Home Articles posted by odadmin (Page 50)
Top Stories
By Dr. Gourang Charan Rout Rayagada, Dec. 30: Vedanta Aluminium, India’s largest aluminium producer, marked a vibrant presence at the annual Chaiti Mahotsav in Rayagada, reinforcing its commitment to cultural preservation and community-led development. Organised annually since 2005, Chaiti Mahotsav is a flagship cultural festival that celebrates the rich tribal heritage of Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୯/୧୨ : କନ୍ଧମାଳ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ତୁମୁଡ଼ିବନ୍ଧ ବ୍ଲକ୍ ସଭାଗୃହ ଠାରେ ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବେଦଭୂଷଣ ଙ୍କ ସମେତ , ଆରକ୍ଷୀ ଅଧିକ୍ଷକ ହରିଶ ବିସି, ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ ଏବଂ ତୁମୁଡି଼ବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝୀ ଓ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀ, ଅଧିକାରିଣୀ ଯୋଗ ଦେଇଥିବା Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୯/୧୨ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ବିରାଟ ପଦଯାତ୍ରା ବାହାରି ଜିଲ୍ଲା ସଦର ଟିପିଏସ ଓଡିଏଲ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ ।ସେଠାରେ ଟିପିଏସ ଓଡିଏଲ ର ବ୍ୟାପକ ଅନିୟମିତତା ବିଷୟରେ ଦୃଷ୍ଟି ଆକର୍ଷଣ କରିଛନ୍ତି ।ଯାହାର ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ।ଲିଖିତ ଅଭିଯୋଗ ଯାହା କି , ବିଭାଗୀୟ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୨୯/୧୨ : ଶୀତର ଲହରୀ ଆରମ୍ଭ ସାଙ୍ଗକୁ ପର୍ଯ୍ୟଟକ ଋତୁରେ ମରାଳ ମାଳୀନି ଚିଲିକାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି।ଏପରିକି ସକାଳେ ହେଉ ଅବା ସନ୍ଧ୍ୟାରେ ସ୍ଥାନୀୟ ଲୋକମାନେ ଚିଲିକା ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଚିଲିକା କୁଳ ଜେଟିକୁ ବୁଲିବାକୁ ଯାଉଥିବା ବେଳେ ନିଜକୁ ସୁରକ୍ଷିତ ମଣୁ ନଥିଲେ।ଯାହାକି ଉକ୍ତ ଜେଟି ଅଞ୍ଚଳରେ ଦିନକୁ ଦିନ ଅସାମାଜିକ ବ୍ୟକ୍ତିଙ୍କ ପାଦୃର୍ଭାବ ବଢୁଥିବା ବେଳେ ମଦ,ଗଞ୍ଜେଇ Continue Reading
Top Stories
By Tapaswini Sahoo Paradeep, Dec 29 : ArcelorMittal Nippon Steel India (AM/NS India) observed National Energy Conservation Day at its Pellet Plant Complexwith the inauguration of a modern wheel washing station and a plantation drive within the plant premises. The occasion was highlighted by engaging awareness sessions that inspired employees to use energy wisely and […]Continue Reading
Odisha News
ଭୁବନେଶ୍ୱର, ୨୯/୧୨ : ନୂଆବର୍ଷ ପାଳନ ପାଇଁ ଜିରୋ ନାଇଟ୍ ସେଲିବ୍ରେସନ ଉପରେ ନଜର । ପୋଲିସ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ନୂଆ ଗାଇଡ ଲାଇନ ଅନୁଯାୟୀ, ବାର୍ ଓ ହୋଟେଲ ଗୁଡ଼ିକ ରାତି ୧୨ ଟା ୩୦ ଯାଏ ଖୋଲା ରହିବ । ରାତି ୧୨ଟା ୩୦ ପରେ ଜିରୋ ନାଇଟ୍ ସେଲିବ୍ରେସନ ବନ୍ଦ ରହିବ। ହୋଟେଲ ଓ ବାର୍ ଗୁଡ଼ିକରେ କିପରି ନୂଆ ବର୍ଷ ପାଳନ କରିବେ ସେନେଇ ବସିଥିଲା ବୈଠକ […]Continue Reading
Odisha News
ଭୁବନେଶ୍ୱର,୨୯/୧୨ : ନନ୍ଦନକାନନ ପାଳୁଛି ୬୬ ତମ ପ୍ରତିଷ୍ଠା ଦିବସ । ୨୯ ଡିସେମ୍ବର ୧୯୬୦ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ନନ୍ଦନକାନନ ପ୍ରାଣୀଉଦ୍ୟାନ ।ଏନେଇ ଚଳିତ ବର୍ଷ ନନ୍ଦନକାନନରେ ମହା ଆଡ଼ମ୍ବରରେ ପାଳିତ ହେଉଛି ପ୍ରତିଷ୍ଠା ଦିବସ। ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମସିଂ ଖୁଣ୍ଟିଆ ଯୋଗଦେବେ ।ନୂଆ ଖୁଆଡ଼ର ଶୁଭ ଉଦଘାଟନ କରିବେ । ଉତ୍ତର-ପୂର୍ବ ପଟତଳ, ଛୋଟ ବିରାଡ଼ି ଖୁଆଡ, ସମ୍ମୁଖ କାଚ ଦୃଶ୍ୟମାନ କଲରାପତରିଆ ବାଘ […]Continue Reading
Odisha News
ଭୁବନେଶ୍ୱର, ୨୯/୧୨ : ବହୁ ଚର୍ଚ୍ଚିତ ଓଡ଼ିଶା ପୋଲିସ ସବ୍ଇନସ୍ପେକ୍ଟର ପରୀକ୍ଷା ଜାଲିଆତି ମାମଲାରେ ସିବିଆଇ ତାର ପ୍ରାଥମିକ ଚାର୍ଜସିଟ୍ ଦାକଳ କରିଛନ୍ତି ।ଚାର୍ଜସିଟରେ ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହିତ ଚାର୍ଜସିଟ୍ ଦାଖଲ ହୋଇଛି । ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟି, ସିଲିଟେକ୍ ଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡର ସୁରେଶ ନାୟକ, ସୁରେଶଚନ୍ଦ୍ର ନାୟକ, ମୁଖ୍ୟ ଦଲାଲ ଅରବିନ୍ଦ ଦାସ ଓ ମୁନା ମହାନ୍ତି, ବିଶ୍ୱରଞ୍ଜନ ବେହେରା, ଶ୍ରୀକାନ୍ତ ମହାରଣା, Continue Reading
Odisha News
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟରାୟଗଡ଼ା/ଓଡ଼଼ିଶା, ୨୯/୧୨ : ଶୀତୁଆ ସନ୍ଧ୍ୟା ସହିତ ନୃତ୍ୟ ଓ ସଂଗୀତ ଲହରୀର ଓଢଣୀ ସତେ ଯେମିତି ନୂତନ ବଧୂ ସଜ ହୋଇ ବସିଥିବା ଭଳି କବିର ମନକୁ ଆଲୋଡିତ କରୁଛି ରାୟଗଡା ଚଇତି ।ଜିଲ୍ଲାପାଳ ତଥା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଆଶୁତୋଷ କୁଲକର୍ଣ୍ଣିଙ୍କ ସଭାପତିତ୍ୱରେ ଚଇତି ତୃତୀୟ ରଜନୀ ପାଳନ ହୋଇଥିଲା । ଭାରତୀ କଳା ସଂଗଠନ କଳାକାରମାନଙ୍କ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣରେ ମଞ୍ଚ ଶୋଭାଢ୍ୟ ହୋଇଥିଲା ।ଆଜି […]Continue Reading