Home Articles posted by odadmin (Page 433)
Odisha News
ଭୁବନେଶ୍ୱର, ୩/୬: ମୌସୁମୀ ପରେ ରାଜ୍ୟରେ ତାତି ରେକର୍ଡ ଭାଙ୍ଗୁଛି । କିଛି ଦିନର ବର୍ଷା ଓ କୋହଲା ପାଗ ପରେ ରାଜ୍ୟକୁ ଅସହ୍ୟ ତାତି ଓ ଗୁଳୁଗୁଳି ଫେରିଛି । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ସୂର୍ଯ୍ୟଙ୍କର ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଗତକାଲି ଭୁବନେଶ୍ୱରରେ ୩୯.୬ ତାପମାତ୍ରା ରେକର୍ଡ ହୋଇଛି।ଆଗାମୀ ଦିନରେ ତାପମାତ୍ରା ଅସହ୍ୟ ହେବାର ସମ୍ଭାବନା ରହିଛି । ୭ ଦିନ ପର‌୍ୟ୍ୟନ୍ତ ରାଜ୍ୟରେ ବର୍ଷା ହେବାର କୌଣସି ସୂଚନା ନାହିଁ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା ,୩/୬: ସୋମବାର ପୂର୍ବାହ୍ନରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ମାଦକ ତଥା ନିଶା ଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଲୋକଙ୍କୁ ଅବଗତ କରାଇବା ସହିତ ଅପମିଶ୍ରିତ, ବିଶାକ୍ତ ଏବଂ ଚୋରା ମଦ କାରବାର ସଂପୂର୍ଣ୍ଣ ରୋକିବା ଲାଗି ବଳିଷ୍ଠ ପଦକ୍ଷେପ ପ୍ରକାରନ୍ତେ ଜିଲ୍ଲାବ୍ୟାପୀ ତୃଣମୂଳ ସ୍ତରରୁ, ସହରାଞ୍ଚଳ ସମସ୍ତ ସ୍ଥାନରେ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨/୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ସୋମବାର ୨୮ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୨୧ ଦିନରେ ପହଞ୍ଚିଛି । ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ଚାଲିଥିବା ବେଳେ ଚଳିତ ମାସ ୬ତାରିଖ ଦିନ ମା’ ମାନେ ନିଜ ନିଜ ପୀଠ କୁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨/୬ : (ସୋମବାର )ସକାଳ ୮ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ପକ୍ଷରୁ ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ଯୁବ ବର୍ଗଙ୍କ ପାଇଁ ସନ୍ତରଣ ଦକ୍ଷତା ବୃଦ୍ଧି ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ର ଶୁଭାରମ୍ଭ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ, ବୌଦ୍ଧ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମର ଶୁଭ Continue Reading
Odisha News Sports News
ନରୱେ, ୨/୬ : ଚଳିତ ନରୱେ ଚେସ୍ ରେ ଭାରତର କମାଲ । ଚେସର ବିଶ୍ବ ଚାମ୍ପିଆନଙ୍କୁ ପରାସ୍ତ କରି ଡି ଗୁକେଶ ପୁଣି ଚର୍ଚାରେ । ଚେସ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ୱାର୍ଲଡ ନଂ ୱାନ ମାଗନସ୍ କାର୍ଲସେନ୍ ପରାସ୍ତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଚେସ ସେନସେସନ ଖେଳାଳି ଡି ଗୁକେଶ ।ତେବେ ମ୍ୟାଚର ଶେଷ ପରେ ଦୁଇ ଜଣଙ୍କ ପ୍ରତିକ୍ରିୟାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର । ତେବେ ମାଗନସ୍ […]Continue Reading
National News
AHMEDABAD, JUN 2 : A package sent by a mystery woman in Australia to gangster Lawrence Bishnoi, currently lodged in a high-security cell at Sabarmati Central Jail, has triggered an investigation by security agencies. The suspicious package was intercepted at the Foreign Post Office in Gujarat, which manages international shipments to and from the state. […]Continue Reading
Odisha News
ଭୁବନେଶ୍ବର, ୨/୬ : ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଆବେଦନ ଅବଧି ପୁଣି ବୃଦ୍ଧି ହୋଇଛି। ଛାତ୍ରଛାତ୍ରୀ ଜୁନ୍ ଜୁନ୍ ୪ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ସାମ୍‌ସ ପୋର୍ଟାଲ୍‌ରେ ଅନ୍‌ଲାଇନ୍‌ରେ କମନ୍ ଆପ୍ଲିକେସନ୍ ଫର୍ମ (ସିଏଏଫ୍‌) ପୂରଣ କରିପାରିବେ।ଏହି ସମୟ ଅବଧି ମଧ୍ୟରେ ପୂର୍ବରୁ ସିଏଏଫ୍ ଦାଖଲ କରିଥିବା ଛାତ୍ରଛାତ୍ରୀ ସେମାନଙ୍କ ଫର୍ମରେ ଆବଶ୍ୟକ ସଂଶୋଧନ କିମ୍ବା ଯୁକ୍ତ୨ ମାର୍କ ଅପ୍‌ଲୋଡ୍ କରିପାରିବେ। ପ୍ରଥମ, ଦ୍ବିତୀୟ, ତୃତୀୟ ପର‌୍ୟ୍ୟାୟ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୨/୬ : ବଲାଙ୍ଗିର ସହର ଉତ୍ତପ୍ତ ସହର ଭାବେ ପରିଗଣିତ। ଜଙ୍ଗଲ ବିଭାଗ ର ଅବହେଳା ଯୋଗୁଁ ଜିଲ୍ଲାରେ ଥିବା ଘଞ୍ଚ ଜଙ୍ଗଲ ଗୁଡ଼ିକ କଟି ପଦା ହେବାକୁ ବସିଲାଣି।ବର୍ତ୍ତମାନ ଗ୍ୟାସ ର ଯୁଗ।ଏଣୁ ପ୍ରାୟ ଲୋକେ ରାନ୍ଧିବା ପାଇଁ କାଠ ପରିବର୍ତ୍ତେ ଗ୍ୟାସ ବ୍ୟବହାର କରୁଛନ୍ତି।ଗଛ କଟିବାର ଅନେକ କାରଣ ଅଛି।ସରକାର ରାସ୍ତା ପ୍ରଶସ୍ତିକରଣ ନାମରେ ଶହ ଶହ ଦରକାରୀ ପୁରୁଣା ବୃକ୍ଷ ବେଧଡକ କାଟି ପକାଇଥିବା ଜିଲ୍ଲା ପ୍ରତି […]Continue Reading