Home Articles posted by odadmin (Page 64)
Odisha News
ଭୁବନେଶ୍ୱର,୨୫/୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମବଙ୍ଗ- ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି।ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି।ଶୁକ୍ରବାର ସକାଳ ସୁଦ୍ଧା କେନ୍ଦୁଝର ଜିଲା ହାଟଡିହୀଠାରେ ସର୍ବାଧିକ ୧୨୦.୨ ମି.ମି. ବର୍ଷା ରେକର୍ଡ କରାଯାଇଛି ।ସେହିପରି ବାଲେଶ୍ୱର ଜିଲା ବାହାଙ୍ଗାଠାରେ ୮୫ ମି.ମି., ଭୋଗରାଇରେ ୫୮ ମି.ମି., ଓଉପଦାଠାରେ ୫୨ Continue Reading
Business News Top Stories
By Tapaswini Sahoo New Delhi, Jul 25  : The Indian steel industry must diversify, look for new export markets, and accelerate decarbonisation to remain globally competitive, a government official said on Thursday. The trade landscape is shifting as many countries are taking protective measures to safeguard their industries, Ashwini Kumar, Economic Advisor, Ministry of Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୫/୭ : ଆଗାମୀ ଜିଲ୍ଲାସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ତଥା ସ୍ଵାଧୀନତା ଦିବସ ପାଳନ କମିଟି ଉପାଧ୍ୟକ୍ଷ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ଉତ୍ସବ ବି ଜେ ବି ହାଇସ୍କୁଲ ପଡ଼ିଆଠାରେ ଆୟୋଜନ କରାଯିବ। ଉକ୍ତ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୪/୭: ଆଜି ଅପରାହ୍ନରେ ମହାପ୍ରଭୁ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ଙ୍କ ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଅଛି ।ପ୍ରତ୍ୟୁଷରୁ ମହାପ୍ରଭୁଙ୍କ ମାଉସୀ ମା \’ ଘର ଯାଗେଶ୍ୱରୀ ମନ୍ଦିରରେ ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ସେବାୟତ ମାନେ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ପୂର୍ଣ୍ଣ ବିଗ୍ରହଙ୍କ ସେବା ସମ୍ପନ୍ନ କରିଥିଲେ ।ଅପରାହ୍ନ ୨ ରୁ ୪ ଘଟିକା ସମୟରେ ମହାପ୍ରଭୁ ଶ୍ରୀ ଶ୍ରୀ Continue Reading
Odisha News
ଗୁଲାମ୍ ଗସ୍‌ଙ୍କ ରିପୋର୍ଟଯାଜପୁର/ଧର୍ମଶାଳା,୨୪/ ୭: ଧର୍ମଶାଳା ବ୍ଲକର ବିଭିନ୍ନ ସ୍ଥାନରେ ପ୍ରସିଦ୍ଧ ବାହୁଡାଯାତ୍ରା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।ବିଭିନ୍ନ ସ୍ଥାନରେ ଥିବା ମାଉସୀମା ମନ୍ଦିରରେ ୯ଦିନ ରହଣୀ ପରେ ପ୍ରଭୁ ଜଗନ୍ନାଥ, ବଡଭାଇ ବଳଭଦ୍ର , ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ସାଙ୍ଗରେ ଧରି ଆଜି ମନ୍ଦିର ପରିସରକୁ ଫେରିଛନ୍ତି ।ମନ୍ଦିରର ସେବାୟତମାନେ ଶ୍ରୀ ଜୀଉଙ୍କୁ ପୂଜାର୍ଚ୍ଚନା କରି ପାଛୋଟି ଆଣିଥିଲେ । ଏହିକ୍ରମରେ ଆଜି ଧର୍ମଶାଳା Continue Reading
Business News Top Stories
BY Tapaswini SahooBhubaneswar, July 24 : CSIR–Institute of Minerals and Materials Technology (CSIR-IMMT), Bhubaneswar, signed Memoranda of Understanding (MoUs) with Engineers India Limited (EIL) and LOHUM on 23 July 2026, marking two strategic collaborations aimed at advancing indigenous technologies for critical minerals and accelerating their translation from laboratory Continue Reading
Odisha News
ପୁରୀ, ୨୪/୭ : ଆରମ୍ଭ ହୋଇଛି ବାହୁଡ଼ା ଯାତ୍ରା । ଶରଧା ବାଲିରେ ଗଡ଼ିଛି ତାଳଧ୍ୱଜ । ଘଣ୍ଟ ନିନାଦରେ ହରିବୋଲ ହୁଳହୁଳି ଧ୍ୱନିରେ ଘର୍ଘର ନାଦରେ ଆଗକୁ ବଢ଼ିଛି ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ।ଆଜି ନିର୍ଦ୍ଧାରିତ ସମୟର ପ୍ରାୟ ୪୫ ମିନିଟ୍ ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିଲା । ସମସ୍ତ ନୀତିକାନ୍ତି ସମାନୁସାରେ ହୋଇଥିଲା । ଏହା ପରେ ପୂର୍ବାହ୍ନ ୧୧ଟା ସମୟରେ ପହଣ୍ଡି ଆରମ୍ଭ ହୋଇଥିଲା । ନାକ ଚଣା ଦ୍ୱାର ଦେଇ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୨୪/୭ : ଶିକ୍ଷା ବ୍ୟବସ୍ଥାର ସଂସ୍କାର ଓ ପ୍ରଶ୍ନପତ୍ର ଲିକ ଘଟଣାରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବର୍ବରୋଚିତ ଲାଠିଚାର୍ଜ ଓ ରାହୁଲ ଗାନ୍ଧୀଙ୍କ ପ୍ରତି ପୋଲିସର ଦୁର୍ବ୍ୟବହାର ପ୍ରତିବାଦରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ ।ଗତ ୨୦ ତାରିଖ ଦିନ ଦିଲ୍ଲୀର ଜନ୍ତରମନ୍ତର ଠାରେ ଭାରତ ବର୍ଷର Continue Reading