Home Articles posted by odadmin (Page 345)
Odisha News
କେନ୍ଦ୍ରାପଡ଼ା,୧୯/୮: ପୋଡ଼ିଯିବା କାରଣରୁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ମଙ୍ଗଳବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ କେନ୍ଦ୍ରାପଡ଼ା ଏସ୍‌ପି ସୂଚନା ଦେଇଛନ୍ତି। ପୋଷ୍ଟମର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି।ଘଟଣା ଦିନ ସାଢ଼େ ୮ ପର‌୍ୟ୍ୟନ୍ତ ଛାତ୍ରୀ ଫୋନ୍‌ରେ କଥା ହୋଇଥିଲେ। ହେଲେ ସାଢ଼େ ୮ରୁ ୧୧ଟା ଭିତରେ ଛାତ୍ରୀ ପୋଡ଼ି ହୋଇ ତାଙ୍କର ମୃତ୍ୟୁ ହୋଇଛି। ଏପରୀକି ଛାତ୍ରୀ ଜଣଙ୍କ ଆତ୍ମହତ୍ୟା Continue Reading
Odisha News
ନୂଆଦିଲ୍ଲୀ, ୧୯/୮ : ପୁଣି ଥରେ ଓଡ଼ିଶାବାସୀଙ୍କୁ ଖୁସି ଖବର ଦେଇଛନ୍ତି କେନ୍ଦ୍ର ସରକାର । ଦୀର୍ଘ ଦିନ ହେବା ଦାବି ହୋଇଆସୁଥିବା କଟକ-ଭୁବନେଶ୍ୱର ବାଇପାସ୍ ରୋଡ୍ କୁ କେନ୍ଦ୍ର କ୍ୟାବିନେଟର ମୋହର ଲାଗିଛି ।ଓଡ଼ିଶାରେ କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍ ପାଇଁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି । ଏହି ୬ ଥାକିଆ ବିଶିଷ୍ଟ ୧୧୦ କିଲୋମିଟର ୮୭୫ ମିଟର୍ ଦୀର୍ଘ ରିଙ୍ଗ ରୋଡ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି ।ଏଥିପାଇଁ ୮ […]Continue Reading
National News
MAHARASTRA, AUG 19 : Heavy rains continued to batter Mumbai on Tuesday, leading to widespread waterlogging and major disruptions across the city. The India Meteorological Department has issued a red alert for heavy rainfall in Mumbai city and suburbs (BMC area) for today as the financial capital continues to experience persistent and intense rainfall. All […]Continue Reading
Odisha News
ଭୁବନେଶ୍ୱର,୧୯/୮: ଗୋପାଳପୁର ଅତିକ୍ରମ କଲା ଅବପାତ। ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଏକ ଅବପାତରେ ପରିଣତ ହୋଇଥିଲା। ମଙ୍ଗଳବାର ମଧ୍ୟାହ୍ନ ସହ ଏହା ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ଏହା ଦକ୍ଷିଣ ଛତିଶଗଡ଼ ମୁହାଁ ହେବ ବୋଲି ଜଣାଯାଇଛି।କୋରାପୁଟରେ ସର୍ବାଧିକ ୬୪.୦ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ପାରଳାଖେମୁଣ୍ଡିରେ ୪୯.୬ ମିମି, ନବରଙ୍ଗପୁରରେ ୩୩.୨ ମିମି, ଢ଼େଙ୍କାନାଳରେ ୨୬.୪ ମିମି, Continue Reading
Business News Top Stories
By Subrat Sarangi Angul, Aug.18: The much-awaited Grand Finale of the O.P. Jindal Memorial Football Tournament 2025 concluded with great excitement and fanfare at Kadam Padia, Angul, after 12 days of thrilling football action among 12 state-level teams across Odisha. In the final clash, Bargarh United faced Sports Hostel Cuttack in a gripping contest that […]Continue Reading
Odisha News
ଭୁବନେଶ୍ୱର, ୧୮/୮ : ଆସନ୍ତା ମାସରୁ ଓଡ଼ିଶାରେ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ (SIR) ଆରମ୍ଭ ହେବାକୁ ଯାଉଛି । ଏ ନେଇ ସୋମବାର ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ ।ଦୀର୍ଘ ୨୪ ବର୍ଷ ପରେ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ ହେବ । ଏଜେଣ୍ଟମାନେ ଦ୍ୱାରକୁ ଦ୍ୱାର ବୁଲି ଭୋଟରଙ୍କ ତାଲିକା ସଂଶୋଧନ କରିବେ । ଜାନୁଆରୀ ୭ରେ ବାହାରିବ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ।୨୦୨୪ ନିର୍ବାଚନ ସମୟରେ କଂଗ୍ରେସ ଓ […]Continue Reading
Odisha News
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟଗୁଣପୁର,୧୮/୮ : ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ଜଳ ଯୋଗାଣ ବିଭାଗ କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ ଏନ, ଆଇ,ଏ,ଏସ ଗୁଣପୁର ଉପଖଣ୍ଡର ଗୁଣପୁର ଓ ପଦ୍ମପୁର ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ ।ସଚିବ ଶ୍ରୀ ଗିରିଶ ଗୁଣପୁର ପହଁଚି ପ୍ରଥମେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ପ୍ରିଦର୍ଶନ କରି ରୋଗୀଙ୍କ ସହ ସ୍ୱାସ୍ଥ୍ୟ ସେବା ବିଷୟରେ ପଚାରି ବୁଝିଥିଲେ ।ଡାକ୍ତର ମାନଙ୍କ ସହ ଚିକିତ୍ସାଳୟର Continue Reading
Odisha News
ଭୁବନେଶ୍ୱର, ୧୮/୮ : ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଖୁବ ଶୀଘ୍ର ସେ ହସ୍ପିଟାଲରୁ ଡିସଚାର୍ଜ ହେବେ ।କିନ୍ତୁ ନବୀନଙ୍କୁ ନେଇ ରାଜନୀତି ଆରମ୍ଭ ହୋଇଛି । ମେଡ଼ିକାଲରେ ନବୀନଙ୍କୁ ଭେଟିବାକୁ ଉଭୟ ବିଜେପି ଓ କଂଗ୍ରେସ ନେତୃବୃନ୍ଦ ଯାଇଥିବାବେଳେ ସେମାନଙ୍କୁ ଅନୁମତି ନ ମିଳିବାରୁ କ୍ଷୋଭ ପ୍ରକାଶ ପାଇଛି ।ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ନବୀନ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । ସୋମବାର ବରିଷ୍ଠ ବିଜେଡ଼ି ନେତା ଦେବୀ Continue Reading
National News
NEW DELHI, AUG 18 : Maharashtra Governor C P Radhakrishnan arrived in the national capital on Monday and met leaders of the BJP-led National Democratic Alliance, including Prime Minister Narendra Modi, a day after he was named as its vice-presidential candidate. A host of Union ministers, including the BJP’s Bhupender Yadav, Pralhad Joshi and Kiren […]Continue Reading