IMPHAL, JUN 2 : More than 19,000 people have been affected by floods in Manipur caused by overflowing rivers and breaches in embankments, officials said on Monday. They said 3,365 houses have been damaged and 19,811 people affected by floods triggered by incessant torrential rains during the last four days. Thirty-one relief camps have been […]Continue Reading
ବରଦା ପ୍ରଦନ୍ନ ଦାସଙ୍କ ରିପୋର୍ଟକଟକ, ୨/୬ : ବିଶ୍ଵ ର ନେତା ଓ ବିଶିଷ୍ଟ ବ୍ୟକ୍ତି ମାନେ ସନକ୍ଷତନି ହିନ୍ଦୁ ଧର୍ମ ଦ୍ଵାରା କିପରି ପ୍ରଭାବିତ ସେ ସମ୍ପର୍କରେ ବିଶିଷ୍ଟ ସ୍ଵୟଂ ସେବା ସଂଘ କର୍ମୀ ରବି କୁମାର ନିଜ ଅନୁଭୂତି ରୁ ପ୍ରକାଶ କରି ଛନ୍ତି ।ଥୀଙ୍କର୍ସ କ୍ଲବ ର ୧୨୨ ତମ ଆଭାସି ଆଲୋଚନାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଦେଶରେ ଆର ଏସ ଏସ ସଂଗଠନ ପାଇଁ କାର୍ଯ୍ୟ କରିଥିବା କର୍ମୀ ରବିକୁମାର […]Continue Reading
ଭୁବନେଶ୍ୱର, ୨/୬ : ଆଜିଠୁ ରାଜ୍ୟରେ ବଢିବ ତାତି। ୫ରୁ ୬ ଦିନ ମଧ୍ୟରେ ତାପମାତ୍ରା ପ୍ରାୟ ୨ରୁ ୪ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ ବୋଲି ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଉତ୍ତର ସୀମା ମୁମ୍ବାଇ, ଭବାନୀପାଟଣା, ପୁରୀ, ସ୍ୟାଣ୍ଡହେଡ୍ ଦ୍ବୀପ ଦେଇ ଗତି କରୁଛି।ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଏବଂ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୨/୬ : ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଶାକ୍ତ ମାଦକଦ୍ରବ୍ୟ ବିରୋଧ ରେ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ଅଭାଷୀ ମାଧ୍ୟମରେ ଜିଲ୍ଲାରେ ଆରମ୍ଭ ହୋଇଛି।ଜିଲ୍ଲା ମୁଖ୍ୟାଳୟ ର ଅସ୍ଵାନ କକ୍ଷରେ ଅଭାଷୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସାଲୱାର,ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି,ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ,ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲି,ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ Continue Reading
ବିଶ୍ୱଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧/୬ : ନୟାଗଡ଼ରେ ଚାଞ୍ଚଲ୍ୟ ,ଘର ଭିତରୁ ଫରେଷ୍ଟଙ୍କ ଅର୍ଦ୍ଧଦଗ୍ଧ ପୋଡା ମୃତ ଦେହ ଉଦ୍ଧାର,ପଞ୍ଚରିଡା ବନାଞ୍ଚଳର ଫରେଷ୍ଟର ଶିଶିର ସାହୁଙ୍କ ମୃତ ଦେହକୁ ଟାଉନ ଥାନା ପୋଲିସ ଜବତ୍ କରିଛି ।