Home Articles posted by odadmin (Page 263)
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୨୭/୯ : ପ୍ରାଣନାଥ ସ୍ଵୟପ୍ସଶାସିତ ମହାବିଦ୍ୟାଳୟର ମୈତ୍ରୀଭବନ ପରିସରରେ ତ୍ରିଦିବସୀୟ ଆନ୍ତଃ ଜିଲ୍ଲା ସ୍ତରୀୟ ସ୍ବେଚ୍ଛାସେବୀ ନେତୃତ୍ୱ ବିକାଶ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇ ଯାଇଛି।ଏହି ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ଆୟୋଜିତ ଏହି ଶିବିରଟି ଆସନ୍ତା ତା- ୨୯.୯.୨୦୨୫ ରିଖ ରେ ଉଦ୍ ଯାପନ ହେବ। ଅଧ୍ୟକ୍ଷା ଡଃ. ବିନ୍ଦୁଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଦ୍ ଘାଟନୀ ସଭା ଆୟୋଜିତ ହୋଇଥିଲା। ଉକ୍ତ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୭/୯: କନ୍ଧମାଳ ଜିଲ୍ଲାରେ ଭାଇଚାର ଓ ଶାନ୍ତି ଶୃଙ୍ଖଳା ରେ ପାର୍ବଣ ପାଳିବାକୁ ଆହ୍ଵାନ ଦେଇଛନ୍ତି ଜିଲ୍ଲା ପ୍ରଶାସନ।କୌଣସି ସୋସିଆଲ ମିଡିଆରେ ଆପତ୍ତି ଜନକ ଖବର କୁ ବିଶ୍ଵାସ ନକରି ଦଶହରା ରେ ଦୂର୍ଗାପୂଜା ଓ କୁମାର ପୂର୍ଣ୍ଣିମା ରେ ଲକ୍ଷ୍ମୀ ପୂଜା ପାଳନ କରିବା ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇ ଲୋକଙ୍କ ମନରେ ସଚେତନତା କରାଯାଇ ଥିବା କହିଛନ୍ତି ବାଲିଗୁଡା Continue Reading
National News
NEW DELHI, SEP 27 : Ladakh Director General of Police S D Singh Jamwal on Saturday said climate activist Sonam Wangchuk is being probed for allegedly having links with Pakistan after he was arrested under the National Security Act (NSA) on Friday, days after protests demanding statehood for the Union Territory resulted in violence. The […]Continue Reading
Odisha News
ଅରୁଣ କୁମାର ସାହୁଙ୍କ ରିପୋର୍ଟକନ୍ଧମାଳ, ୨୭/୯ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ କିସୁବାଡି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଦେଖାଯାଇଛି ଜମି ବିବାଦ ।ଜଣେ ବ୍ୟକ୍ତିଗତ ଲୋକଙ୍କ ଜମିରେ ସରକାରୀ ବିଦ୍ୟାଳୟ ନିର୍ମାଣ କରାଯାଇ ପିଲାଙ୍କୁ ଶିକ୍ଷାଦାନ କରାଯାଉଥିଲା ଶନିବାର ଜମି ମାଲିକ ଉକ୍ତ ବିଦ୍ୟାଳୟକୁ ତାଲା ପକାଇଦେଇଛନ୍ତି ।ପ୍ରକାଶ ଯେ ଉକ୍ତ ଗ୍ରାମର ସାନମାଳୀ ପ୍ରଧାନ ଗତ ୨୦୧୮ ମସିହାରେ ଜମି ଡିମାରକେସନ କରାଇବା ବେଳେ ତାଙ୍କ Continue Reading
Top Stories
By Subrat Sarangi New Delhi, Sept. 27 : Jindal Steel has set a new benchmark by becoming the country’s first large, diversified enterprise and the first integrated steel manufacturer to be recognised as an Awarding Body by the National Council for Vocational Education and Training (NCVET). This milestone underscores the company’s leadership in advancing vocational […]Continue Reading
Odisha News
ଝାରସୁଗୁଡ଼ା, ୨୭/୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ଝାରସୁଗୁଡ଼ା ଗସ୍ତ କରିଛନ୍ତି । ଅମଲାପାଲିରେ ଆୟୋଜିତ ‘ସେବା ପକ୍ଷ’ ସମାରୋହରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବିକାଶ ପ୍ରକଳ୍ପ ଭେଟି ଦେଇଛନ୍ତି । ସାରା ଭାରତରେ ୯୭,୫୦୦ରୁ ଅଧିକ ଦୂରସଞ୍ଚାର ଟାୱାର କାର୍ଯ୍ୟକ୍ଷମ କରାଯିବ।ପ୍ରଧାନମନ୍ତ୍ରୀ ମୋଦୀ ଶିକ୍ଷା, ଦୂରସଞ୍ଚାର ଏବଂ ପରିବହନ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି । ମୋଟ ଓଡ଼ିଶା ପାଇଁ Continue Reading
Odisha News
ଝାରସୁଗୁଡା, ୨୮/୯ : ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। ବିମାନବନ୍ଦର ବାହାରେ ପାରମ୍ପରିକ ନାଚ ଗୀତ ମାଧ୍ୟମରେ ମୋଦିଙ୍କୁ ସ୍ବାଗତ କରାଯାଇଛି।ବିମାନ ବନ୍ଦରରେ ପହଞ୍ଚିବା ପରେ ରୋଡ ଶୋରେ ଅମଲିପାଲି ସମାବେଶ ସ୍ଥଳକୁ ଯାଉଛନ୍ତି। କାର ଭିତରୁ ବାହାରି ହାତ ହଲାଇ ସଭାସ୍ଥଳ ଅଭିମୁଖେ ଯାଉଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବାକୁ ସଭାସ୍ଥଳ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୨୮/୯ : ଶୁକ୍ରବାର ପୂର୍ବାହ୍ନରେ ଓଡ଼ିଶାର ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇ ୧୪ କୋଟି ୩୫ ଲକ୍ଷ ବ୍ୟୟ ଅଟକଳରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅତିରିକ୍ତ କୋଠା ଏବଂ ୧ କୋଟି ୩୦ ଲକ୍ଷ ବ୍ୟୟ ଅଟକଳରେ ନବନିର୍ମିତ ଜିଲ୍ଲାପରିଷଦ, ଖୋରଧାଙ୍କ ନବନିର୍ମିତ ସଭାଗୃହକୁ ଉଦ୍ଘାଟିତ କରି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି Continue Reading
National News
NEW DELHI, SEP 28 : India dismissed Pakistan Prime Minister Shehbaz Sharif’s remarks at the UN General Assembly (UNGA) as “absurd theatrics”, recalling that Islamabad had “pleaded” for a ceasefire during Operation Sindoor and reiterating that no third party has a role in disputes between the two countries. The response came from First Secretary in […]Continue Reading