Home Articles posted by odadmin (Page 260)
Odisha News
ଭୁବନେଶ୍ୱର, ୨/୧୦ : ଆଜି ପବିତ୍ର ବିଜୟା ଦଶମୀ । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ଅଧର୍ମ ଉପରେ ହେବ ଧର୍ମର ବିଜୟ । ମଣ୍ତପରେ ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ପୁରପଲ୍ଲୀ । ପୂଜା ମଣ୍ତପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ ଚାଲିଛି ମା ଜଗତଜନନୀଙ୍କ ପୂଜା ।ପୁରାଣରେ ବର୍ଣ୍ଣିତ ଅଛି ଯେ, ମହିଷାସୁରର ଅତ୍ୟାଚାରରେ ଦେବତାମାନେ ଯେତେବେବେଳେ ତ୍ରାହି […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୨/୧୦ : ଗୁରୁବାର ଦିନ ସକାଳ ୯.୩୦ ମିନିଟ ସମୟରେ ବୌଦ୍ଧ ଟାଉନ ହଲ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ୧୫୬ ତମ ଜନ୍ମ ଜୟନ୍ତୀ ଓ ଭୁତପୂର୍ବ ପ୍ରଧାନମନ୍ତ୍ରୀ ଶାନ୍ତି ର ଦୂତ ଲାଲ ବକ୍ଷହାଦୁର ଶାସ୍ତ୍ରୀଙ୍କ ୧୨୧ ତମ ଜୟନ୍ତୀ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ […]Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟଓଡ଼ଗାଁ/, ନୟାଗଡ଼ , ୧/୯: ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚବିଦ୍ୟାଳୟର ନିଖୋଜ ୧୦ମ ଶ୍ରେଣୀ ଛାତ୍ରକୁ ଓଡ଼ଗାଁ ପୋଲିସ ଦିଲ୍ଲୀ ପାର୍ଲ୍ୟାମେଣ୍ଟ ହାଉସ ଷ୍ଟ୍ରିକ୍ଟ୍ ଥାନା ଲାଲକିଲା ନିକଟ ବଙ୍ଗଳା ସାହେବ ଅଞ୍ଚଳରୁ ଉଦ୍ଧାର କରିଥିବା ଜଣାଯାଇଛି।ନାବାଳକ ଛାତ୍ର ଜଣକ ଗତ ୧୨ତାରିଖରୁ ନିଖୋଜ ଥିଲା। ଓଡ଼ଗାଁ ପୋଲିସ୍ ଏକାଧିକ ଥର ଧରିବାକୁ ଉଦ୍ୟମ କରି ଅସଫଳ ହୋଇଥିଲେ ମଧ୍ୟ ସେପ୍ଟେମ୍ବର ମାସ ୩୦ ତାରିଖରେ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧/୧୦ : ଜଟଣୀ ବ୍ଲକ ସୁନ୍ଦରପଦା ସ୍ଥିତ ବି.ଆଇ.ଆଇ.ଟି ଭୁବନେଶ୍ୱର ପରିସରରେ ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ ସଂଯୋଜନାରେ “ହିନ୍ଦୀ ପକ୍ଷ-୨୦୨୫” ପାଳନ ହୋଇଯାଇଛି । ଏହା ଓଡ଼ିଶା ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ, ବି.ଆଇ.ଆଇ.ଟି , ଭୁବନେଶ୍ୱର ଓ ପବିତ୍ର ମଞ୍ଜରୀ ଏଜୁକେସନାଲ୍ ଟ୍ରଷ୍ଟର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା।ପବିତ୍ର ମଞ୍ଜରୀ ଏଜୁକେସନାଲ୍ ଟ୍ରଷ୍ଟର ପ୍ରତିଷ୍ଠାତା ଟ୍ରଷ୍ଟି ବିଶ୍ୱରଂଜନ Continue Reading
Odisha News
ଭୁବନେଶ୍ୱର, ୧/୧୦ : ଆଜି ମଣ୍ଡପରେ ମହାମାୟାଙ୍କ ମହାନବମୀ । ମଣ୍ଡପରେ ଚାଲିଛି ନବମୀ ପୂଜା। କଟକ, ଭୁବନେଶ୍ବର, ବାଲେଶ୍ବର, ରାଉରକେଲା, ସମ୍ବଲପୁର ସବୁଠି ଦୁର୍ଗାପୂଜା ପାଇଁ ଆଧ୍ୟାତ୍ମିକ ପରିବେଶ । ସବୁଠି ଉଚ୍ଚ ତୋରଣ ମନମୋହୁଛି । ମାଆଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଚହଳି। ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ, ଘଣ୍ଟ ଘଣ୍ଟାରେ ଭାବ ଭକ୍ତିମୟ ପରିବେଶ।ସ୍ବତନ୍ତ୍ର ରୀତିନୀତି ଅନୁସାରେ ଜଗତଜନନୀ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି। ମୁଖ୍ୟ Continue Reading
Top Stories
Move aims to strengthen grassroots cadre and energize party ahead of political battles in Odisha By Chandrabhanu Singh Bhubaneswar, Sept. 30: In a key organisational reshuffle under the ongoing Sangathan Srijan Abhiyan, Congress President has approved the appointment of new District Congress Committee (DCC) Presidents across Odisha. Among the most notable appointments, Continue Reading
Top Stories
By Subrat Sarangi Angul, Sept. 30: Jindal Steel has successfully commissioned its 250 MT (metric tonne) Basic Oxygen Furnace (BOF) Converter at the Angul integrated steel plant, adding 3 MTPA (Million Tonnes per Annum) of crude steelmaking capacity. With the first heat now tapped, the company’s total capacity at Angul has risen from 6 MTPA […]Continue Reading
Feature
 By Barada Das  CUTTACK , SEP 29 : In our society, we accept certain things without question. These matters may be due to ignorance, tradition, religious dogma or social believes. The present society is based on knowledge. It is not possible to accept certain things without question. The modern thinking is based upon analysis, synthesis […]Continue Reading
Odisha News
ଭୁବନେଶ୍ୱର,୨୯/୯: ରାଜ୍ୟ କ୍ୟାବିନେଟ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ସେଗୁଡିକ ହେଲା-ଶ୍ରମ ବିଭାଗର ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬, କାରଖାନା ୧୯୪୮ର ସଂଶୋଧନ ଆଇନ ପାରିତ।ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି। ସପ୍ତାହକରେ ୪୮ ଘଣ୍ଟାରୁ ଅଧିକ କାମ କଲେ ଓଭରଟାଇମ ମିଳିବ। ମହିଳା କର୍ମଚାରୀ ଚାହିଁଲେ Continue Reading