Home Articles posted by odadmin (Page 57)
Top Stories
Rs 66,781 crore investment commitments, over 56,000 jobs projected; focus on pharma, defence manufacturing and ease of doing business reforms By Nalini Sahu Bhubaneswar, Dec.22: Odisha Chief Minister Mohan Charan Majhi on Sunday said the state is firmly on course to emerge as one of India’s leading investment hubs, following an “extremely encouraging and satisfying” […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୨୨/୧୨ : ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ୍ ଋତୁରାଜ ଙ୍କ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅଧୀନ ପୂର୍ବାହ୍ନରେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ପିଚୁକୁଳି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଅଛି ।ଉକ୍ତ ଜନଶୁଣାଣି ଶିବିରରେ ମାନ୍ୟବର ବିଧାୟକ, ବେଗୁନିଆ, ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୨/୧୨ : ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ ଲାବଣ୍ୟଗଡ଼ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ମୁନୀନ୍ଦ୍ର ହୋନାଗା , ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା , ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ Continue Reading
Odisha News
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟମୁନିଗୁଡ଼ା, ୨୨/୧୨ : ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ସଂଲଗ୍ନ ଗୋବର୍ଦ୍ଧନ ଠାରେ ସ୍ଥାନୀୟ ଅଞ୍ଚଳ ପାଇଁ ଏକମାତ୍ର ସ୍ଵାସ୍ଥ୍ୟ ଭିତ୍ତିକ ରମାମଣି ନର୍ସି ମହାବିଦ୍ୟାଳୟର ପ୍ରଥମ ବାର୍ଷିକୋତ୍ସବ ଆଜି ସଫଳ ତା’ର ସହ ଅନୁଷ୍ଠିତ ହୋଇଯାଇଛି ।ବି. ଏ. ସି. ନର୍ସି,ଏଏନ୍ଏମ୍,ଜି, ଏନ୍,ଏମ୍, ଛାତ୍ରୀ ଛାତ୍ରଙ୍କ ପାଇଁ ପ୍ରତିଷ୍ଠିତ ଉକ୍ତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପପୁନ୍ ଜେନା, ପରିଚାଳନା ନିର୍ଦ୍ଦେଶିକା ଶ୍ରିମତୀ Continue Reading
Odisha News
ମହେନ୍ଦ୍ର କୁମାରର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୨୨/୧୨ : ଆସନ୍ତା ତା.୨୭ ଏବଂ ୨୮ ରିଖ୍ ଦୁଇ ଦିନ ଧରି ଖଲିଆପାଲି ନିକଟସ୍ଥ ଆମ୍ବେଦକର ଷ୍ଟାଡିୟମ୍ ଠାରେ ବନବାସୀ କଲ୍ୟାଣ ଆଶ୍ରମ ର ପ୍ରାନ୍ତୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ।ଏହି ପ୍ରତିଯୋଗିତାରେ ଓଡ଼ିଶାର ୧୯ ଟି ଜିଲ୍ଲାରୁ ପ୍ରାୟ ୩୫୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ପୁଅ ଏବଂ ଝିଅ ଭାଗ ନେବେ।ତୀରନ୍ଦାଜ,କବାଡି ଓ ଖୋଖୋ ପ୍ରତିଯୋଗିତାରେ ଜୁନିୟର,ସବ ଜୁନିୟର ଉଭୟ ପୁଅ ଏବଂ ଝିଅ ଭାଗ ନେଇ ପାରିବେ।ଏହି Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୨୨/୧୨ : ସୁ ବିଚାରପତି ନିଯୁକ୍ତି ରେ ସାମାଜିକ ସଂସ୍କାର ସମ୍ଭବ । କେତେଗୁଡ଼ିଏ ନ୍ୟାୟିକ ବିଷୟବସ୍ତୁକୁ ଉପସ୍ଥାପନ କରି ମୁଖ୍ୟ ଅତିଥି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ କହିଲେ ଯେ ନ୍ୟାୟିକ ବ୍ୟବସ୍ଥାରେ ଉତ୍ତମ ଯୋଗ୍ୟ ବ୍ୟକ୍ତି ନିଯୁକ୍ତି ପାଇଲେ ବିଚାରାଳୟ ମାନ ମର୍ଯ୍ୟଦା ବୃଦ୍ଧି ପାଇବ ସହ ସାମାଜିକ ପରିବର୍ତ୍ତନରେ ନ୍ୟାୟାଳୟର ଭାଗୀଦାର ରହିବ ।ସେ କହିଲେ ଭାରତୀୟ ସମ୍ବିଧାନ ରେ ଆରଟୀକିଲ ୧୩,୩୨,୨୨୬,୨୪୫,୨୪୬ ଧାରା କୁ Continue Reading
National News
NEW DELHI, DEC 22: India and New Zealand on Monday concluded a Free Trade Agreement (FTA), marking a significant step in strengthening bilateral economic and strategic ties. Prime Minister Narendra Modi held a telephone conversation with his New Zealand counterpart, Prime Minister Christopher Luxon, during which the two leaders jointly announced the conclusion of what […]Continue Reading
Odisha News
ଅନୁଗୋଳ,୨୨/୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ତେବେ ମୃତକଙ୍କ ମଧ୍ୟରେ ମାଆ ଏବଂ ଦୁଇ ପୁଅ ରହିଛନ୍ତି । ଢେଙ୍କାନାଳ ଜିଲ୍ଲାର କଣ୍ଟାବଣିଆ ଥାନା ଇଟାପ ଗାଁରେ ଏହି ଅଘଟଣ ଘଟିଛି ।ଖବର ଅନୁସାରେ, ପରିବାରର ସମସ୍ତେ ପାଳଙ୍ଗ ଶାଗ ଏବଂ ଚିକେନ ଖାଇଥିଲେ । ଏହାପରେ ଅସୁସ୍ଥ ହେବା କାରଣରୁ ହସ୍ପିଟାଲ ଯାଇଥିଲେ । […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୨୧/୧୨ : ଖୋର୍ଦ୍ଧାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଗମା ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ–୨୦୨୫ ରବିବାର ସ୍ଥାନୀୟ ବିଡ଼ିଏ କଲୋନୀ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି।ସ୍କୁଲର ନିର୍ଦ୍ଦେଶକ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ଏହି ଉତ୍ସବର ପୌରହିତ୍ୟ କରିଥିଲେ।ମିସ୍ ଅନେଶ୍ୱତାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୨୨/୧୨: ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା।ଡ଼ୁଲୁରୀ ପାଇନ ବଣ ସମେତ ଲଭର୍ସ ପଏଣ୍ଟ, ମିଡିୟୁବାନ୍ଦା ଜଳପ୍ରପାତ, କିସୁବାଡ଼ି ଜଳପ୍ରପାତରେ ପର୍ଯ୍ୟଟକ ମାନେ ବଣଭୋଜି କରି ମଜା ନେଇଥିଲେ। ସାଙ୍ଗସାଥୀ ପରିବାର ବନ୍ଧୁ ବର୍ଗଙ୍କ ସହ ଦାରିଙ୍ଗବାଡ଼ି ଆସି ଏହି ବଣ ଭୋଜି Continue Reading