ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୧/୧ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକସା ନିଖିଲ ଖଡସେ ଆଜି ଗଜପତି ଜିଲ୍ଲାର ଆକାଂକ୍ଷା ବ୍ଲକ୍ ଗୁମ୍ମାର୍ ବିଭିନ୍ନ ଗ୍ରାମକୁ ଗ୍ରସ୍ତ କରି ସେଠାରେ ହୋଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ସବୁ ପରିଦର୍ଶନ କରିଥିଲେ ।ପରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଠାରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ରେ ଯୋଗ ଦେଇ ଜିଲ୍ଲାର ଆକାଂକ୍ଷା ବ୍ଲକ୍ ପାଇଁ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୧/୧ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଉତ୍ସବ ପାଳନ କମିଟି ପକ୍ଷରୁ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ତହସିଲଦାର ଦିପ୍ତି ପ୍ରକାଶ ବେହେରା ଙ୍କ ଅଧ୍ୟକ୍ଷତାରେଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବାଲିଗୁଡା ବିଡ଼ିଓ ଅକ୍ଷୟ କୁମାର ମଲ୍ଲିକ, ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, ରେଞ୍ଜର ଅତୁଲ୍ୟ କୁମାର ମହାନ୍ତି, ଗୋଷ୍ଟୀ ଶିକ୍ଷା Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୧/୧ : ସଂଯୁକ୍ତ କିଷାନ ମୋର୍ଚ୍ଚା, ଓଡ଼ିଶା ରାଜ୍ୟ କମିଟିର ଆହ୍ଵାନ କ୍ରମେ ନୟାଗଡ଼ରେ କୃଷକ ଚେତାବନୀ ଦିବସ ତା୧୦.୦୧.୨୦୨୫ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ସହିତ ପାଳନ କରାଯାଇଛି ।କୃଷକ ପ୍ରତିନିଧି ମାନଙ୍କର ପଟୁଆର ପୂର୍ତ୍ତ ଡ଼ାକବଙ୍ଗଳାଠାରୁ ବାହାରି ନଷ୍ଟ ଧାନବିଡା ପ୍ରଦର୍ଶନ ସହିତ କ୍ଷତିପୂରଣ ପାଇଁ ନାରାବାଜି ପୂର୍ବକ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ Continue Reading
ଗଞ୍ଜାମ, ୧୧/୧ : ନିର୍ମାଣାଧୀନ କୋଠାରୁ ମିଳିଲା ବୋମା ଭର୍ତ୍ତି ବ୍ୟାଗ୍ । ବ୍ୟାଗରେ ଭରି ରହିଥିଲା ୩୦ରୁ ଅଧିକ ବୋମା । ଫୁଟିଥିଲେ ଲୋକେ ମୃତାହତ ହେବା ନିଶ୍ଚିତ ଥିଲା। ମାତ୍ର ବଡ଼ ଅଘଟଣ ଘଟିବା ପୂର୍ବରୁ ସମସ୍ତ ବୋମାକୁ ନିଷ୍କ୍ରିୟ କରିଛି ପୁଲିସ୍। ପୁଲିସ୍କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି। ଏପରି ଏକ ଘଟଣା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଖଜୁରିଆରେ ଘଟିଛି।କିଛି […]Continue Reading
By Subrat Sarangi Berhampur, Jan.10 : In a moment of pride for Berhampur and a result of TPSODL’s efforts to nurture and support young talent, Anushka Sahoo, a Class VII student from DAV Berhampur, has emerged as the winner of 1st Prize in the Science Exhibition Competition at the National Urja Mela 2024, hosted at […]Continue Reading
By Our Correspondent Bhubaneswar , Jan 10 : In the past 5 years, internationally acclaimed Writer-Director Biswanath Rath and award-winning singer-composer Bankim Patel have collaborated in several Music Video projects in multiple languages; ‘Kahide Thare’ (Sambalpuri), ‘Barshaa Bhijaa Raati’(Odia), ‘India Jeetega’ (Hindi), ‘Woh Bhi Kya Din The Yaar’ (Hindi) etc. Continue Reading
ଝାରସୁଗୁଡା,୧୦/୧: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ଓ ପୂର୍ବତନ ବିଜେଡି ବିଧାୟିକାଙ୍କ ଭାଇ ବିଶାଲ ଦାସଙ୍କ ନାଁରେ ମାମଲା ରୁଜୁ କଲା ସରେଇପାଲି ଥାନା ପୋଲିସ। ବିଶାଲଙ୍କ ସହ ମୋଟ ୧୩ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ।ସୂଚନା ଅନୁଯାଯୀ ଛତିଶଗଡ଼ର ଏକ ହୋଟେଲରେ ଭଙ୍ଗାରୁଜା କରିବା ଅଭିଯୋଗରେ ବିଏନ୍ଏସ୍ ଧାରା ୩୩୧ (୪) ଓ ୧୯୧ (୨)ରେ ମାମଲା ରୁଜୁ ହୋଇଛି। ତେବେ ଗତକାଲି ଠାରୁ ଅଟକ ଥିବା ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ […]Continue Reading
ଭୁବନେଶ୍ୱର, ୧୦/୧: ତ୍ରିଦିବସୀୟ ୧୮ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଉଦଯାପିତ ହୋଇଯାଇଛି । ମାତ୍ର ପ୍ରବାସୀ ଭାରତୀୟଙ୍କ ପାଇଁ ଖୋଲାଯାଇଥିବା ବିଭିନ୍ନ ଗ୍ୟାଲେରୀ ଏବେ ସାଧାରଣ ଜନତା ପାଇଁ ଖୋଲା ରହିବ । ଏ ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି, ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ବହୁ ଉଚ୍ଚକୋଟୀର ଗ୍ୟାଲେରୀ ନିର୍ମାଣ କରାଯାଇଛି । ଏଠାରେ ଓଡ଼ିଶାର Continue Reading
NEW DELHI, JAN 10 : Prime Minister Narendra Modi has recorded his first podcast which is likely to be released on Friday. In the trailer released by Zerodha co-founder Nikhil Kamath, who hosts the podcast, Modi recalls that in a speech as Gujarat chief minister, he said that mistakes happen and he too can make […]Continue Reading
ଝାରସୁଗୁଡ଼ା, ୧୦/୧ : ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି ଏକ ପଲଟିକାଲ ହାଇଡ୍ରାମା। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ । ମହାସମୁଦ ଜିଲ୍ଲା ଅନ୍ତର୍ଗତ ସରେଇପାଲି ଥାନା ପୁଲିସ ବିଶାଳଙ୍କୁ ଅଟକ ରଖିଛି ।ଗତକାଲି ବିଳମ୍ବିତ ରାତିରୁ ବିଶାଳ ଅଟକ ଥିବା ସୂଚନା ମିଳିଛି । ବିଶାଲଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଟକ ରହିଥିବା ଜଣାଯାଇଛି। ତେବେ ଏପରି ଗଣତନ୍ତ୍ର ଚଳିବ ନାହିଁ, […]Continue Reading




