ବରଗଡ଼, ୨୫/୮ : ଲାଞ୍ଚ ନେବା ଜଣେ ପୋଲିସ ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବରଗଡ଼ ଜିଲ୍ଲା ବିଜେପୁର ଥାନା ଏସ୍ଆଇ ଜଗା ବରିହା ସକାଳୁ ସକାଳୁ ଲାଞ୍ଚ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।ମିଳିଥିବା ପ୍ରାଥମିକ ସୂଚନା ଆଧାରରେ, ଜଣେ ସ୍କ୍ରାପ୍ ଡିଲର୍ ଯିଏ କି ଅଭିଯୋଗକାରୀ ତାଙ୍କ ବ୍ୟବସାୟ ସୁରୁଖରେ ଚଳାଇବାକୁ ଅନୁମତି ମାଗୁଥିବାବେଳେ ଏସ୍ଆଇ ବରିହା ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ମାତ୍ର ଡିଲର୍ ଏତେଗୁଡ଼ାଏ ଟଙ୍କା Continue Reading




