Home Articles posted by odadmin (Page 31)
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୩୦/୧୦ : ଗୁରୁବାର ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଏକ ସାଧାରଣ ସଭା ଓ ଆଲୋଚନା ଚକ୍ର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସର ସ୍ଥିତ ସଦଭାବନା ସଭାଗୃହରେ ଦିବା ୧୧ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ) ଶ୍ରୀମତୀ ରୋଜିନା Continue Reading
National News
BHUTAN, OCT 30 : A glacial lake outburst flood (GLOF) in Bhutan has triggered a high flood alert in parts of northern West Bengal, prompting authorities to evacuate residents from vulnerable areas along the Sankosh river and its tributaries, officials said on Friday. Residents of riverbank villages in Alipurduar district were seen leaving their homes […]Continue Reading
Odisha News
କେନ୍ଦ୍ରାପଡା, ୩୦/୧୦ : ଗାଁରୁ ମିଳିଲା ମୁଣ୍ଡ ନଥିବା ମୃତଦେହ । ବନ୍ଧରେ ଦେଖିଲେ ଲୋକେ । କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଲୁଣାନଦୀ ବନ୍ଧରେ ଜଣେ ଅପରିଚିତ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଠାବ ହୋଇଛି ।ସ୍ଥାନୀୟ ମାହାରାକୂଳ ଗାଁ ଲୋକେ ଆଜି ସକାଳୁ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ନିକଟରେ ଦୁଇଟି ଚପଲ ମଧ୍ୟ ପଡିଛି ।ଏହା ବ୍ୟତୀତ ଅନ୍ୟ କିଛି ଠାବ ହୋଇ ନାହିଁ । ନଦୀ ବନ୍ଧ ଉପରେ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୦/୧୦ : ବୌଦ୍ଧ ସର୍କିଟ ହାଉସ ଠାରେ ପ୍ରଦେଶ କଂଗ୍ରେସ କମିଟି ଓ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଭୋଟ୍ ବଞ୍ଚାଅ ଦେଶ ବଞ୍ଚାଅ ଆନ୍ଦୋଳନ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।ବୌଦ୍ଧର ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟି ଶୃଙ୍ଖଳା କମିଟିର ଅଧ୍ୟକ୍ଷ ସୁଜିତ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତୀୟ ଜାତୀୟ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୯/୧୦ : ବାତ୍ୟା “ଅର୍ଣ୍ଣବ” ଯୋଗୁଁ ଲଗାଣ ବର୍ଷାର କରାଳ ପ୍ରଭାବରେ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଦେଖା ଦେଇଛି ଜଳବନ୍ଦୀ ସ୍ଥିତି। ଅନବରତ ତୁହାକୁ ତୁହା ଭୀଷଣ ବର୍ଷା ଯୋଗୁଁ ହଜାର ହଜାର ଏକର ଚାଷଜମି କ୍ଷତିଗ୍ରସ୍ତ ହେବା ସହ ଅନେକ ଗ୍ରାମ ବର୍ତ୍ତମାନ ବର୍ଷାଜଳରେ ଜଳବନ୍ଦୀ ହୋଇ ରହିଛି।ଏହାକୁ ନେଇ ଚାଷୀଙ୍କ ମହଲରେ ଗଭୀର ଚିନ୍ତା ଓ ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଛି Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୨୯/୧୦ : ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଅମଳ ସମୟରେ ବର୍ଷା ଦାଉ ସାଧିଥିବାରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ପନିପରିବା ସହ ଧାନ ଫସଲ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି।ଅଦିନିଆ ବର୍ଷା ଚାଷୀଙ୍କ ବର୍ଷକର ପରିଶ୍ରମକୁ ମାଟିରେ ମିଶାଇ ଦେବା ଭଳି ପରିସ୍ଥିତି ସୃଷ୍ଟି କରିଥିବାରୁ ଚାଷୀମହଲରେ ନିରାଶା ଦେଖାଦେଇଛି। Continue Reading
Odisha News
ଭୁବନେଶ୍ୱର, ୨୯/୧୦ : ରାଜ୍ୟସଭା କ୍ରସ-ଭୋଟିଂ ମାମଲାରେ ଓଡ଼ିଶା ହାଇକୋର୍ଟ ୫ ଜଣ ବିଜେଡି ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି। ଏଥିସହ ସେମାନଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।କୋର୍ଟରେ ଜବାବ ଦାଖଲ କରିବାକୁ ପଡ଼ିବନୋଟିସ ପାଇଥିବା ବିଧାୟକମାନେ ହେଲେ ଅରବିନ୍ଦ ମହାପାତ୍ର, ସୁବାସିନୀ ଜେନା, ସନାତନ ମହାକୁଡ଼, ସୌଭିକ ବିଶ୍ୱାଳ ଏବଂ ଚକ୍ରମଣୀ କହଁର।ବିଧାୟକ ପଦ ରଦ୍ଦ ଦାବି ନେଇ ହୋଇଥିବା ଏକ ମାମଲାରେ ହାଇକୋର୍ଟ ଏହି ନୋଟିସ ଜାରି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୯/୧୦ : ‘ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ’ (ଓ ୟୁଜେ) ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଏକ ସଙ୍ଗଠନିକ ବୈଠକରେ ଦ୍ୱିବାର୍ଷିକ କର୍ମକର୍ତ୍ତା ନିର୍ବାଚନ ବିରନରସିଂହପୁର ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ଓୟୁଜେର ନିର୍ଦ୍ଦେଶକ୍ରମେ ପ୍ରତି ଜିଲ୍ଲାରେ ଆସନ୍ତା ଅକ୍ଟୋବର ୩୦ ତାରିଖ ପୂର୍ବରୁ ସାଙ୍ଗଠନିକ ନିର୍ବାଚନ ସାରିବା ପାଇଁ ସ୍ଥିର ହୋଇଥିଲା।ଏହି ପରିପ୍ରେକ୍ଷୀ ରେ ବୌଦ୍ଧ ଜିଲ୍ଲାର ସମସ୍ତ ବ୍ଳକରୁ ଆସିଥିବା Continue Reading
Odisha News
ଗଞ୍ଜାମ/ ଗଜପତି,୨୯/୧୦ : ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ଏହି ବର୍ଷା ପରେ ଏହି ସବୁ ଜିଲ୍ଲାରେ ବଢ଼ିଛି ବନ୍ୟା ଆଶଙ୍କା । ବିଶେଷକରି ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଅଧିକ ବର୍ଷା ଯୋଗୁଁ ବଂଶଧାରା ଓ ଋଷିକୁଲ୍ୟା ନଦୀରେ ବନ୍ୟା ସ୍ଥିତି ଉପୁଜିଛି ।ଋଷିକୁଲ୍ୟା ଅବବାହିକାରେ ପ୍ରାୟ ୨୦୦ ମିଲିମିଟର ଏବଂ ବଂଶଧାରା ଅବବାହିକାରେ ୧୨୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ରାଜ୍ୟର ୪୭ଟି ସ୍ଥାନରେ ୧୦୦ […]Continue Reading