ସମ୍ବଲପୁର, ୩/୭ : ଆସନ୍ତା ୬ ତାରିଖ (ରବିବାର)ରେ ଖୋଲିବ ହୀରାକୁଦ ଡ୍ୟାମ୍ର ଗେଟ୍। ତା’ ସହିତ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ। ହୀରାକୁଦ ଡ୍ୟାମ୍ର ମୁଖ୍ୟ ଯନ୍ତ୍ରୀ ସୁଶୀଲ କୁମାର ବେହେରା ଆଜି ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି, ଆସନ୍ତା ରବିବାର ପୂଜାର୍ଚ୍ଚନା ପରେ ସକାଳ ୧୦ଟା ବେଳେ ଗେଟ୍ ଖୋଲାଯିବ। କେତୋଟି ଗେଟ୍ ଖୋଲା ଯିବ, ତାହା ସେହି ଦିନ ନିଷ୍ପତ୍ତି ହେବ।ମୁଖ୍ୟ ଯନ୍ତ୍ରୀ ସୁଶୀଲ କୁମାର ବେହେରା କହିଛନ୍ତି ଯେ […]Continue Reading




