Home Articles posted by odadmin (Page 338)
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୫/୮ : ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବୁଢାବୁଢ଼ିଆଣି ନିକଟସ୍ଥ ପ୍ରକୃତିର ବରଦାନ ବରକନ୍ୟା ଝରଣାଠାରେ ନୟାଗଡ଼ ଜିଲା ଲେଖକ ପରିଷଦ ଓ ନୟାଗଡ଼ ଦର୍ପଣ ପରିବାରର ମିଳିତ ଆନୁକୂଲ୍ୟରେ ବର୍ଷା କାଳୀନ ସାହିତ୍ୟ ଆସର ‘ମେଘ ମହ୍ଲାର’ ଅନୁଷ୍ଠିତ ହୋଇଯାଇଛି।ନୟାଗଡ଼ ଜିଲ୍ଲାର ପ୍ରାୟ ଶତାଧିକ ପ୍ରତିଭାଧାରୀ ସାହିତ୍ୟର ସୃଜନଶୀଳ ସ୍ରଷ୍ଟାମାନେ ଯୋଗଦେଇଥିଲେ। ଗଳ୍ପ, କବିତା, ସଙ୍ଗୀତ ଓ ବ୍ୟଙ୍ଗ ଚତୁଃଧାରାର ମଧୁର ମିଳନରେ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୨୫/୮: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ (୫୩)ଙ୍କର ରବିବାର ରାତିରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି ।କିଡ୍‌ନିଜନିତ ରୋଗରେ ପୀଡ଼ିତ ହୋଇ ସେ ଗତକିଛି ଦିନ ହେଲା ଚିକିତ୍ସାଧୀନ ଥିଲେ। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ବେଲଘର ଥାନା ଗୁମା ଗ୍ରାମରେ ଜନ୍ମିତ କରେନ୍ଦ୍ର ବାଲିଗୁଡ଼ାରୁ ବିଜେପିରୁ ୨୦୦୪ ଓ ୨୦୦୯ ରେ Continue Reading
Odisha News
ଭୁବନେଶ୍ୱର,୨୫/୮: ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ କରାଯାଇଛି ବୋଲି ଶିକ୍ଷା ମନ୍ତ୍ରାଳୟ ସୋମବାର ଘୋଷଣା କରିଛି।ପୁରସ୍କାର ପାଇବାକୁ ଥିବା ଶିକ୍ଷକ ହେଉଛନ୍ତି ବସନ୍ତ କୁମାର ରାଣା ଓ ତାରୁଣ କୁମାର ଦାଶ। ସେମାନଙ୍କୁ ଆସନ୍ତା ସେପ୍ଟେମ୍ବର ୫, ୨୦୨୫ରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ସମାରୋହରେ ସମ୍ମାନିତ କରାଯିବ।ବସନ୍ତ କୁମାର ରାଣା ମାଲକାନଗିରି ଜିଲାର କୋରକୁଣ୍ଡା ବ୍ଲକ ଅନ୍ତର୍ଗତ କୋଣ୍ଡେଲ ସରକାରୀ Continue Reading
Odisha News
ଭୁବନେଶ୍ୱର, ୨୫/୮ : ଏଣିକି ଆଦିବାସୀ ଝିଅ ଉଡ଼ାଇବେ ବିମାନ । ସେମାନଙ୍କୁ ଦିଆଯିବା ସ୍ୱତନ୍ତ୍ର ତାଲିମ୍ । ରାଜ୍ୟ ସରକାରଙ୍କ କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମ୍ ରେ ଆଦିବାସୀ ଝିଅ ମାନଙ୍କୁ ତାଲିମ୍ ପ୍ରଦାନ କରାଯିବ । ଏହା ଦ୍ୱାରା ଝିଅମାନେ ବିମାନ ଚାଳକ ହେବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଭୁବନେଶ୍ୱରଠାରେ ସୋମବାର ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀର ଆୟୋଜିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ Continue Reading
Odisha News
ଭୁବନେଶ୍ୱର, ୨୫/୮ : ରାଜ୍ୟପାଳ ହରିବାବୁ କମ୍ଭମପାଟି ସୋମବାର ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନ ନିବାସରେ ଉଭୟଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ହୋଇଛି । ରାଜ୍ୟପାଳ ନବୀନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହିତ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରାୟ ୨୦ ମିନିଟ୍ ରାଜ୍ୟପାଳ ଆଲୋଚନା କରିବା ପରେ ଫେରି ଆସିଥିଲେ ।ବିଜେଡ଼ି ଉପସଭାପତି ଦେବୀପ୍ରସାଦ ମିଶ୍ର ମଧ୍ୟ ରାଜ୍ୟପାଳଙ୍କ ଗସ୍ତ Continue Reading
Business News Top Stories
By Swagatika Mohapatra Bhubaneswar, Aug. 25 : Vedanta Aluminium, India’s largest aluminium producer, organised a free eye screening camp at the Community Health Centre (CHC) in Kashipur block of Rayagada, in collaboration with LV Prasad Eye Institute. The initiative benefitted over 165 residents from Kashipur block and nearby villages, reaffirming the company’s commitment Continue Reading
Top Stories
By Sukant Mohanty Bhubaneswar, Aug. 25: In a pioneering move for wildlife conservation, Odisha has introduced its first state-of-the-art elephant transport truck, designed exclusively for the safe and efficient relocation of the state’s pachyderms. The specialised vehicle, named ‘Airabat,’ has been handed over to the Angul Forest Division and will also serve other Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୨୫/୮ : ଚଳିତ ବର୍ଷ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ସମାରୋହରେ ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀ ହରପ୍ରସାଦ ଭୋଇ ସଭାପତିତ୍ୱ କରିଥିବା ବେଳେ ବିଭାଗୀୟ ମୁଖ୍ୟ ଡ.ସୁଶାନ୍ତ କୁମାର ପଣ୍ଡା ସଭା ସଂଚାଳନ କରିଥିଲେ।ଏହି ସମାରୋହରେ ଡ.ସୁଷମା ମଞ୍ଜରୀ ନାଏକ ମୁଖ୍ୟ ବକ୍ତା, ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ଼.ରାଜକିଶୋର ପାତ୍ର ମୁଖ୍ୟ ଅତିଥି, Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ,୨୫/୮: ଗୀତା ଜୀବନ ଦର୍ଶନ ର ଶାସ୍ତ୍ର ଅଟେ । ଏହାକୁ ଡ ରାଧାକ୍ରିଷ୍ଣନ୍, ମହାତ୍ମା ଗାନ୍ଧୀ,ଶଙ୍କରାଚାର୍ଯ୍ୟଙ୍କଠାରୁ ଆରମ୍ଭ କରି ଭାରତ ର ବହୁ ସାଧୁ ସନ୍ୟାସୀ ଏବଂ ବିଶ୍ଵର ବିଶିଷ୍ଟ ବ୍ୟକ୍ତି ମାନେ ଶତାଧିକ ବ୍ୟାଖ୍ୟା କରିଛନ୍ତି ।ଶତାଧିକ ଭାଷାରେ ଅନୁଦିତ ହୋଇ ପାଠକୀୟ ସ୍ଵୀକୃତି ପାଇଛି । ତେଣୁ ଥିଙ୍କର୍ସ କ୍ଲବ ର ୧୩୨ ତମ ଆଭ।ସି ଆଲୋଚନା ୫୧୬୩ ତମ ଗୀତା ଜୟନ୍ତୀ ଓ ଶ୍ରୀଳ ପ୍ରଭୁପାଦଙ୍କ ୧୫୦ ତମ […]Continue Reading