Home Articles posted by odadmin (Page 532)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୨୭/୧: ଆନୁଷ୍ଠାନିକ ପ୍ୟାରେଡ ରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ର ସମୁଦାୟ ୩୮ ଟି ଟ୍ରୁପ ଅଂଶଗ୍ରହଣ କରିଥିଲେ ।ପ୍ୟାରେଡ ଇନଚାର୍ଜ ରିଜର୍ଭ ଇନସ୍ପେକ୍ଟର ଶ୍ରୀଯୁକ୍ତ କୁଳମଣି ଗିରି, ସରଜେଣ୍ଟ ଖଗେଶ୍ୱର ବିଶ୍ୱାଲ,, କ୍ୟକ୍ଷଡେଟ ପ୍ରଦୋଷ ମଲ୍ଲିକ ଏବଂ ଓଁକାର ଦେହୁରୀ ।ପ୍ୟାରେଡ଼ରେ ନନ – ସିଭିଲିଏନ ରେ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଏନ. ସି. ସି. – ପ୍ରଥମ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ Continue Reading
Odisha News
ଭୁବନେଶ୍ୱର,୨୭/୧: ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି। ଉପଦେଷ୍ଟା ଭାବେ ତାଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ହେବା ପରେ ପ୍ରକାଶ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ସେ କହିଛନ୍ତି, ଗୁରୁଦାୟିତ୍ୱ ମିଳିଛି, ସୁଚାରୁ ରୂପେ ତୁଲାଇବି। ଜନହିତରେ ଯାହା ହୋଇପାରିବ ମିଳିମିଶି କରିବୁ। ଲୋକଙ୍କ ସମସ୍ୟା କିପରି ଦୂର ହେବ ଧ୍ୟାନ ଦେବୁ ବୋଲି ପ୍ରକାଶ ମିଶ୍ର Continue Reading
National News
NEW DELHI, JAN 27 : The Joint Parliamentary Committee (JPC) examining the Waqf (Amendment) Bill, 2024, adopted all amendments proposed by members of the ruling BJP-led NDA on Monday and rejected every change suggested by opposition members in a clause-by-clause discussion. One of the approved amendments is to increase the number of non-Muslim members of […]Continue Reading
Odisha News
ସି.ବି. ସିଂଙ୍କ ରିପୋର୍ଟରାୟଗଡ, ୨୭/୧ : ରାୟଗଡାରେ ଇ -ଅଫିସ ଶୁଭକ୍ଷରମ୍ଭ କରିଛନ୍ତି ଡ଼. ମୁକେଶ ମହାଲିଙ୍ଗ,ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକସ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଓଡିଶା ।ଏହା ଇ-ଅଫିସ୍ ରାଜ୍ୟବ୍ୟାପୀ କାର୍ଯ୍ୟକାରିତାକୁ ଘୋଷଣା କରିଛନ୍ତି । ରାୟଗଡ ଜିଲ୍ଲାକୁ ସାଧାରଣ ତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେବା ଅବସରରେ ମାନ୍ୟବର ମନ୍ତ୍ରୀ ଏହିକାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟଆଗଲପୁର, ୨୭/୧ : ଆଗଲପୁର ବ୍ଲକ୍ ଅନ୍ତର୍ଗତ ଝରନିପାଲି ଗ୍ରାମ ପଞ୍ଚାୟତ ଠାରେ ସ୍ଵତନ୍ତ୍ର ଗ୍ରାମ ସଭା ସରପଞ୍ଚ ଶ୍ରୀମତୀ ସୁନୀତା ସାହୁ ଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଅନୁଷ୍ଟିତ ହୋଇଯାଇଛି।ଏହି ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ପଧାନ ସମସ୍ତଙ୍କୁ ସ୍ବାଗତ ଜଣାଇ ସାମୁହିକ କାର୍ଯ୍ୟକ୍ରମ ଉପରେ ପ୍ରସ୍ତାବ ରଖିବା ପାଇଁ ପ୍ରକାଶ କରିଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରେ ଅବସ୍ଥାପିତ ଥିବା ଅରୁଣା ର Continue Reading
Odisha News
ଯାଜପୁର, ୨୭/୧ : ଯାଜପୁର ଜିଲ୍ଲା ଧର୍ମଶାଳା ବିଜୁ ଜନତା ଦଳ ପକ୍ଷରୁ ୭୬ ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଣବ କୁମାର ବଲବନ୍ତ ରାୟ ପତାକା ଉତ୍ତୋଳନ କରିଥିଲେ।ଏହି ଅବସରରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଥିଲେ ପ୍ରଣବ। ଅଭିଭାଷଣ ରେ କର୍ମୀମାନଙ୍କୁ ପ୍ରଣବ କହିଛନ୍ତି ଭାରତ ଏକ ମହାନ ଦେଶ। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମ ବିଶ୍ୱରେ ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଇଛି।ବହୁଭାଷା ଓ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୭/୧ : ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ନିର୍ମାତ ହୋଇଥିବା ଭବ୍ୟ ଯୁଗ୍ମ ମନ୍ଦିର ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ଦ୍ୱିତୀୟ ଦିବସରେ କଂସ ଦରବାର ଆରମ୍ଭ ହୋଇଛି ।ସକାଳ ୯ ଟାରେ ନବାହ ପକ୍ଷରାୟଣ ଆରମ୍ଭ ହୋଇଛି । ଏଥିରେ ବ୍ୟାସ ଭାବେ ପାଟଣାଗଢ଼ର ଶାନ୍ତନୁ ତ୍ରିପାଠୀ ଯୋଗଦାନ କରି ଭଗବାନ ଶ୍ରୀରାମଙ୍କ କଥାମୃତ ପଠନ କରିଥିଲେ ।କର୍ତୃ ଭାବେ ଅଞ୍ଜନ କୁମାର ସାହୁ ଓ ତାଙ୍କ […]Continue Reading
Top Stories
By Akshya Rout Jajpur, Jan 27 :  Sukinda Regional Chromite Khadan Workers Union  was celebrated  76th Republic Day   At Kaliapani In Jajpur District On Sunday. Former  finance Minster Prafulla Chandra ghadai unfurled the National Flag  . Ghadei  Said Republic Day marks the adoption of the Indian Constitution in 1950.  It has Continue Reading
National News
New Delhi, Jan.26: Prime Minister Narendra Modi chose a red and yellow striped “safa” for his Republic-Day look on Sunday, pairing it with a brown bandhgala jacket and pocket square. For the 76th Republic-Day celebrations, Modi wore a white kurta-pyjama and sported a turban with a long veil. Flamboyant and colourful turbans have been a […]Continue Reading