଶିଳ୍ପ ତାଲିମ Continue Reading