Home Articles posted by odadmin (Page 292)
Odisha News Ollywood News
ଭୁବନେଶ୍ୱର, ୪/୯: ଓଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଗତ ରବିବାର ଅସୁସ୍ଥ ହୋଇ କଟକର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ । ଆଜି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମସ୍ କୁ ସ୍ଥାନାନ୍ତର କରାଯାଇଛି ।ସୂଚନା ଅନୁସାରେ ସେ ଦୀର୍ଘ ଦିନ ହେବ ଲିଭର୍ ଜନିତ ରୋଗରେ ପୀଡ଼ିତ ଥିବା ସୂଚନା ମିଳିଛି । ଅଭିଜିତଙ୍କ ଶରୀରରେ ପୋଟାସିୟମ କମି ଯିବାରୁ ଗୁରୁତର ହୋଇପଡ଼ିଥିଲେ । […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୪/୯: ବୁଧବାର ଭୋର୍ ୪ ଟା ସମୟରେ ସାମ୍ବାଦିକ ପ୍ରଭାତ କୁମାର ମହାନ୍ତି ଓରଫ (ବାବୁଲି )ଙ୍କର ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ବାବୁଲି ବାବୁ ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିଅନର ପୁରାତନ ବରିଷ୍ଠ ସଦସ୍ୟ ଥିଲେ। ସେ ଜଣେ ପରୋପକାରୀ ଧର୍ମ ପରାୟଣ ବ୍ୟକ୍ତି ଥିଲେ।ତାଙ୍କର ଅନ୍ୟ ଏକ ପରିଚୟ ଜଣେ ଭଲ ମେକାନିକ ଭାବରେ ଖୋର୍ଦ୍ଧା ସହରରେ ଜଣାଶୁଣା ଥିଲେ। ତାଙ୍କ […]Continue Reading
Top Stories
By Swagatika Mohapatra Bhubaneswar, Sept. 3: The headmaster of Sannyasipali Government Upper Primary School in Kolabira block of Odisha’s Jharsuguda district was suspended on Wednesday after being caught consuming alcohol on the school premises at night. The incident came to light after photographs went viral on social media showing headmaster Upendra Patel, a member of Continue Reading
National News
NEW DELHI, SEP 3 : Union Home Minister Amit Shah on Wednesday said that the Prime Minister Narendra Modi-led Union government would not rest until all Naxals are either surrendered, caught or eliminated completely. Felicitating the personnel of the Central Reserve Police Force (CRPF), Chhattisgarh Police, District Reserve Guard (DRG) and the CoBRA battalions, who […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୩/୯ : ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୁଲିସ୍ର ପେଟ୍ରୋଲିଙ୍ଗ ଗାଡି ମୁକୁନ୍ଦପ୍ରସାଦ ଚେକ ଗେଟ ନିକଟରୁ ଦୁଇ ଜଣ ବାଇକ ଚୋରଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ଦୁଇଟି ଗାଡି ସମେତ ଦୁଇ ମୋବାଇଲ ଜବତ କରିଛି।ସୂଚନା ଅନୁଯାଇ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୁଲିସ ପେଟ୍ରୋଲିଙ୍ଗ ସମୟରେ ସନ୍ଦେହରେ ମୁକୁନ୍ଦପ୍ରସାଦ ଚେକ ଗେଟ ନିକଟରେ ଦୁଇଜଣ ବାଇକ ଚାଳକଙ୍କୁ ଅଟକାଇ ଗାଡିର କାଗଜ ପତ୍ର ଯାଞ୍ଚ କରିଥିଲେ।ତେବେ ଉଭୟ ବାଇକ Continue Reading
Odisha News
ଭୁବନେଶ୍ଵର, ୩/୯: ରଥଯାତ୍ରା ଦଳାଚକଟା ରିପୋର୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆମେ କୌଣସି ରିପୋର୍ଟ ଚାପିବୁ ନାହିଁ। ଖୁବ୍ ଶୀଘ୍ର ଏହି ରିପୋର୍ଟ ପ୍ରକାଶ କରାଯିବ।ଉନ୍ନୟନ କମିସନର ଅନୁଗର୍ଗ ଏନେଇ ରିପୋର୍ଟ ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ପଦକ୍ଷେପ ନେବେ । ପୂର୍ବ ସରକାରରେ ୨୩ଟି ରିପୋର୍ଟ ଚାପିଥିଲେ । ଆମେ ସେହି ଧାରାରେ ଯିବୁ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।ଏହା ସହିତ ଧାଡ଼ି ଦର୍ଶନ ନେଇ ମଧ୍ୟ Continue Reading
Odisha News
ଭୁବନେଶ୍ୱର, ୩/୯ : ବିଜୁ ଜନତା ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂ ପୁଣି ଥରେ କଂଗ୍ରେସ ଆଡ଼ୁକ ଢଳୁଥିବା ପ୍ରତୀୟମାନ ହେଉଛି । କଂଗ୍ରେସ ଘର ବାହୁଡ଼ା କରିବାକୁ ସଙ୍କେତ ଦେଲେଣି । ତାଙ୍କ ପାଇଁ ଲୋକେ ଶ୍ରେଷ୍ଠ ଦଳ ନୁହେଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଭୂପିନ୍ଦର ।କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିଥିବା ଭୂପିନ୍ଦରଙ୍କ ମନ ଧିରେ ଧିରେ ପରିବର୍ତ୍ତନ ହେବା ଦେଖାଯାଉଛି । ସେ କହିଛନ୍ତି ଯେ ତାଙ୍କ ପାଇଁ ଲୋକେ ହିଁ ଶ୍ରେଷ୍ଠ […]Continue Reading
Odisha News
ଭୁବନେଶ୍ୱର,୩/୯: ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧୀନ ଏକ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗଣିତ ଆସିଲାନି ବୋଲି ଜଣେ ଶିକ୍ଷୟିତ୍ରୀ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି।ଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ରୀଙ୍କ ଆଖିରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ଏନେଇ ପରିବାର ଲୋକେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।Continue Reading