Home Articles posted by odadmin (Page 262)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୮/୯ : (ରବିବାର) ଦିନ ଘ.୧୦.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ବେଳନୀ କକ୍ଷ ଠାରେ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ବିଭାଗ ଆୟୋଜନ କ୍ରମେ ବିଶ୍ୱ ଜଳାତଙ୍କ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ସଭା ଆୟୋଜନ ହୋଇଥିଲା ।ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଯୋଗଦେଇ ମାନବ ସମାଜ ସହିତ ପ୍ରାଣୀ ସମ୍ପଦ ଙ୍କୁ ମଧ୍ୟ ଜଳାତଙ୍କ ରୋଗ ରୁ ବଂଚେଇବା କହିଥିଲେ […]Continue Reading
Odisha News
ଅରୁଣ ସାହୁଙ୍କ ରିପୋର୍ଟକନ୍ଧମାଳ, ୨୮/୯ : ଦିନେ କି ଦୁଇ ଦିନ ନୁହଁ ବର୍ଷ ବର୍ଷ ଧରି ପଞ୍ଚାୟତ ମୁଖ୍ୟାଳୟ କୁ ଯିବାପାଇଁ ସବୁଦିନିଆ ରାସ୍ତା ଟିଏ ନାହିଁ ଏନେଇ ଅଞ୍ଚଳବାସୀ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ ମଧ୍ୟ ତାଙ୍କ ଗୁହାରି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ଏବେ ଗାଁ ରେ ଘନ ଘନ ବୈଠକ କରାଯାଇ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇବାକୁ ଅଞ୍ଚଳବାସୀ ଅଣ୍ଟା ଭିଡ଼ିଲେଣି ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି , ୨୮/୯ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ଜଳାତଙ୍କ ଦିବସ ୨୦୨୫ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା କାର୍ଯ୍ୟାଳୟ ପରିସରରୁ ବାହାରି ସହର ପରିକ୍ରମା କରିଥିଲା ।ଏହି ଶୋଭାଯାତ୍ରାକୁ ସିଡିଏମଓ: ଡ଼ାଃ ମୁବାରକ ଅଲ୍ଲୀ ସବୁଜ Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ , ୨/୯: ନବରାତ୍ରି ଉପଲକ୍ଷେ ବକ୍ସିବଜ଼ାର ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଠାରେ ବୈଜ୍ଞାନିକ, ଯନ୍ତ୍ରୀ ଓ ସ୍ଥପତି ମାନଙ୍କର ସ୍ୱତନ୍ତ୍ର ଯୋଗ ଭଟ୍ଟୀ ଶିବିର ଦିବା ୧୦ ଘଣ୍ଟାରୁ ୫ ଘଣ୍ଟା ପର୍ଯ୍ୟନ୍ତପୂର୍ବତନ ମୁଖ୍ୟଯନ୍ତ୍ରୀ ବିକେ ମୋହନ ଭାଇଙ୍କ ସଭାପତିତ୍ୱ ଓ ବିକେ ଝୁନୁ ଭଉଣୀ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ପିତୃ ପୁରୁଷଙ୍କୁ ଶ୍ରକ୍ଷଦ୍ଧ ଦେବା ଉଦ୍ୟେଶ୍ୟରେ ଭୋଗ ଲଗାଯାଇ ଧ୍ୟାନ Continue Reading
Odisha News
ଅରୁଣ ସାହୁଙ୍କ ରିପୋର୍ଟକନ୍ଧମାଳ, ୨୮/୯: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ପୋଲିସ ପକ୍ଷରୁ କନ୍ଧମାଳ ଏସପି ହରିଶ ବିଶି ଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଫ୍ଲାଗମାର୍ଚ୍ଚ କରାଯାଇଛି ।ଡିଏସପି ତଥା ଦାରିଙ୍ଗବାଡି ଥାନା ଅଧିକାରୀ କନକ ମାଝିଙ୍କ ନେତୃତ୍ୱ ରେ ଏସଆଇ ଲଷ୍ମୀ ମାଝୀ, ଜୟନ୍ତ ସେଠୀ, ଏଏସଆଇ ଅର୍ଜୁନ ଶବର, ଶ୍ରୀନିବାସ ରାଓ ସଦଳବଳ ଦାରିଙ୍ଗବାଡି ଥାନାରୁ ଫ୍ଲାଗମାର୍ଚ୍ଚ କରି ଚାରିଛକ, ତିନିଛକ, ଶିବମନ୍ଦିର ସାହି, ଲଷ୍ମୀବଜାର,ତୁଡୁକିବାଡ଼ି, Continue Reading
Top Stories
By Tapaswini Sahoo Bhubaneswar, Sep 28 : The CSIR–Institute of Minerals and Materials Technology (CSIR-IMMT), Bhubaneswar, through its newly established Centre of Excellence (CoE) under the National Critical Minerals Mission, successfully concluded a specialized training program on “Capacity Building in Battery Minerals Value Chain” for officials of Indian Oil Corporation Continue Reading
Top Stories
By Subrat Sarangi New Delhi/Bhubaneswar, Sept 28: The Curtain Raiser and Vision Launch of the KIIT Centre for International Arbitration and Mediation (KCIAM) was held on Saturday, drawing distinguished judges, jurists, and legal experts who hailed the initiative as a landmark step in strengthening India’s arbitration ecosystem. Justice Sandeep Mehta of the Supreme Court Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୨୭/୯ : ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟ ଆନୁକୂଲ୍ୟରେ ଷ୍ଟୁଡେଣ୍ଟ୍‌ସ ଇଣ୍ଟରଫେସ ୱିଥ୍ ପୋଲିସ ସମ୍ପର୍କିତ ଏକ ଆଲୋଚନାଚକ୍ର ସ୍ଥାନୀୟ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ସଭାପତି ପ୍ରତାପ ଚନ୍ଦ୍ର ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ବିବେକାନନ୍ଦ ଶର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।ଆମ ପୋଲିସ, ସାଇବର ଅପରାଧ, Continue Reading