Home Articles posted by odadmin (Page 550)
Odisha News
ଭୁବନେଶ୍ୱର,୧୨/୧: ଓଡ଼ିଶାର ବିଭିନ୍ନ ଜିଲାରୁ ପ୍ରୟାଗରାଜକୁ ସ୍ବତନ୍ତ୍ର ବସ ଗଡିଛି। ଭିଡିଓ କନଫରେନ୍ସିଂ ଜରିଆରେ ରବିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭାରମ୍ଭ କରିଛନ୍ତି। ମହାକୁମ୍ଭ ଉପଲକ୍ଷେ ଏହି ବସ୍ ସେବା ଆରମ୍ଭ କରାଯାଇଛି।ପୁରୀ-ଅଯୋଧ୍ୟା, ବ୍ରହ୍ମପୁର- ଅଯୋଧ୍ୟାକୁ ଏହି ସ୍ବତନ୍ତ୍ର ବସ ସେବା ଆରମ୍ଭ ହୋଇଛି। ଭୁବନେଶ୍ବର ଓ ସମ୍ବଲପୁରରୁ ମଧ୍ୟ ପ୍ରୟାଗରାଜକୁ ବସ୍ ଗଡିଛି। ଅଯୋଧ୍ୟା ସହ ପ୍ରୟାଗରାଜକୁ ଶ୍ରଦ୍ଧାଳୁ ଯିବାର ବ୍ୟବସ୍ଥା କରାଯାଇଛି। ଏହି Continue Reading
Odisha News
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟମୁନିଗୁଡ଼ା,୧୧/୧ ସାନ ଭାଇର ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ନିଜେ ହତ୍ୟାର ଶିକାର ହେଲେ ଡଙ୍ଗରିଆ ଜୁବକ ଡ୍ରୁକୁ ଶିକକା । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ମୁନିଖୋଲ ଅନ୍ତର୍ଗତର କୁଲେରିପଟା ଗାଁରେ।ଗାଁ ନିକଟସ୍ଥ ଡିମ୍ବୁଲିପଟା ଜଙ୍ଗଲ ମଧ୍ୟରେ ପ୍ରତିଶୋଧକୁ ନେଇ ଘଟିଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ। ସୂଚନା ଅନୁଯାୟୀ ଗତ ୨୦୨୧ ମସିହା ଜାନୁଆରି ୧୪ ତାରିଖ ଦିନ ଉକ୍ତ ଗ୍ରାମର Continue Reading
National News
UTTAR PRADESH, JAN 11 : At least 25 people have been rescued, and several others are feared trapped after an under-construction roof slab collapsed at Kannauj railway station in Uttar Pradesh on Saturday, officials said. Police and rescue personnel, including a team from the State Disaster Response Force, are present at the spot and operations […]Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୧/୧ : ଦେବାଳିଆ ସ୍ଥିତିରେ ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ୍। ବର୍ତ୍ତମାନ ବ୍ୟାଙ୍କ୍ ଚାଷୀଙ୍କ ଋଣ ଆଦାୟ କରିବା ତ ଦୂରରେ ଥାଉ ଜରିମାନା ଜମା କରିବା ସ୍ଥିତିରେ ବି ନାହିଁ। ବ୍ୟାଙ୍କ୍ ପରିଚାଳନା ପରିଷଦ ଓ ସମ୍ପାଦକଙ୍କ ମଧ୍ୟରେ ଚାଲିଥିବା କଳିରୁ ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ପଦାକୁ ଆସିଛି।ବର୍ତ୍ତମାନର ପରିଚାଳନା ପରିଷଦ ୨୦୦୬ରୁ ବ୍ୟାଙ୍କର ସମସ୍ତ ଆର୍ଥିକ କାରବାରର ତଦନ୍ତ କରିବା ପାଇଁ ଦାବି କରି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୧/୧ : ଅଦିନିଆ ବର୍ଷାରେ ଫସଲ ନଷ୍ଟ ହୋଇଥିବା କାରଣରୁ ମୃତ୍ୟୁ ବରଣ କରିଥିବା କୃଷକ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ , ଫସଲ କ୍ଷତି ପାଇଁ ଚାଷୀଭାଗଚାଷୀ\ଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା , ଆବଶ୍ୟକ ଅନୁଯାୟୀ ମଣ୍ଡି ଖୋଲିବା , କ୍ଵିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଚାଷୀର ସବୁ ଧାନ କ୍ରୟ କରିବା ଏବଂ କୃଷକ ମାନଙ୍କ ଋଣଛାଡ଼ ଇତ୍ୟାଦି ଦାବୀ ନେଇ ଆଜି ସଂଯୁକ୍ତ କୃଷକ […]Continue Reading