ମାରମାସି ଦଣ୍ଡା ସ୍ଥିତ ଶିଶିରଙ୍କ ଘରେ ଏହି ଲୋମ ଟାଙ୍କୁରା ଘଟଣା ଘଟିଛି । ଶିଶିର ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ନାଁ ,ତାଙ୍କୁ କେହି ହତ୍ୟା କରିବା ପରେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଛି […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୭/୫: କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ପାଇଁ ବାଲିଗୁଡା ବ୍ଲକ ର ଲଣ୍ଡାଗାଁ ଠାରେ ଖରିଫ ଋତୁ ୨୦୨୪-୨୫ ଧାନ କିଣିବା ପାଇଁ ମଣ୍ଡି ମଞ୍ଜୁର ହୋଇଛି । ଜିଲ୍ଲା ସମବାୟ ସମୂହ ନିବନ୍ଧକ ଙ୍କ ଜରିଆରେ ରବି ଧାନ କିଣିବା ପାଇଁ ମଣ୍ଡି ଶୁଭାରମ୍ଭ ହୋଇଛି ।ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ସମବାୟ ସମୂହ ନିବନ୍ଧକ ତୃପ୍ତି କଲ୍ୟାଣ ସେଠୀ , ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେଦ୍ରିୟ ମିଶ୍ର ,ଜିଲ୍ଲା ସହକାରୀ […]Continue Reading
ନବରଙ୍ଗପୁର,୧/୬ : ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ରହିଥିବା ସଂରକ୍ଷିତ ଜଙ୍ଗଲରେ ବହୁ ଅସାଧୁ ବେଆଇନ ଘର କରୁଥିବା ସହ ବହୁ ପୁରୁଣା ଜଙ୍ଗଲ ନଷ୍ଟ କରି ସେଠାରେ ଅବାଧ ଭାବେ ମକାଚାଷ କରୁଥିବା ବେଳେ ଏବେ ଜିଲା ବନ ବିଭାଗ ଆକ୍ସନ ମୋଡ୍ରେ ରହିଥିବା ଦେଖାଦେଇଛି।ଝରିଗାଁ ବନାଞ୍ଚଳ ଅଧିନସ୍ଥ ହାତୀବାଡ଼ି ସଂରକ୍ଷିତ ଜଙ୍ଗଲରେ ବେଆଇନ ଘର ନିର୍ମାଣ ବଢ଼ି ଚାଲିଥିଲା। ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ନେତୃତ୍ୱରେ ରବିବାର ହାତୀବାଡ଼ି ଗ୍ରାମର Continue Reading
ଭୁବନେଶ୍ୱର,୧/୬: ଜୁନ ଆରମ୍ଭରୁ ପକେଟ ଉପରେ ଛାଟ। ରାଜ୍ୟରେ ବଢ଼ିଲା ଓମ୍ଫେଡ୍ କ୍ଷୀର ଦାମ୍। ଏଣିକି ଲିଟର ପିଛା ୨ ଟଙ୍କା ଅଧିକ ଗଣିବେ ଗ୍ରାହକ। ପୂର୍ବରୁ ବଜାରରେ ଓମଫେଡ୍ କ୍ଷୀର(୫୦୦ ଗ୍ରାମ) ପ୍ୟାକେଟ୍ ମୂଲ୍ୟ ୨୬ ଟଙ୍କା ରହିଥିବା ବେଳେ ଏବେ ତାହା ବଢ଼ିଯିବ। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଗ୍ଧଚାଷୀଙ୍କୁ ଲିଟର ପିଛା ଅଧିକ ୩ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏହାପରେ ଓମଫେଡ୍ ମୂଲ୍ୟ ବୃଦ୍ଧି ପାଇଛି।ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପ୍ରକାରେ, Continue Reading
DHAKA, JUN 1 : Fugitive former Bangladesh prime minister Sheikh Hasina orchestrated a “systematic attack” that amounted to crimes against humanity in her attempt to crush the uprising that toppled her government, Bangladeshi prosecutors said at the opening of her trial on Sunday. Up to 1,400 people were killed between July and August 2024 after […]Continue Reading
GUWAHATI, JUN 1 : At least 31 people have been killed as heavy rain triggered flash floods, landslides and widespread devastation across northeastern states. Over the past 48 hours, nine deaths each were reported from Assam and Arunachal Pradesh, six from Meghalaya, five from Mizoram and one each from Nagaland and Tripura. Seven people had […]Continue Reading




