
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୮/୪ : ଶୋଭାନୀୟତା ର ବିକାଶ ପାଇଁ କୁମାର ଭାଇ ୧୬ ବର୍ଷ ବୟସରେ ଯେଉଁ ଆନ୍ଦୋଳନ କରିଥିଲେ ତାର ବାର୍ଷିକ ଉତ୍ସବ ଓ କୁମାର ଭାଇଙ୍କ ୭୮ ତମ ଜୟନ୍ତୀ ସମାରୋହ କଟକ ବିଡାନାଶି ସ୍ଥିତ ଆଦର୍ଶ ଆନ୍ତର୍ଜାତିକ ଶିକ୍ଷା କେନ୍ଦ୍ର ଓ ସୋଭାନୀୟ ସିକ୍ଷାଷ୍ରମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ରାମ କୃଷ୍ଣ ମଠ ର ସ୍ବାମୀ ଜିବନା ନନ୍ଦ, ଥିଙ୍କର୍ସ କ୍ଳବ୍ ସଭାପତି ତଥା ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ, […]Continue Reading