Home Articles posted by odadmin (Page 33)
Odisha News
କେନ୍ଦୁଝର, ୨୮/୧୦ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ରେ ଅଭାବନୀୟ ଘଟଣା। ଜେନେରେଟରରୁ ନିର୍ଗତ ଗ୍ୟାସ୍ରେ ଶ୍ୱାସରୁଦ୍ଧ ହୋଇ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ନୟାକୋଟ ଥାନା ଅନ୍ତର୍ଗତ ସୁଡୁଙ୍ଗ ଗାଁରେ ଘଟିଛି।ଖବର ଅନୁଯାୟୀ, ଗାଁରେ ଲକ୍ଷ୍ମୀପୂଜା ଚାଲିଥିବା ବେଳେ ୫ ଜଣ ଯୁବକ ରାତିରେ ଗୋଟିଏ ଘରେ ଜେନେରେଟର ଚଳାଇ ଶୋଇଥିଲେ। ରାତିରେ ଜେନେରେଟରରୁ ନିର୍ଗତ ଗ୍ୟାସ୍ରେ ସମସ୍ତେ ଶ୍ୱାସରୁଦ୍ଧ Continue Reading
Odisha News
ଭୁବନେଶ୍ୱର, ୨୮/୧୦ : ଆଗୁଆ ମାଡ଼ି ଆସିଲା ‘ଅର୍ଣ୍ଣବ’। ଆନ୍ଧ୍ରରେ ଭିଆଇଲା ତାଣ୍ଡବ। ଅତି ଭୀଷଣ ବାତ୍ୟା ରୂପରେ ମଙ୍ଗଳବାର ବିଳମ୍ବିତ ରାତିରେ କାକିନାଡ଼ାର ଦକ୍ଷିଣରେ କଲା ଲ୍ୟାଣ୍ଡଫଲ୍ ।ସ୍ଥଳଭାଗ ଛୁଇଁଲାବେଳକୁ ପବନ ପିଟୁଥିଲା ଘଣ୍ଟା ପ୍ରତି ୧୨୫-୧୩୫ କିଲୋମିଟର ବେଗରେ। ଝଟକା ପବନ ୧୫୦ କିମି ଯାଏଁ ଯାଇଥିବା ଅନୁମାନ କରାଯାଉଛି। ଅତି ପ୍ରବଳ ବର୍ଷା ବି ଅଜାଡ଼ିଛି । ମୋଡ଼ି ମକଚି ଦେଇଛି ଉପକୂଳବର୍ତ୍ତୀ ଆନ୍ଧ୍ର ଅଞ୍ଚଳକୁ।ବିଶାଖାପଟ୍ଟନମ, ଶ୍ରୀକାକୁଲମ, Continue Reading
Business News
By Prakash Panigrahi Bhubaneswar/Odisha, Oct 28 : Cyclone Arnab is expected to bring heavy rainfall and strong winds across Odisha over the next two days. According to the India Meteorological Department, the system is likely to intensify into a very severe cyclonic storm before crossing the Andhra Pradesh coast near Yanam on the forenoon of […]Continue Reading
Top Stories
By Sukanta Kumar Mohanty Bhubaneswar, Oct. 27: The Odisha Janata Congress (OJC) on Tuesday held an organisational meeting at its state office here to review the party’s organisational strength in different wards of the Bhubaneswar Municipal Corporation (BMC) area and chalk out strategies to expand its grassroots presence ahead of the upcoming municipal elections. OJC […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ , ୨୭/୧୦ : ସମ୍ଭାବ୍ୟ ପ୍ରବଳ ବର୍ଷା ଓ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ୨୮ ତାରିଖ ବୁଧବାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏନେଇ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୭ ଅକ୍ଟୋବର ୨୦୨୬ରେ ଜାରି ଆଦେଶ ନଂ. ୧୧୭୮/ଏମ୍‌ଜି ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି।ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୭/୧୦ : ସମ୍ଭାବ୍ୟ ବାତ୍ୟା “ଅର୍ଣ୍ଣବ” ପାଇଁ ଗଜପତି ଜିଲ୍ଲାର ନୋଡାଲ ଅଧିକାରୀ ବିଜୟ କୁମାର ଦାଶ- ଆଇ:ଏ:ଏସ ଆଜି ରାୟଗଡ଼ ବ୍ଲକ ଗ୍ରସ୍ତରେ ଯାଇ ସମ୍ଭାବ୍ୟ ବାତ୍ୟା ପୂର୍ବରୁ କିଭଳି ସବୁ ପ୍ରଶାସନିକ ପ୍ରସ୍ତୁତି ବ୍ୟବସ୍ଥା କରାଯାଇଛି, ସେ ସବୁ ପରିଦର୍ଶନ ଓ ଅନୁଧ୍ୟାନ କରିବା ପାଇଁ ଗ୍ରସ୍ତ କରିଥିଲେ। ।ରାୟଗଡରେ ଗର୍ଭବତୀ ମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ମା ଗୃହ ବୁଲି ଦେଖିବା ସହ ସିଏଚସି ଏବଂ Continue Reading
Top Stories
By IGP Dr Satyajit Naik Cuttack/Odisha, Oct 27 :   Dr Satyajit Naik, Inspector General of Police, Central Range, Cuttack, visited the revered Achyutananda Pitha at Nemalo in Cuttack district during the auspicious month of Kartik to review security arrangements for the forthcoming Rasa Purnima celebrations. Considering the large gathering of devotees expected at Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୭/୧୦ : ବୌଦ୍ଧ ସଦ୍‌ଭାବନା ସଭାଗୃହଠାରେ ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ ଉପରେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଓ ଉପଜିଲ୍ଲାପାଳ ବିନୟ କୁମାର ଭୋଇ ଯୋଗଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସାଗରିକା ଦତ୍ତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଜିଲ୍ଲା ମହିଳା Continue Reading
Odisha News
ଭୁବନେଶ୍ୱର, ୨୭/୧୦ : କୋଟିଆକୁ ନେଇ ଓଡ଼ିଶା ରାଜନୀତିରେ ପୁଣି ତେଜିଲା ଚର୍ଚ୍ଚା। କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଂଶ ଏବଂ ରାଜ୍ୟର ସୀମା ସୁରକ୍ଷା ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ ସ୍ପଷ୍ଟ କରିଛନ୍ତି।ଅକ୍ଟୋବର ୨୭ ତାରିଖରେ ନବୀନ ପଟ୍ଟନାୟକଙ୍କୁ Continue Reading