Home Articles posted by odadmin (Page 52)
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୪/୮ : କନ୍ଧମାଳ ଜିଲ୍ଲା ବାଲିଗୁଡା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପି. ଏମ ପୋଷଣ ଓ ଏମ. ଏସ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚିକା ଓ ପାଚିକା ସହାୟିକାଙ୍କ ପାଇଁ ଏକ ଦିବସୀୟ ଖାଦ୍ୟ ନିରାପତ୍ତା ଓ ସ୍ୱଛତା ପ୍ରଶିକ୍ଷଣ ଶିବିର ପର୍ଯ୍ୟାୟ କ୍ରମେ ବାଲିଗୁଡା, ବାଟାଗୁଡା ଓ ବାରଖମା ସ୍ଥିତ ସରକାରୀ ବିଦ୍ୟାଳୟ ପରିସରରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି ।ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ,୪/୮ : ଗାନ୍ଧିଜୀଙ୍କ ଡାକରାରେ ଲବଣ ସତ୍ୟାଗ୍ରହ ଓ ଭାରତ ଛାଡ଼ ଆନ୍ଦୋଳନ ରେ ସାମିଲ ହୋଇ ହଜାରିବାଗ ଜେଲ ରେ ସ୍ୱର୍ଗତ ନିତ୍ୟାନନ୍ଦ କାନୁନଗୋ ୭ ବର୍ଷ କାରାବରଣ କରିଥିଲେ । ଓଡ଼ିଶାର ପ୍ରଥମ ମନ୍ତ୍ରିମଣ୍ଡଳ ରେ ସେ ମନ୍ତ୍ରୀ ଥିଲେ । ପରେ କଟକ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନରେ ଜୟଲାଭ କରି କେନ୍ଦ୍ର ମନ୍ତ୍ରୀ ହୋଇଥିଲେ ।ତାପରେ ବିହାର ଓ ଗୁଜୁରାଟ ରାଜ୍ୟର ରାଜ୍ୟପାଳ ହୋଇ ରାଜନୀତିରୁ ଅବସର ନେଇଥିଲେ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୪/୮ : ଭାରତ ସରକାରଙ୍କ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ( ଡି:ପି:ଆଇ:ଆଇ:ଟି) ଷ୍ଟାର୍ଟଅପ୍ ଓଡ଼ିଶା ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ”ତେଜାସ” (ଟ୍ରାନ୍ସଫର୍ମ ଏଣ୍ଟରପ୍ରେନିୟୁରିଆଲ ଜର୍ଣିସ ଏକ୍ରସ ଷ୍ଟେଟ୍ ଏଣ୍ଡ ଡିଷ୍ଟ୍ରିକ୍ଟ) ତଥା ରାଜ୍ୟ ଏବଂ ଜିଲ୍ଲା ମଧ୍ୟରେ ଉଦ୍ୟୋଗୀ ଯାତ୍ରାକୁ ରୂପାନ୍ତରିତ କରିବା ସମ୍ପର୍କିତ ଏକ ଉଦ୍ୟୋଗୀ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୪/୮ : ଖୋରଧା ଜିଲ୍ଲାରେ ନିଶା କାରବାର ନିୟନ୍ତ୍ରଣ ପାଇଁ ପୁଲିସ ଲଗାତାର ସ୍ୱତନ୍ତ୍ର ଅଭିଯାନ ଚଳାଇଥିବାବେଳେ ଏକ ଦିନରେ ଦୁଇଟି ବଡ଼ ଧରଣର ଚଢ଼ାଉ ଜିଲ୍ଲାରେ ସକ୍ରିୟ ନିଶା କାରବାର ର ବ୍ୟାପକ ନେଟୱର୍କକୁ ପୁଣିଥରେ ସାମ୍ନାକୁ ଆଣିଛି। ବୋଲଗଡ଼ ଓ ଖୋରଧା ସଦର ଥାନା ପୁଲିସ ପୃଥକ ଅଭିଯାନରେ ୬୦ କେଜି ୩୫୦ ଗ୍ରାମ ଗଞ୍ଜେଇ ଏବଂ ୧୦୦ ବୋତଲ କୋଡିନ କଫ ସିରପ ଜବତ କରିଛି। ଏହି […]Continue Reading
National News
NEW DELHI, AUG 4 : Finance Minister Nirmala Sitharaman on Tuesday said the Indian economy is poised to cross the USD 5-trillion mark in FY29 as per the International Monetary Fund (IMF) prediction. The government has adopted a broad-based growth strategy to achieve the milestone, she said in the Rajya Sabha. As per the World […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ ଭୁବନେଶ୍ୱର,୪/୮: ଶରଣକୁଳ ନିଲମ୍ବିତ IIC ସୁଜିତ ଦାସ ମଙ୍ଗଳବାର କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ କ୍ରାଇମବ୍ରାଞ୍ଚରେ ହାଜର ହୋଇ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ IICଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଡିଜିପିଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚ IIC ମାମଲାର ତଦନ୍ତ କରୁଛି। ଅନ୍ୟପକ୍ଷେ ହାଇକୋର୍ଟ IICଙ୍କ ଗିରଫଦାରୀ Continue Reading
Odisha News
ବ୍ରହ୍ମପୁର, ୪/୮: ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ସେ ସଡ଼କ ପଥରେ ତପ୍ତପାଣି ଯାଇ ମା\’ କନ୍ଧୁଣୀ ଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ମା’ଙ୍କ ନିକଟରେ ଦେଶ ଓ ରାଜ୍ୟର ଶାନ୍ତି, ସମୃଦ୍ଧି ଏବଂ ସମସ୍ତଙ୍କ ମଙ୍ଗଳ କାମନା କରିଥିବା ସୂଚନା ମିଳିଛି।ତେବେ ଏହି ଗସ୍ତର ସବୁଠାରୁ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ଦିଗପହଣ୍ଡିରେ। ରାସ୍ତାରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୪/୮ : ବୌଦ୍ଧ ଜିଲ୍ଲା ସଦର ମହକୁମାସ୍ଥିତ ସଦଭାବନା ସଭା ଗୃହରେ ଆଜି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ବିଭୂତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କୁଲଦୀପ ମୀନା ଯୁଗ୍ମ ଭାବରେ ଏହି ଶିବିରରେ ଜନ ସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ସମ୍ପର୍କରେ ଶୁଣାଣି ଓ ସମାଧାନ କରିଥିଲେ […]Continue Reading