Home Articles posted by odadmin (Page 288)
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୨/୧୦ : ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଛି, ଅଧିକାଂଶ ଲୋକେ ନିରାମିଷ ଖାଦ୍ୟ ଖାଉଛନ୍ତି, ତେଣୁ ପରିବା ଉପରେ ଲୋକଙ୍କ ଚାହିଦା ରହୁଛି । ବର୍ତ୍ତମାନ ଲଗାତର ଲଘୁଚାପ ବର୍ଷା ଯୋଗୁଁ ଓଡ଼ିଶାର ପ୍ରାୟ ଅଧିକାଂଶ ଜିଲ୍ଲା ରେ ପରିବା ଆମଦାନୀ କମି ଯାଇଛି ।ଏଣୁ ଦରରେ ଅହେତୁକ ବୃଦ୍ଧି ଘଟିଛି ବୋଲି ହୋଲସେଲ ବ୍ୟବସ୍ୟାୟୀ ମାନେ ମତ ଦେଇଛନ୍ତି ।୨୦୦ ଶହ ଟଙ୍କାରେ ମଧ୍ୟ ବ୍ୟାଗ୍ ପୁରୁନି, କିଲେ ଜାଗାରେ […]Continue Reading
Odisha News
ଗଜପତି, ୧୨/୧୦ : ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଆଜି ୧୨ ତାରିଖ ଠାରୁ ୧୪ ତାରିଖ ପର‌୍ୟ୍ୟନ୍ତ ୩ ଦିନ ଧରି ସମଗ୍ର ଗଜପତି ଜିଲ୍ଲାରେ ପଲସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ କରାଯିବ।ସେହି କ୍ରମାନୁସାରେ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ପ୍ରସୂତି କାଳୀନ ଏବଂ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ପଲସ-ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ୨୦୨୫ ର ଶୁଭାରମ୍ଭ ହୋଇଯାଇଛି।ଶୁଭାରମ୍ଭ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୧୨/୧୦ : ଆଜି ଜିଲ୍ଲା ସ୍ବାସ୍ଥ୍ୟ ସମିତି ବୌଦ୍ଧର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟୀକାକରଣ କେନ୍ଦ୍ର ଠାରେ ପୋଲିଓ ଟୀକାକରଣ(IPPI) ୨୦୨୫ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତିଭୁଷଣ ନାୟକଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ଡାକ୍ତର ସଂଘମିତ୍ରା ପଣ୍ଡା, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ତୋଷ କୁମାର ତ୍ରିପାଠୀ, ଅତିରିକ୍ତ ଜିଲ୍ଲା Continue Reading
National News
WEST BENGAL , OCT 12 : Reacting to the gangrape of a medical student in West Bengal’s Durgapur, Chief Minister Mamata Banerjee on Sunday made a controversial remark suggesting that girls “should not be allowed” to go outside college at night. Speaking to reporters at Kolkata airport, Mamata called the incident “shocking” and said no […]Continue Reading
Odisha News
ଭୁବନେଶ୍ବର ୧୨/୧୦: ନୂଆପଡ଼ା ଉପନିର୍ବାଚନରେ ତାଙ୍କ ଭୂମିକା ରହିବ ବୋଲି ପୂର୍ବତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ଭୂମିକା ଆଗରୁ ଥିଲା ଏବେ ବି ରହିବ ।ଜୟ ଢୋଲକିଆଙ୍କୁ ବିଜେପିକୁ ସ୍ଵାଗତ । ମାନସିକତା ଥିଲେ ସବୁ ଠିକ୍ ହେଇଯିବ । ପ୍ରାର୍ଥୀ କିଏ ହେବ ତାହା ପାର୍ଲିଆମେଣ୍ଟାରୀ ବୋର୍ଡ ନିଷ୍ପତ୍ତି ନେବ । ଆଜିର ବୈଠକରେ ଅନେକ ବିଷୟରେ ଆଲୋଚନା ହେବ ।ନୂଆପଡ଼ା ଉପନିର୍ବାଚନ […]Continue Reading
