ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୧୪/୭: ରବିବାର ସ୍ଥାନୀୟ ପତିତପାବନ ଏକାଡେମୀ ଠାରେ ଜେଏସ୍ଏମ୍ କମର୍ସ ଡିଗ୍ରୀ କଲେଜ ପକ୍ଷରୁ ସ୍ନାତକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଂଜନ ବିଶି ଯୋଗ ଦେଇ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ନମ୍ର ରହିବା, ସଫଳତା ହାସଲ କରିବା ପାଇଁ ନିଜ ଉପରେ ବିଶ୍ୱାସ ରଖିବା,କଠିନ ପରିଶ୍ରମ ଓ କେବେ ବି ଶିଖିବା ବନ୍ଦ ନ କରିବା ପାଇଁ ପରାମର୍ଶ Continue Reading
ଗଞ୍ଜାମ, ୧୪/୭: ପୁଣି ଯୌତୁକ ପାଇଁ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ବଧୂ ହତ୍ୟା ଉଦ୍ୟମ । ଏପରି ଏକ ଅଭାବନୀୟ ଘଟଣା ଖଲ୍ଲିକୋଟ ଥାନା କହ୍ନେଇପୁର ଗାଁରେ ଘଟିଛି । ଅର୍ଦ୍ଧଦଗ୍ଧ ଅବସ୍ଥାରେ ବୋହୂ ଆରତୀଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।ସୂଚନା ଅନୁସାରେ, ଦୁଇ ବର୍ଷ ପୂର୍ବେ ପୁଅ ଆକାଶ ପରିଡ଼ା ଆରତୀଙ୍କୁ ପ୍ରେମ ବିବାହ କରିଥିଲେ। ଯୌତୁକ ପାଇଁ ଶାଶୂ ଅଧିକାଂଶ ସମୟରେ ନିର୍ୟାତନା ଦେଉଥିବା ବୋହୂ ଆରତୀଙ୍କ ବାପା ଅଭିଯୋଗ […]Continue Reading
ବରଦା ଦାସଙ୍କ ରିପୋର୍ଟକଟକ, ୧୪/୭ : ସମସ୍ତ ଜ୍ଞାନ ବିଜ୍ଞାନ ର ଭଣ୍ଡାର ହେଉଛି ବେଦ । ଈଶ୍ୱର ସାକାର ନୁହେଁ ନିରାକାର ସର୍ବ ବ୍ୟାପକ । ମଣିଷ କହିଲେ ବୁଝାଏ ଯେ ବୁଦ୍ଧି ପୂର୍ବକ ଚିନ୍ତା କରି କାର୍ଯ୍ୟ କରେ । ଥିଙ୍କର୍ସ କ୍ଲବ ର ୧୨୬ ତମ ଆଭାସି ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ତରାଖଣ୍ଡ ଡେରାଡୁନ ସ୍ତିତ କନ୍ୟା ଆଶ୍ରମ ଅଧ୍ୟକ୍ଷା ଡ଼ ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ଏ ବିଷୟ ପ୍ରକାଶ […]Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୪/୭: ରବିବାର ପୂର୍ବାହ୍ନରେ ପୁରୀ ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ପୂର୍ବତନ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣାଙ୍କୁ ଖୋର୍ଦ୍ଧା ଜିଲ୍ଲାପ୍ରଶାସନ ଓ ଖୋର୍ଦ୍ଧା କଲେକ୍ଟୋରେଟ୍ ଷ୍ଟାଫ୍ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।ଭାରାପ୍ରାପ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା Continue Reading
By Mahendra Kumar Darjee Balangir: Tucked away in the serene expanse of the Kuari Reserve Forest and Ramai Protected Forest, the picturesque Sinjori Kata area has been steadily drawing interest for its potential as a future eco-tourism hotspot. Known for its pristine natural beauty, dense forests, rolling hills, and rich wildlife, the region offers an […]Continue Reading
By Mahendra Darjee Balangir, July 13: JSM Commerce Degree College celebrated its Graduation Day with great enthusiasm and grandeur at Patitapaban Academy on Saturday. The event was graced by Rajya Sabha MP Niranjan Bishi, who attended as the Chief Guest and addressed the gathering of students, parents, and faculty members. In his inspiring address, Bishi […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୧୩/୭ : କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ରବିବାର ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ଡାକ୍ତରଖାନାର ବିଭିନ୍ନ ବିଭାଗ ବୁଲି ଦେଖିବା ସହ ରୋଗୀଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।ଏହି ପରିଦର୍ଶନ ସମୟରେ ରୋଗୀ ଓ ସେମାନଙ୍କ ପରିବାରବର୍ଗଙ୍କ ସହ କଥା ହୋଇ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ସାଂସଦ ପଚାରି ବୁଝିବା ସହ ସ୍ୱାସ୍ଥ୍ୟ କର୍ମଚାରୀ ଓ ଡାକ୍ତରଙ୍କ ସହ Continue Reading
ଭୁବନେଶ୍ୱର, ୧୩/୭ : ଏକା ସାଙ୍ଗରେ ଆସୁଛି ଦୁଇଟି ଲଘୁଚାପ । ଆଗାମୀ ୨୪ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ମଧ୍ୟପ୍ରଦେଶ ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଅନ୍ୟ ଏକ ଲଘୁଚାପ କ୍ଷେତ୍ର ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ଓଡିଶା ଉପକୂଳରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଗାମୀ ଦୁଇ ଦିନ ପରେ ଏହା ଲଘୁଚାପର ରୂପ ନେବ । ଏ ନେଇ ପାଣିପାଗ ବିଶେଷଜ୍ଞ […]Continue Reading
NEW DELHI, JUL 13: Booth Level Officers (BLOs) of the Election Commission of India (ECI) conducting the Special Intensive Revision (SIR) of electoral rolls in Bihar have found a number of individuals from Nepal, Bangladesh and Myanmar possessing Indian documents like Aadhaar, domicile certificates and ration cards, sources said on Sunday. According to officials in […]Continue Reading
PALGHAR, JUL 13 : A video showing an auto-rickshaw driver being beaten up allegedly by Shiv Sena (UBT) workers in Maharashtra’s Palghar district for ‘anti-Marathi’ remarks has gone viral on social media, further fuelling controversy over the language issue in the state. Police on Sunday said they have seen the video but not received any […]Continue Reading