Top Stories
By Our Correspondent Bhubaneswar, Jan 11 : Three athletes, including two women, fromthe Odisha AM/NS India Kho Kho High-Performance Centre (HPC) are now members of Team India for the inaugural Kho Kho World Cup, scheduled to be held in New Delhi during January 13-19, 2025. Two players – Subhashree Singh and Magai Majhi – are […]Continue Reading
Odisha News
ମାଲକାନଗିରି,୧୧/୧ : ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ଲାଲଗଡ଼ । ବନ୍ଧୁକ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ଲାଲବାହିନୀ ।ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୋଲିସ ନିକଟରେ ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେଥିରେ ଦୁଇ ଜଣ ମହିଳା ମାଓବାଦୀ ମଧ୍ୟ ରହିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ସୁକମା ଏସପି କିରଣ ଚୌହାନ ।୨ ଜଣ ମାଓବାଦୀଙ୍କ ନାମରେ ୮ ଲକ୍ଷ ଟଙ୍କା ଏବଂ ୪ ଜଣ ମାଓବାଦୀଙ୍କ […]Continue Reading
Odisha News
ଭୁବନେଶ୍ୱର, ୧୧/୧ : ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଆକାଂକ୍ଷୀ ଯୋଜନା ‘ସୁଭଦ୍ରା’ ନେଇ ବଡ଼ ଖବର ଆସିଛି। ଭୁଲରେ ବାଦ୍ ପଡ଼ିଥିବା ମହିଳାମାନେ ଏହି ଯୋଜନା ସହିତ ପୁଣି ଯୋଡ଼ି ହୋଇପାରିବେ। ରାଜ୍ୟ ସରକାର ଏନେଇ ସୂଚନା ଦେଇଛନ୍ତି। ରାଜ୍ୟ ସରକାର କହିଛନ୍ତି ଯେ, ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା (OPT IN) ସୁବିଧା ଉପଲବ୍ଧ କରାଯାଇଛି। ଏହା ଦ୍ୱାରା ଯେଉଁମାନେ ଭୁଲରେ ନାମ ବାଦ (OPT OUT) ହୋଇଯାଇଥିଲେ ସେମାନେ ପୁନର୍ବାର ସୁଭଦ୍ରାରେ ସାମିଲ ହେବାର Continue Reading
National News
PATHANAMTHITTA, JAN 11 : In a shocking revelation, an 18-year-old girl has said she was sexually abused by more than 60 people over the past five years in Pathanamthitta. She revealed the ordeal to the Child Welfare Committee (CWC) members, who in turn informed the police. According to the police, the initial investigation indicated that […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୧/୧ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକସା ନିଖିଲ ଖଡସେ ଆଜି ଗଜପତି ଜିଲ୍ଲାର ଆକାଂକ୍ଷା ବ୍ଲକ୍ ଗୁମ୍ମାର୍ ବିଭିନ୍ନ ଗ୍ରାମକୁ ଗ୍ରସ୍ତ କରି ସେଠାରେ ହୋଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ସବୁ ପରିଦର୍ଶନ କରିଥିଲେ ।ପରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ଠାରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ରେ ଯୋଗ ଦେଇ ଜିଲ୍ଲାର ଆକାଂକ୍ଷା ବ୍ଲକ୍ ପାଇଁ Continue Reading