By Mahendra Darjee Balangir, Sept. 3: The Department of Philosophy at Rajendra University, Balangir, organised a lecture series on Tuesday under the theme “Cow-in-Rope: Freedom within/from Determinism.” The series, inspired by the metaphor of a tethered cow moving freely within its limits, explored the complex relationship between human agency and life’s constraints. The Continue Reading
ଭୁବନେଶ୍ୱର,୪/୯: ଆସନ୍ତା ୧୭ ତାରିଖ ଅର୍ଥାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ୫୦ ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବେ ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ। ସେ କହିଛନ୍ତି ମୋଦିଙ୍କ ଜନ୍ମଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯିବ।ପୂର୍ବରୁ ୧ ଲକ୍ଷରୁ ଊଦ୍ଧର୍ବ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇଛି। ନଭେମ୍ବରରେ ପ୍ରଧାନମନ୍ତ୍ରୀ ଆବାସର କାର୍ଯ୍ୟାଦେଶ ବଣ୍ଟନ କରାଯିବ। Continue Reading
By Swagatika Mohapatra Berhampur, Sept.4: TPSODL has successfully commissioned a 33-kV supply with a 500-kVA distribution transformer for the newly built 650-bedded teaching hospital at Shaheed Laxman Nayak Medical College (SLNMC), Koraput. This dedicated power setup will ensure reliable and uninterrupted electricity for the hospital, hostels, and newly added residential Continue Reading
By Mahendra Kumar Darjee Balangir, Sept. 4: Rajendra University, one of western Odisha’s premier institutions of higher learning, celebrated its fifth Foundation Day on Wednesday with a grand ceremony that brought together faculty, students, alumni, and eminent scholars. The event, held on the university premises, was presided over by Dr. Pratap Kumar Dash, Chairman of Continue Reading
ଭୁବନେଶ୍ୱର, ୪/୯: ସୁଭଦ୍ରା ହିତାଧିକାରୀଙ୍କୁ ନେଇ ବଡ଼ ଖୋଳତାଡ଼। କଟିଥିବା ହିତାଧିକାରୀଙ୍କୁ ସାମିଲ ପାଇଁ ବଡ଼ ପଦକ୍ଷେପ। ଯୋଗ୍ୟଙ୍କୁ ସାମିଲ ଏବଂ ଅଯୋଗ୍ୟଙ୍କୁ ବାଦ୍ ଦେବାକୁ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏନେଇ ଚିଠି ଲେଖାଯାଇଛି। ଚାରି ଚକିଆ ଥିବା ହିତାଧିକାରୀଙ୍କ ତଥ୍ୟ ପାଇଁ ପରିବହନ ବିଭାଗକୁ ଚିଠି। ଖାଦ୍ୟ ଯୋଗାଣ ବିଭାଗକୁ ମୃତ ହିତାଧିକାରୀଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଜୀକରଣ Continue Reading
ଭୁବନେଶ୍ଵର, ୪/୯ : ଚଳିତ ବର୍ଷ ଦୁର୍ଗାପୂଜାରେ ଅନେକ କଟକଣା ଜାରି କରାଯାଇଛି । ଏବେ ପୂଜା କମିଟିଗୁଡ଼ିକ ଉପରେ ଆଉ ଏକ କଟକଣା ପୁଣି ଲଗାଯାଇଛି । ଏଥର ରାଜଧାନୀ ମେଲୋଡ଼ିରେ ଆଉ ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟ । ଏଥିପାଇଁ ଗୁରୁବାର ବସିଥିବା ଭୁବନେଶ୍ୱର ମହାନଗର ନିଗମ ବୈଠକରେ ନିଷ୍ପତ୍ତି ନିଆଯାଇଛି ।ଦୁର୍ଗାପୂଜା ପାଇଁ ଆଜି ବିଏମସି କମିଶନର ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋକଚନା ହୋଇଛି । Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୪/୯ : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ର ପଞ୍ଚମ ପ୍ରତିଷ୍ଠା ଦିବସ ବିଶ୍ଵବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି।ବିଶ୍ଵବିଦ୍ୟାଳୟ ର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ତଥା ଭାରପ୍ରାପ୍ତ କୁଳପତି ପ୍ରଫେସର ପ୍ରତାପ କୁମାର ଦାଶ ଙ୍କ ଅଧ୍ୟକ୍ଷତାରେ ଏହି ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ବିଶ୍ୱବିଦ୍ୟାଳୟ ର କୁଳସଚିବ ଶ୍ରୀ ହର ପ୍ରସାଦ ଭୋଇ ବିଶ୍ଵବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ Continue Reading
RANCHI, SEPT 4 : Two security personnel were killed and another was injured in a gunfight with members of the banned TSPC, a splinter group of CPI (Maoist), in Jharkhand’s Palamu district on Thursday, police said. The encounter between security forces and members of the proscribed Tritiya Sammelan Prastuti Committee (TSPC) broke out in Kedal […]Continue Reading
ଭୁବନେଶ୍ୱର, ୪/୯: ଓଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଗତ ରବିବାର ଅସୁସ୍ଥ ହୋଇ କଟକର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ । ଆଜି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମସ୍ କୁ ସ୍ଥାନାନ୍ତର କରାଯାଇଛି ।ସୂଚନା ଅନୁସାରେ ସେ ଦୀର୍ଘ ଦିନ ହେବ ଲିଭର୍ ଜନିତ ରୋଗରେ ପୀଡ଼ିତ ଥିବା ସୂଚନା ମିଳିଛି । ଅଭିଜିତଙ୍କ ଶରୀରରେ ପୋଟାସିୟମ କମି ଯିବାରୁ ଗୁରୁତର ହୋଇପଡ଼ିଥିଲେ । […]Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୪/୯: ବୁଧବାର ଭୋର୍ ୪ ଟା ସମୟରେ ସାମ୍ବାଦିକ ପ୍ରଭାତ କୁମାର ମହାନ୍ତି ଓରଫ (ବାବୁଲି )ଙ୍କର ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ବାବୁଲି ବାବୁ ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିଅନର ପୁରାତନ ବରିଷ୍ଠ ସଦସ୍ୟ ଥିଲେ। ସେ ଜଣେ ପରୋପକାରୀ ଧର୍ମ ପରାୟଣ ବ୍ୟକ୍ତି ଥିଲେ।ତାଙ୍କର ଅନ୍ୟ ଏକ ପରିଚୟ ଜଣେ ଭଲ ମେକାନିକ ଭାବରେ ଖୋର୍ଦ୍ଧା ସହରରେ ଜଣାଶୁଣା ଥିଲେ। ତାଙ୍କ […]Continue Reading




