Home Articles posted by odadmin (Page 343)
Top Stories
By Subrat Sarangi Keonjhar/ Odisha , Aug 20 : ArcelorMittal Nippon Steel India (AM/NS India), through its CSR initiative ‘Udaan’, served as the principal sponsor of the Thakurani Challenger Football Tournament 2025. Organised in partnership with the Veer Birsa Munda Youth Club, Dalki, the tournament brought together 16 teams and over 240 players in a […]Continue Reading
Odisha News
ଭୁବନେଶ୍ୱର, ୨୦/୮ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଆଜି ନୂଆଦିଲ୍ଲୀର ନୂତନ ଓଡିଶା ଭବନ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି । ନୂଆଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏହି ଭବନର ପୁନଃନିର୍ମାଣ କରାଯାଉଛି ।ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଦେଶର ରାଜଧାନୀ ନୂଆଦିଲ୍ଲୀରେ ନିର୍ମିତ ହେବାକୁ ଥିବା ଏହି ନୂଆ ଭବନରେ ଓଡିଶାର ସମୃଦ୍ଧ ପ୍ରସ୍ତର କାରୁକାର୍ଯ୍ୟ, ସମ୍ବଲପୁରୀ ଇକତ, ଓଡିଆ ପରମ୍ପରା ଓ ସଂସ୍କୃତିର ଝଲକ ପ୍ରତିଫଳିତ Continue Reading
Odisha News
ନୂଆଦିଲ୍ଲୀ/ଭୁବନେଶ୍ୱର,୨୦/୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ମୋଦି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା କଥା ପଚାରି ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହିତ ନବୀନଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ମୋଦି। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଦିଲ୍ଲୀ ଆସିଲେ ନବୀନଙ୍କୁ ଭେଟିବାକୁ ବି କହିଛନ୍ତି ପ୍ରଧାନମନ୍ତ୍ରୀ।ଶୁକ୍ରବାର Continue Reading
National News
AHMEDABAD, AUG 20 : A Class 10 student from Seventh Day School, Khokhra, in Gujarat’s Ahmedabad city was fatally stabbed in broad daylight on Tuesday by a Class 8 student, sending shockwaves across the city and exposing severe lapses in school security and discipline. The attack unfolded at school dismissal, following a heated altercation sparked […]Continue Reading
Odisha News
କଟକ, ୨୦/୮ : ପୋଲିସ ଘରେ ଅପରାଧି । ବାପା ପୁଲିସ ହେଲେ ପୁଅ ବ୍ରାଉନସୁଗାର ବେପାରୀ । ଓଡ଼ିଶା ପୁଲିସର ଓୟାରଲେସ୍ରେ କାର‌୍ୟ୍ୟରତ ପୁଲିସ ଏସ୍ଆଇଙ୍କ ପୁଅ ବ୍ରାଉନସୁଗାର ବେପାର କରୁଥିବା ଘଟଣା ସାମନାକୁ ଆସିଛି। ।ଧଳା ଜହର କାରବାରରେ ସମ୍ପୃକ୍ତି ଅଭିଯୋଗରେ କଟକ ତୁଳସୀପୁର ପୁଲିସ କଲୋନିରେ ରହୁଥିବା ୧୯ ବର୍ଷୀୟ ଚନ୍ଦନ ବେହେରାଙ୍କୁ ଗିରଫ କରିଛି ଅବକାରୀ ଥାନା ପୋଲିସ ।କଟକ ଜିଲ୍ଲା ଅବକାରୀ ବିଭାଗ ଦୁଇଟି ସ୍ଥାନରେ ଚଢ଼ଉ କରି ଚନ୍ଦନ […]Continue Reading
National News
NEW DELHI, AUG 20 : Delhi Chief Minister Rekha Gupta was reportedly attacked on Wednesday morning during a ‘Jan Sunwai’ event held at her official residence in Civil Lines, according to the Bharatiya Janata Party. Party sources claimed that the attacker, believed to be in his 30’s, approached the chief minister under the pretext of […]Continue Reading
Odisha News
ଭୁବନେଶ୍ୱର,୨୦/୮: ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତ ପରଲୋକ ଘଟିଛି। ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ପଦ୍ମଶ୍ରୀ ବିନୋଦ ପଶାୟତ। ସମ୍ବଲପୁର ସଦର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ସେ ଚିକିତ୍ସିତ ହୋଉଥିଲେ।ବିବିନୋଦ ପଶାୟତ ଓଡ଼ିଶାର ଜଣେ ପ୍ରଖ୍ୟାତ କବି ଏବଂ ଲେଖକ। ସମ୍ବଲପୁରୀ / କୋଶଳୀ ସାହିତ୍ୟରେ ତାଙ୍କର ଅବଦାନ ଅମୂଲ୍ୟ। ସେ ତାଙ୍କ କବିତା ଏବଂ ଅନ୍ୟାନ୍ୟ ଲେଖାରେ ସରଳତା ପାଇଁ Continue Reading
Odisha News
ଭୁବନେଶ୍ୱର,୨୦/୮: ସରକାରୀ ବିଦ୍ୟାଳୟ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ଡ୍ରପ୍‌ଆଉଟ ହାର ରୋକିବା ସହ ପିଲାଙ୍କୁ ବିଦ୍ୟାଳୟମୁହାଁ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଶିଶୁ ବାଟିକା ଛାତ୍ରୀଛାତ୍ରଙ୍କୁ ମାଗଣାରେ ୟୁନିଫର୍ମ ପ୍ରଦାନ କରାଯିବ। ରାଜ୍ୟର ୪୫ ହଜାର ପ୍ରାଥମିକ ସ୍କୁଲରେ ଶିଶୁ ବାଟିକାରେ ନାମ ଲେଖାଇଥିବା ପିଲାଙ୍କୁ ୟୁନିଫର୍ମ ଓ ଅନ୍ୟାନ୍ୟ ଉପକରଣ ମାଗଣାରେ ଦିଆଯିବ।ଏ ବାବଦରେ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୯/୮ : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ଶିକ୍ଷା ଯୋଜନା ଓ କାର୍ଯ୍ୟକ୍ରମର ସମୀକ୍ଷା ସହ “ଆସ ସ୍କୁଲ ଯିବା” ଯୋଜନାର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।ଉକ୍ତ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟ, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ, ଅଧ୍ୟକ୍ଷ, Continue Reading