Home Articles posted by odadmin (Page 531)
Odisha News
ଭୁବନେଶ୍ୱର,୨୮/୧: ଦେଶର ବିକାଶର ଗ୍ରୋଥ୍ ଇଞ୍ଜିନ ହେଉଛି ପୂର୍ବ ଭାରତ ଏବଂ ଓଡ଼ିଶାର ଏଥିରେ ବଡ଼ ଭୂମିକା ରହିଛି । ଇତିହାସ ସାକ୍ଷୀ ରହିଛି ଯେତେବେଳେ ବିଶ୍ୱ ବିକାଶରେ ଭାରତର ବଡ଼ ଭାଗୀଦାରୀ ଥିଲା ସେତେବେଳେ ପୂର୍ବ ଭାରତର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିଲା ।ପୂର୍ବଭାରତରେ ଦେଶରେ ବଡ଼ ଇଣ୍ଡଷ୍ଟ୍ରିଆଲ୍ ହବ୍ ଏବଂ ବ୍ୟବସାୟ ଥିଲା । ଆଉ ସେଥିରେ ଓଡ଼ିଶାର ଭୂମିକା ଥିଲା । ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଉଦଘାଟନ କରିବା ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ Continue Reading
Top Stories
“Odisha offers boundless opportunities for investors,” asserts Modi By Prasan Kumar Paikaray/ Sukanta Kumar MohantyBhubaneswar, January 28: In an inspiring display of optimism and foresight, Prime Minister Narendra Modi delivered a powerful speech at the launch of the Utkarsh Odisha-Make in Odisha Conclave 2025, held at Janata Maidan in Bhubaneswar on Tuesday. Modi Continue Reading
National News
WASHINGTON, JAN 28: US President Donald Trump has said that Prime Minister Narendra Modi will do “what is right” on illegal immigrants, underlining that discussions are going on with India. President Trump made these remarks on Monday while talking to reporters aboard Air Force One on his way back to Joint Base Andrews from Florida. […]Continue Reading
Odisha News
ଭୁବନେଶ୍ବର, ୨୮/୧: କଲବଲ କଲା କୁହୁଡି । ରାଜଧାନୀରେ ସକାଳୁ ସକାଳୁ କୁହୁଡିର କର୍ଫ୍ୟୁ ଦେଖିବାକୁ ମିଳିଛି । ସାଙ୍ଘାତିକ କୁହୁଡି ପାଇଁ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ତେବେ ଘନ କୁହୁଡିର ମାତ୍ରା ଏତେ ଅଧିକ ଥିଲା ଯେ ଦଶ ପାଦ ଆଗକୁ ବି କିଛି ଦେଖା ଯାଉନଥିଲା । ରାସ୍ତାରେ ଗାଡି ମଟର ଚଳାଚଳ କରିବା ଏକପ୍ରକାର କଷ୍ଟସାଧ୍ୟ ହୋଇଥିଲା । ପ୍ରବଳ କୁହୁଡି ପାଇଁ ଦୁର୍ଘଟଣାର ଆଶଙ୍କା ଥିବାରୁ ଗାଡିର କଣ୍ଟା ୨୦ରୁ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୮/୧ : ନାରାୟଣନଗର ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ, ହରିନାମରେ କମ୍ପୁଛି ସାରା ନାରାୟଣନଗର, ଦ୍ୱିତୀୟ ଦିନରେ କୃଷ୍ଣ ଜନ୍ମ, କୃଷ୍ଣବଳରାମଙ୍କ ନାମ କରଣ ଓ ପୁତୁନାକୁ ଗୋପପୁର ପ୍ରେରଣ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ନିର୍ମାତ ହୋଇଥିବା ଭବ୍ୟ ଯୁଗ୍ମ ମନ୍ଦିର ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ପ୍ରତିଷ୍ଠା ଦିବସର ଚତୁର୍ଥ ଦିବସରେ କୃଷ୍ଣ ଜନ୍ମ ଓ ପୁତନାକୁ ଗୋପପୁର ପ୍ରେରଣ Continue Reading
Top Stories
By Sukant Mohanty Bhubaneswar, Jan. 27: In a significant move, the Odisha government has appointed retired IPS officer and former Director General of Police (DGP) Prakash Mishra as the advisor to Chief Minister Mohan Majhi. The announcement was made on Monday, marking a key development in the state’s administrative reshuffle. According to an official notification Continue Reading
Top Stories
MOHAN CHARAN MAJHIChief Minister, Odisha The moment we have all been eagerly awaiting has arrived. On Tuesday (January 28, 2025), the illustrious Prime Minister of India and a global visionary Shri Narendra Modi Ji will inaugurate the grand Utkarsh Odisha Conclave-2025 at Janata Maidan, Bhubaneswar. This landmark event will set a new benchmark for Odisha’s […]Continue Reading
Odisha News
ପାରାଦୀପ,୨୭/୧: ଜଗତସିଂହପୁର ଜିଲା ପାରାଦୀପ ସମୁଦ୍ର କୂଳରେ ସୋମବାର ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଭାରସାମ୍ୟ ହରାଇ ୧୦ଉଠା ଦୋକାନୀଙ୍କୁ ଧକ୍କା ଦେବା ସହ ଏକ କାଠ ପୋଲରେ ପିଟିହୋଇ ଯାଇଥିଲା।ଦୁର୍ଘଟଣାରେ ୨ଜଣ ଦୋକାନୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଅଠରବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ବୋଲେରୋରେ ଥିବା ୪ଜଣଙ୍କୁ ସ୍ଥାନୀୟ ଲୋକେ ଧରି ନିସ୍ତୁକ ମାଡ଼ ମାରିଛନ୍ତି। ଜଟାଧାର ମୁହାଣ ସାମୁଦ୍ରିକ ଥାନା ପୋଲିସ Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର,୨୭/୧: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ବିଦ୍ୟୁତ ବିତରଣର ଦାୟିତ୍ଵ ନେଇ ମାତ୍ର କେଇ ବର୍ଷ ମଧ୍ୟରେ ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲାର ଉପଭୋକ୍ତାଙ୍କ ସ୍ବାର୍ଥରକ୍ଷା ସାଙ୍ଗକୁ ଉତ୍ତମ ସେବା ଓ ନିରାପତ୍ତା ପ୍ରଦାନ କ୍ଷେତ୍ରରେ ଆଶାତୀତ ସଂସ୍କାର ଆଣିଛି । ସମ୍ପୃକ୍ତ ଜିଲ୍ଲାଗୁଡିକର ଚିକିତ୍ସାଳୟ, ମେଡିକାଲ Continue Reading