National News
KABUL , OCT 12 : Afghanistan’s Taliban forces launched armed reprisals against Pakistani soldiers along the shared border on Saturday, accusing Islamabad of carrying out air strikes on its soil, senior officials from several provinces said Saturday, reported AFP. On Thursday, two explosions were heard in the Afghan capital and another in the southeast of […]Continue Reading
Odisha News
ପଶ୍ଚିମବଙ୍ଗ , ୧୨/୧୦ : ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ୩ ଜଣ ଅଭିଯୁକ୍ତକୁ ଦୁର୍ଗାପୁର ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ପରିଚୟ ମିଳିନାହିଁ ।ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରେ ପୋଲିସ ପକ୍ଷରୁ ଡ୍ରୋନ୍ ସାହାଯ୍ୟରେ ତଦନ୍ତ କରାଯାଉଛି । ଏହି ଘଟଣାରେ ଆଉ ଅଭିଯୁକ୍ତ ସାମିଲ ଥିବା ସୂଚନା ମିଳିଛି । ପୋଲିସ ସେମାନଙ୍କୁ ଖୋଜିବା ପାଇଁ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୧୨/୧୦ : ବୌଦ୍ଧ ଜିଲ୍ଲାରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ । ବୌଦ୍ଧ ଜିଲ୍ଲାର ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ମାଉସୀ ମା\’ ମନ୍ଦିର ପରିସରରେ ଏହି କନ୍ୟା ସନ୍ତାନ ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୨/୧୦ : ଖୋର୍ଦ୍ଧା ସହରର ବିଭିନ୍ନ ବଜାର କମିଟି ,କ୍ଳବ ,ଯୁବକ ସଙ୍ଘ ପକ୍ଷରୁ ପୂଜା ପାଉଥିବା ମା ଗଜଲକ୍ଷ୍ମୀ ପୂଜା ଖୁବ ଧୁମଧାମରେ ପାଲିତ ହେଉଛି।ଖୋର୍ଦ୍ଧାରେ ଗଜଲକ୍ଷ୍ମୀ ପୂଜା ଭାଇଚାରର ପର୍ବ। ଏଠାରେ ସବୁ ସମ୍ପ୍ରଦାୟର ଲୋକମାନେ ପୂଜାରେ ନିଜକୁ ସାମିଲ କରିଥାନ୍ତି। ମା’ଗଜଲକ୍ଷ୍ମୀଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ଖୋର୍ଦ୍ଧା ସହର। ସବୁଠି ରହିଛି ଉତ୍ସାହର ମାହୋଲ। ମନ୍ତ୍ର ଉଚ୍ଚାରଣ, ଘଣ୍ଟ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୨/୧୦ : ଖୋର୍ଦ୍ଧା ସହରର ବିଭିନ୍ନ ବଜାର କମିଟି ,କ୍ଳବ ,ଯୁବକ ସଙ୍ଘ ପକ୍ଷରୁ ପୂଜା ପାଉଥିବା ମା ଗଜଲକ୍ଷ୍ମୀ ପୂଜା ଖୁବ ଧୁମଧାମରେ ପାଲିତ ହେଉଛି।ଖୋର୍ଦ୍ଧାରେ ଗଜଲକ୍ଷ୍ମୀ ପୂଜା ଭାଇଚାରର ପର୍ବ। ଏଠାରେ ସବୁ ସମ୍ପ୍ରଦାୟର ଲୋକମାନେ ପୂଜାରେ ନିଜକୁ ସାମିଲ କରିଥାନ୍ତି। ମା’ଗଜଲକ୍ଷ୍ମୀଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ଖୋର୍ଦ୍ଧା ସହର। ସବୁଠି ରହିଛି ଉତ୍ସାହର ମାହୋଲ। ମନ୍ତ୍ର ଉଚ୍ଚାରଣ, ଘଣ୍ଟ Continue Reading