PORT OF SPAIN, JUL 4 : India will soon be among the top three economies of the world, and its missions on artificial intelligence, semiconductor and quantum computing are becoming the new engines of growth, Prime Minister Narendra Modi has said. In an address at a gathering of the Indian diaspora on Thursday, Modi said […]Continue Reading
ଭୁବନେଶ୍ୱର, ୪/୭: ବର୍ଷାରେ ଭିଜିବ ବାହୁଡା ଯାତ୍ରା । ଆଗାମୀ ତିନି ଦିନ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ବର୍ଷା ୭ ତାରିଖ ଯାଏଁ ଲାଗି ରହିବ ।ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ଝିପି ଝିପି ବର୍ଷା ଲାଗି ରହିଛି । ୭ ତାରିଖ ପରଠାରୁ ରାଜ୍ୟରେ ବର୍ଷାର ପ୍ରକୋପ ଧୀରେ ଧୀରେ କମିପରେ । ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ ବର୍ଷା ଜାରି ରହିଥିବା ବେଳେ ଆହୁରି […]Continue Reading
ପୁରୀ,୪/୭: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ନିର୍ଦେଶ ଅନୁଯାୟୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପୂର୍ବ ପ୍ରସ୍ତୁତି ଏବଂ ନୀତିକାନ୍ତିର ବହୁଳତାକୁ ଦୃଷ୍ଟିରେ ରଖି ଶୁକ୍ରବାର, ଅର୍ଥାତ୍ “ସନ୍ଧ୍ୟା ଦର୍ଶନ” ଦିନ ସନ୍ଧ୍ୟା ୬ ଘଟିକା ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ସର୍ବସାଧାରଣଙ୍କ ପ୍ରବେଶ ବନ୍ଦ ରହିବ।ଏହି ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶୋଧ ଅନୁଷ୍ଠାନ କରାଯିବ, ଯାହା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୪/୭ : ଗୁରୁବାର ସର୍କିଟ ହାଉସ୍ ଠାରେ ବାହୁଡା଼ ଯାତ୍ରା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେବୋତ୍ତର ଅଧିକାରୀ ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ ଙ୍କ ଆବାହକତ୍ଵରେ ଆଲୋଚନା ହୋଇଥିଲା ।ବାହୁଡା଼ ଯାତ୍ରା ଦିନ ସନ୍ଧ୍ୟା ପୂର୍ବରୁ ରଥ ଟାଣିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ବ୍ରାହ୍ମଣ ସମାଜ ଓ ସଙ୍କୀର୍ତ୍ତନ ମଣ୍ଡଳୀ ଦିନ ୧୧ ଘଣ୍ଟା ପୂର୍ବରୁ ଠାକୁରଙ୍କ ନିତିକାନ୍ତି ସାରି ପହଣ୍ଡି ବିଜେ Continue Reading
ଭୁବନେଶ୍ୱର,୩/୭: ଭୁବନେଶ୍ୱର ମୁନିସିପାଲ କର୍ପୋରେସନ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କୁ ପୋଲିସ ଗିରଫ କରିଛି। ଗୁରୁବାର ରାତିରେ ଡିସିପି କାର୍ଯ୍ୟାଳୟରେ ହାଜର ହେବା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଗିରଫ ପରେ ପ୍ରଧାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା।ଘଟଣା ଅନୁଯାୟୀ, ଗତ ୩୦ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ, ୩/୭ : ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ ଆୟୁକ୍ତଙ୍କୁ ମାଡ ଘଟଣାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଓଏଏସ ସଂଘର ପ୍ରତିବାଦ ଜାରି ରହିଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ଓଏଏସ ସଂଘ।ଫଳରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଫିସ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଘଟଣା ପଛରେ ଥିବା ମୁଖ୍ୟ କାର୍ପଟଦାରଙ୍କୁ ଗିରଫ କରିବାକୁ ଦାବି କରିଛି ସଂଘ।ଏହାର ପ୍ରତିଫଳନ Continue Reading
· Serves Over 10 Lakh Meals to Devotees During Rath Yatra 2025 in Puri from day of Nabajouban Darshan on 26th June 2025 to date. · Targets to serve over 20 lakh meals during the grand festival until the day of Sunabesha · Provides nutritious and hygienically prepared meals, served with humility. By Swagatika Mohapatra […]Continue Reading
By Subrat Sarangi Angul, July 2 : Devbhoomi, Jindal Nagar, witnessed the celebration of Sri Hera Panchami on 1st July 2025. The Pratham Sevika of Devbhoomi, Smt. Shallu Jindal performed all rituals with utmost devotion and dedication under the divine guidance of the Prime Priest, Srikant Ji. In a sacred display of tradition and reverence, […]Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୩/୭ : ଆଜିର ସାମ୍ବାଦିକ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ-(ନୟାଗଡରେ ମେଡିକାଲ କଲେଜର ପ୍ରତିଷ୍ଠା।)ରାଜଧାନୀରୁ ମାତ୍ର ୮୦ କିମି ଦୂରରେ ନୟାଗଡ଼ ଜିଲ୍ଲା ରାଜଧାନୀର କର୍ଣ୍ଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅଦ୍ୟାବଧି ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ପର ଠାରୁ ବିଜୁ ବାବୁଙ୍କ ୨ ବର୍ଷର ସ୍ଥିର ସରକାର, ୧୯୯୫-୨୦୦୦ ପର୍ଯ୍ୟନ୍ତ କଂଗ୍ରେସର ଅସ୍ଥିର ସରକାର ଓ ମହାବାତ୍ୟାର ତାଣ୍ଡବ, ୨୦୦୦-୨୦୨୪ ନବୀନ ପଟ୍ଟନାୟକଙ୍କର ସ୍ଥିର Continue Reading
RAIPUR, JUL 3 : Snakes often become more active during the rainy season and are frequently spotted near human habitats. But few can stay calm when faced with not just one or two, but dozens of snakes clustered inside a home, even if they know how to stay safe from reptiles during the monsoon. At […]Continue Reading




