Home Articles posted by odadmin (Page 65)
Business News Top Stories
Two-week safety engagement at Jamkhani Coal Mine drives behavioural change and reinforces Vedanta Aluminium’s Zero Harm philosophy By Subrat Sarangi Bhubaneswar, Dec.17: Vedanta Aluminium, India’s largest producer of aluminium, reaffirmed its commitment to safe mining operations by organising the latest edition of Annual Mines Safety Fortnight (AMSF) from 2nd to 15th Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୬/୧୨ : ସୋମବାର ପୂର୍ବାହ୍ନରେ ବଲାଙ୍ଗିର ପୌର ପରିଷଦର ଏକ ଦଳ ସରୋଜିନୀ ହୋଟେଲକୁ ଯାଇ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ।ଏହି ଦଳ ରେ ଏନଫୋର୍ସମେଣ୍ଟ ଅଫିସର ସହ ପୌର ପରିଷଦ ର ଇଞ୍ଜିନିୟରିଂ ଷ୍ଟାଫ୍ ଏବଂ ସାନିଟେସନ ଏକ୍ସପର୍ଟ ମଧ୍ୟ ସାମିଲ ଥିଲେ।ହୋଟେଲ କତୃପକ୍ଷ ହୋଟେଲ ସମ୍ପର୍କିତ କାଗଜାତ ଯାଞ୍ଚ ଦଳ ସମ୍ମୁଖରେ ଦାଖଲ କରିଥିଲେ।ହୋଟେଲ କତୃପକ୍ଷ ଙ୍କୁ ଫାୟାର ସେଫ୍ଟି ସାର୍ଟିଫିକେଟ ବିଷୟରେ ପଚାରିବାରୁ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୬/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ବାସୀ ଦୀର୍ଘ ଦିନଧରି ଦାବୀ କରିବା ପରେ ରାଜ୍ୟ ସରକାର ତାହାକୁ ପୂରଣ କରି ପବିତ୍ର ଧନୁ ସଂକ୍ରାନ୍ତି ଠାରୁ ବାଲିଗୁଡ଼ା ଠାରୁ ପୁରୀ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଭଲଭୋ ବସର ଶୁଭାରମ୍ଭ କରିଛନ୍ତି ।ସୂଚନା ଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ରାଜ୍ୟ ସରକାର ପ୍ରଥମେ କାର୍ତ୍ତିକ ମାସ ଆରମ୍ଭ ରୁ ଫୁଲବାଣୀ ଠାରୁ ପୁରୀ ଚଳାଚଳ କରୁଥିବା ଶ୍ରୀ ଜଗନ୍ନାଥ Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର, ୧୬/୧୨ : ସୁଫଳ ଆଣିଲା ପିଏମ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା-ୟୁଏଲଏ ମଡେଲ। ଏହି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ସ୍ଥାପନ କରି ଉପଭୋକ୍ତମାନେ ନିଜର ବିଜୁଳି ବିଲ୍ ରେ ଆଶାତୀତ ହ୍ରାସ କରିବାରେ ସଫଳ ହୋଇଛନ୍ତି।ଖାଲି ସେତିକି ନୁହଁ, ଅନେକ ବିଜୁଳି ଉପଭୋକ୍ତାଙ୍କ ଘରର ବିଦ୍ୟୁତ୍ ବ୍ୟବହାର ପାଇଁ ଶୂନ୍ୟ ୟୁନିଟ ବିଲିଂ ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି।ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୬/୧୨: ଖୋର୍ଦ୍ଧା ଜିଲ୍ଲା ପୁଲିସ ପକ୍ଷରୁ ନଭେମ୍ବର ମାସର ଅପରାଧ ସମୀକ୍ଷା ବୈଠକ ଏସ୍ପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।ଅତିରିକ୍ତ ଏସ୍ପି ,ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ମାନେ ଉପସ୍ଥିତ ଥିଲେ। ବୈଠକରେ ଏସ୍ପି ଜିଲ୍ଲାର ସମଗ୍ର ଅପରାଧ ସ୍ଥିତି ଉପରେ ସମୀକ୍ଷା କରିଥିଲେ।ବିଶେଷ କରି Continue Reading
Odisha News
ଭୁବନେଶ୍ବର, ୧୬/୧୨ : ଦେଶର ଫାର୍ମା ହବ୍ ହେବ ଓଡ଼ିଶା । ଓଡ଼ିଶା ଫାର୍ମା ସମିଟ୍‌ରେ ଯୋଗଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଫାର୍ମା ନିବେଶକଙ୍କୁ ଅନୁରୋଧ ଓଡ଼ିଶା ଆସନ୍ତୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ସରକାର ।ଏହି ଫାର୍ମା ସମ୍ମିଳନୀରେ ମୋଟ୍ ୪୨ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ୬୨୬୩ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହୋଇଛି । ଏହାଦ୍ୱାରା ମୋଟ୍ ୩୮,୪୦୬ ନିଯୁକ୍ତି ସୁଯୋଗ […]Continue Reading
Odisha News
ଭୁବନେଶ୍ୱର, ୧୬/୧୨: ରାଜଧାନୀ ଭୁବନେଶ୍ବରର ଛାତି ଉପରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି।ଏହି ଘଟଣାକୁ ଅତ୍ୟନ୍ତ ସ୍ପର୍ଶକାତର ଏବଂ ବିଚଳିତ କରିଦେବା ପରି ବିଷୟ ବର୍ବରତା ଓ ଅରାଜକତା ସୀମା ଟପୁଛି, ରାଜ୍ୟ ରାଜଧାନୀ ଅସୁରକ୍ଷିତ ହେଉଛି ବୋଲି ସେ କହିଛନ୍ତି।ବିଜେଡି ସମାପତି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି, ଭୟଶୂନ୍ୟ ହେଉଛନ୍ତି ଅପରାଧୀ। ଆଇନଶୃଙ୍ଖଳା କେତେ ଆଉ ବିପର୍ଯ୍ୟସ୍ତ ହେଲେ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୬/୧୨: ଦୁର୍ଘଟଣା ପ୍ରବଣ ବଲାଙ୍ଗିର ରେ ଆଜି ଭୋର୍ ୪ ଟା ବେଳେ ଏକ ମାଳ ବୋଝେଇ ଟ୍ରକ କଚେରି ଛକ ନିକଟରେ ଥିବା ଡିଭାଇଡର ଉପରକୁ ମାଡ଼ି ଯାଇଛି।ଅଳ୍ପକେ ଏକ ବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ସହରବାସୀ।ଏଭଳି ଘଟଣା ଦୁର୍ଘଟଣା ଅନେକ ଥର କଚେରି ଛକ ରୁ ପାଟଣା ହୋଟେଲ ଛକ ମଧରେ ଘଟି ସାରିଲାଣି।ଅନେକ ଜୀବନ ଯାଇ ସାରିଲାଣି ଗାଡ଼ି ଚାଲକ ର ବେପରୁଆ ଗାଡ଼ି ଚାଳନା ଯୋଗୁଁ।ତଥାପି ପ୍ରଶାସନ […]Continue Reading
Business News Top Stories
By Subrat Sarangi Bhubaneswar ,Dec.16: Hindalco Industries Limited, Unit- Hirakud Smelter & Power, Sambalpur has achieved a major sustainability milestone with the commissioning of a 100 KLD Zero Liquid Discharge (ZLD) Plant equipped with Mechanical Vapour Recompression (MVR) technology. The new facility ensures complete recycling and reuse of industrial effluents, Continue Reading