Home Articles posted by odadmin (Page 342)
Odisha News
ଭୁବନେଶ୍ୱର, ୨୨/୭ : ଦୁର୍ନୀତି ମୋହନ ସରକାରଙ୍କ ଶୂନ୍ୟ ସହନଶୀଳତା ବଜାୟ ରହିଛି । ଦୁର୍ନୀତି ଖୋରଙ୍କୁ ମାଫ୍ ନାହିଁ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ଡାକ୍ତର ରାଉତ ବର୍ତ୍ତମାନ ଭଦ୍ରକ ଜିଲ୍ଲା ସଦର ମହକୁମା ହସ୍ପିଟାଲର ମାନସିକ ସ୍ୱାସ୍ଥ୍ୟ ଏବଂ କ୍ୟାନ୍‍ସର ବିଭାଗର ବରିଷ୍ଠ ମେଡିକାଲ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୨/୭ : ଗଜପତି ଜିଲ୍ଲା କାଶୀନଗର ଠାରେ ପ୍ରାୟ ୪ ଏକର ପରିମିତ ଜମିରେ ୫ କୋଟି ୨୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗ୍ରାମ ନ୍ୟାୟାଳୟ ତଥା ଜେଏମଏଫସି: କୋର୍ଟର ନୂତନ ବିଲ୍ଡିଙ୍ଗ ଆଜି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ହରିଶ ଟଣ୍ଡନ\’ଙ୍କ ଦ୍ଵାରା ଭର୍ଚୁଆଲ ମୋଡରେ ଉଦଘାଟିତ ହୋଇଯାଇଛି ।ଏହି ସମୟରେ ଜିଲ୍ଲା ଦୌରାଜଜ୍ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି , ରେଜିଷ୍ଟ୍ରାର ଶ୍ରୀ ପ୍ରସନ୍ନ କୁମାର […]Continue Reading
Odisha News
ଭୁବନେଶ୍ୱର,୨୨/୭: ନକଲି ଚାଷୀଙ୍କୁ ଚିହ୍ନଟ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ସବୁ ଚାଷୀଙ୍କର EKYC ହେବ । ଋକଣଉ ମାଧ୍ୟମରେ ନକଲି ଚାଷୀ ଚିହ୍ନଟ ହୋଇ ପାରିବେ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।ଖରିଫ ଧାନ ବିକିବାକୁ ପଞ୍ଜୀକରଣ ବେଳେ ର-EKYC କରାଯିବ । ଚାଷୀ ଫିଙ୍ଗର ପ୍ରିଣ୍ଟ ସହ ଆଖି ସ୍ପାନ କରାଇବେ । ଯାହାଫଳରେ ଯେଉଁ ନକଲି ଚାଷୀ ସରକାରଙ୍କର […]Continue Reading
Odisha News
କେନ୍ଦୁଝର, ୨୨/୭ : କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍‌ର ଡିଏଫ୍‌ଓ ନିତ୍ୟାନନ୍ଦ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।ତିନି ଦିନ ଧରି ଭିଜିଲାନ୍ସ ଡିଏଫ୍‌ଓଙ୍କ କାର‌୍ୟ୍ୟାଳୟ, ବାସଭବନ ସମେତ ୭ଟି ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଡିଏଫ୍‌ଓଙ୍କର ମାଳମାଳ ପ୍ଲଟ୍ ଦେଖି ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ତାଜୁବ ହୋଇଥିଲେ। ଡିଏଫ୍‌ଓ ଶ୍ରୀ ନାୟକଙ୍କ ପୁଅର କାର୍ଯ୍ୟାଳୟ, ଶ୍ବଶୁରଘରେ ମଧ୍ୟ Continue Reading
Odisha News
ବାଲିକୁଦା,୨୨/୭ : ଜଗତ୍‌ସିଂହପୁର ଜିଲା ସଦର ଥାନା ଅଞ୍ଚଳରେ ଜଣେ ଅନୁସୂଚିତ ଜାତିର ଯୁବତୀଙ୍କୁ ସୋମବାର ରାତିରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି।ଯୁବତୀ ଜଣକ ଘରୁ ଚାଲିଚାଲି ସାଙ୍ଗ ଜନ୍ମଦିନରେ ଯୋଗଦେବାକୁ ଯାଉଥିବାବେଳେ ବାଟରେ ୩ ଜଣ ଯୁବକ ତାଙ୍କୁ ଏକ ବଣ ଭିତରକୁ ଉଠେଇ ନେଇ ଗଣବଳାତ୍କାର କରିଥିବା ଅଭିଯୋଗ Continue Reading
National News
NEW DELHI, JUL 22: With Jagdeep Dhankhar resigning from the post of Vice President, the election to appoint his successor must be held “as soon as possible”, as per constitutional provisions. According to Clause 2 of Article 68 of the Constitution, an election to fill a vacancy in the office of the Vice President whether […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୨/୭ : ସୋମବାର ଜ଼ିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ କଣ୍ଟାମାଲ ବ୍ଲକ ରେ ଯୁଗ୍ମ ଜନଶୁଣାଣୀ ପରେ ଅପରାହ୍ନ ରେ ବିଭିନ୍ନ ସ୍ଥାନ ଗସ୍ତ କରିଥିଲେ ଜ଼ିଲ୍ଲାପାଳ ।ରାତ୍ର ୭.୩୦ ସୁଦ୍ଧା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ ଗୁଡିକ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୁବ୍ରତ କୁମାର ପଣ୍ଡା ।ତାଙ୍କ ସହିତ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ Continue Reading
Odisha News
ଭୁବନେଶ୍ୱର,୨୧/୭: ରାସ୍ତାଘାଟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକିଲେ କାର‌୍ୟ୍ୟାନୁଷ୍ଠାନ। ପେଟ୍ରୋଲ ପମ୍ପ ସଂଘ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀ ବଡ଼ ସୂଚନା। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ବାହାରେ ବିକ୍ରି ହେଲେ ଚଢ଼ାଉ କରି କାର‌୍ୟ୍ୟାନୁଷ୍ଠାନ ହେବ। ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି କରାଯାଇ ପାରିବ ନାହିଁ। କାଚ ଓ ଟିଣ ବୋତଲରେ ପେଟ୍ରୋଲ ବିକ୍ରି ପାଇଁ ଅନୁମତି। କାଲିଠାରୁ ବିଭିନ୍ନ ପେଟ୍ରୋଲ ପମ୍ପରେ ଯାଞ୍ଚ ହେବ ବୋଲି Continue Reading