Home Articles posted by odadmin (Page 287)
Odisha News
ପୁରୀ , ୧୩/୧୦ : ସୋମବାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀ ଗସ୍ତ ସମୟରେ ବାଟରେ କାଦୁଆ ଠାରେ ଅଟକି ଜଣେ ପଇଡ ବିକ୍ରେତା ଠାରୁ ପଇଡ କିଣି ପିଇ ୧୦୦୦ ଟଙ୍କା ଦେବା ସହ ଏବଂ ପଇଡ ବିକୁଥିବା ବେପାରୀ ଶ୍ରୀଧର ମହାପାତ୍ରଙ୍କ ସହିତ ଦୁଃଖ ସୁଖ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀଧରଙ୍କ ସହ କଥା ହେବା ବେଳେ କିଭଳି ବ୍ୟବସାୟ ଚାଲିଛି, କେତେବର୍ଷ ଧରି ବ୍ୟବସାୟ କଲେଣି ଓ ସରକାରୀ ସୁବିଧା […]Continue Reading
Odisha News
ଭୁବନେଶ୍ୱର, ୧୩/୧୦ : ରାଜ୍ୟରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱରରେ ବୁଲା କୁକୁର ଗଣନା କରାଯାଇଥିଲା । ଗତ ସେପ୍ଟେମ୍ବର ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଏମ୍ ସି ପକ୍ଷରୁ ଦୁଇଟି ପର୍ଯ୍ୟାୟରେ କୁକୁର ଗଣନା କରାଯାଇଥିଲା । ବିଏମ୍ ସି ଅଂଚଳରେ ଥିବା ୬୭ଟି ଓ୍ୱାର୍ଡର ସମସ୍ତ ଗଳିକନ୍ଦିରେ ଏହି କୁକୁର ଗଣନା କାର୍ଯ୍ୟ ହୋଇଥିଲା ।ବିଏମସି ଅଞ୍ଚଳରେ ୪୭,୧୨୬ ବୁଲା କୁକୁର ଥିବା ସୂଚନା ମିଳିଛି । ୨୩,୦୪୭ ଅଣ୍ଡିରା, ୧୫,୫୫୨ ମାଈ […]Continue Reading
Odisha News
ଭୁବନେଶ୍ୱର, ୧୩/୧୦ : ନୂଆପଡ଼ା ଉପନିର୍ବାଚନ ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଆଜିଠୁ ନାମାଙ୍କନ କରାଯାଉଛି। ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି। ୨୨ ତାରିଖ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ହେବ। ୨୪ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ନଭେମ୍ବର ୧୧ରେ ଭୋଟ ହେବ । ୧୪ରେ ଫଳାଫଳ ଘୋଷଣା ହେବ।ନୂଆପଡ଼ା ଉପ ନିର୍ବାଚନ ପାଇଁ ଉଭୟ ବିଜେଡି ଓ ଭାଜପାର ପ୍ରାର୍ଥୀ ଚୟନରେ ଦିନ ଗଡି […]Continue Reading
Odisha News
ଭୁବନେଶ୍ୱର , ୧୩/୧୦ : ରାଜଧାନୀରେ ଆଜି ସକାଳୁ ସକାଳୁ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏମ୍ସରେ କାର୍ଯ୍ୟରତ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ଜଣେ ଦୁର୍ବୃତ୍ତ ଗୁଳି କରିଦେଇଛି ।ଦୁର୍ବୃତ୍ତ ଜଣକ ଗୋଟେ ସ୍କୁଟିରେ ଆସି ଗୁଳି କରି ମାରିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।ସୂଚନା ଅନୁସାରେ, ଏହି ଅଘଟଣ ପୂର୍ବ ଶତ୍ରୃତା କାରଣରୁ ଘଟିଥିବା ଅନୁମାନ […]Continue Reading
Odisha News
By Tapaswini Sahoo Paradeep, Oct 13: AM/NS Ports organised an eye check-up camp at Lockpada Upper Primary School under its flagship Corporate Social Responsibility (CSR) initiative, Project ‘Aarogya’ to mark World Sight Day. The initiativeis aligned with this year’s global theme ‘Love Your Eyes’, with an aim to raise awareness on eye care among school […]Continue Reading
Odisha News
ଭୁବନେଶ୍ୱର , ୧୩/୧୦ : ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁହଁ ଖୋଲିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା କାଉଣ୍ଟର କଲେ ପ୍ରଭାତୀ । ସେ କହିଛନ୍ତି ମହିଳା ମୁଖ୍ୟମନ୍ତ୍ରୀଙ୍କ ମୁଁହରୁ-“ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ ମନ୍ତବ୍ୟ । କେବଳ ମୋତେ ନୁହେଁ ପଶ୍ଚିମ ବଙ୍ଗଳା ରେ ଥିବା ଚାରିକୋଟି ନବେ ଲକ୍ଷ ମହିଳାମାନଙ୍କୁ ଆଶ୍ଚର‌୍ୟ୍ୟ ଓ ଅପମାନିତ Continue Reading
Top Stories
By Chandrabhanu Singh Rayagada, Oct. 12: Amidst a wave of political claims and counterclaims, the Integrated Tribal Development Agency (ITDA), Rayagada, has strongly dismissed allegations of fund misappropriation amounting to Rs 4 crore, calling them politically motivated and contrary to official records. Project Administrator Mr. Chandrakant Majhi clarified that all Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୧୨/୧୦ : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବାଲାଜୀ ନର୍ସିଂ କଲେଜ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୫ ଅନୁଷ୍ଟିତ ହୋଇଯାଇଛି।ଏହି ଅବସରରେ ନର୍ସିଂ କଲେଜ୍ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ରେଳୀ ସହିତ ବେଟି ବଚାଓ ବେଟି ପଢ଼ାଓ,ପଢେଙ୍ଗେ ହମ୍ ବଢ଼େଙ୍ଗେ ହମ୍, ଲଢେଙ୍ଗେ ହମ୍,ଜିତେଙ୍ଗେ ହମ୍,ମୁଁ ଗୋଟିଏ ଝିଅ,ସହର ସମସ୍ୟା ସମାଧାନ ମୁଁ ନେତୃତ୍ୱ ନେବି ଭଳି Continue Reading