Home Articles posted by odadmin (Page 259)
Odisha News
କଟକ , ୩/୧୦ : ଚୌଦ୍ୱାର ମଣ୍ଡଳ କାରାଗାରରୁ ଦୁଇ ବିଚାରଧୀନ କଏଦୀ ଚମ୍ପଟ୍ ମାରିବା ଘଟଣାରେ କମିଶନରେଟ ପୋଲିସ ଫଟୋ ଜାରି କରିଛି । ଏହା ସହିତ ସୂଚନାଦାତାଙ୍କୁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛି ।କଏଦୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଉଭୟ ବିହାର ମୂଳବାସିନ୍ଦା ଅଟନ୍ତି । ରାଜା ସାହାଣୀର (ପିତା-ମହେଶ ସାହାଣୀ) ଘର ବିହାର ବେଗୁସରାୟ ଜିଲ୍ଲା ଅନ୍ତର୍ଗତ ମୁଫସିଲ ଥାନା ଲୋହିଆ […]Continue Reading
Odisha News
ଭୁବନେଶ୍ୱର , ୩/୧୦ : ଓଡ଼ିଶା ପୋଲିସ ରିକ୍ର‌୍ୟୁଟମେଣ୍ଟ ବୋର୍ଡ ଦ୍ୱାରା ପରିଚାଳିତ ଏସ୍ଆଇ ପରୀକ୍ଷା କେଳେଙ୍କାରୀରୁ ନେଇ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି ।ପରୀକ୍ଷା ଜାଲିଆତି ନେଇ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟାଳୟ (ସିଏମ୍ଓ)ରେ ଖବର ପହଁଚିଥିଲା ବୋଲି ଚର୍ଚ୍ଚା ହେଉଛି । ସିଏମ୍ଓରୁ ବ୍ରହ୍ମପୁର ଏସପିଙ୍କ ନିକଟକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଉଛି ।ତେଣୁ କେହି ଜଣେ ଏହି ଡିଲ୍ ବିଷୟରେ ସୂଚନା ପାଇ ସିଏମ୍ଓକୁ Continue Reading
Odisha News
ଭୁବନେଶ୍ୱର, ୩/୧୦ : ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମା’ ଦୁର୍ଗା । ଶେଷ ହୋଇଛି ଶାରଦୀୟ ପାର୍ବଣ । ମା’ଙ୍କୁ ମେଲାଣି ଦେବା ଯେତିକି ଦୁଃଖ ଲାଗିଥାଏ ପୁଣି ଆରବର୍ଷକୁ ମା’ଙ୍କୁ ଅପେକ୍ଷା କରିବା ସେତିକି ଆନନ୍ଦ ଦେଇଥାଏ । ମା’ଙ୍କୁ ବିଦାୟ ଦେବାକୁ ଭଷାଣି ଶୋଭାଯାତ୍ରା ପାଇଁ ଟ୍ୱିନ ସିଟିରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭଷାଣି ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି ।ଭଷାଣି […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୨/୧୦ : ଆଜି ଯାଜପୁର ଜିଲ୍ଲା ସଦର ମହକୁମାସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଅଛି।ସକାଳ ୮ ଘଟିକା ୩୦ ମିନିଟ ସମୟରେ ଜିଲ୍ଲାପାଳ ଅମ୍ବର କୁମାର କର ଓ ସମ୍ମାନିତ ଅତିଥି ମାନେ କିଆନାଳୀ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି, ଗାନ୍ଧୀ ଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ପରେ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨/୧୦ : ଆଜି ପବିତ୍ର ଦଶହରା ଅବସରରେ ଭାରତ ର ଦୁଇ ବରପୁତ୍ର ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ, ପୂଜ୍ୟପୂଜା କମିଟି ଏବଂ ସିଭିଲ ସୋସାଇଟି, ନୟାଗଡ଼ ର ମିଳିତ ଆନୁକୂଲ୍ୟରେ ସମାଜସେବୀ ଗୋଦାବରୀଶ ସାହୁ ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା Continue Reading
Odisha News
ଭୁବନେଶ୍ୱର, ୨/୧୦ : ସମୁଦ୍ରରେ ବଳ ଗୋଟାଇ ସ୍ଥଳଭାଗକୁ ମାଡ଼ିଆସୁଛି ଗଭୀର ଅବପାତ। ଆଜି ରାତିରୁ କାଲି ସକାଳ ଭିତରେ ସ୍ଥଳଭାଗ କରିବ ଅତିକ୍ରମ। ପ୍ରବଳ ବର୍ଷା ଓ ପବନକୁ ନେଇ ପୂରା ଓଡ଼ିଶାକୁ କରାଯାଇଛି ଆଲର୍ଟ। ୭ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଏବଂ ୧୪ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣି ଜାରି କରାଯାଇଛି। ରେଡ ଓ୍ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା- କୋରାପୁଟ, କଳାହାଣ୍ଡି, ଗଞ୍ଜାମ, ଗଜପତି ପୁରୀ, ରାୟଗଡ଼ା ଏବଂ କନ୍ଧମାଳ।ଏସବୁ ଜିଲ୍ଲାରେ ୨୦ Continue Reading
Odisha News
ଭୁବନେଶ୍ୱର, ୨/୧୦ : ଆଜି ପବିତ୍ର ବିଜୟା ଦଶମୀ । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ଅଧର୍ମ ଉପରେ ହେବ ଧର୍ମର ବିଜୟ । ମଣ୍ତପରେ ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ପୁରପଲ୍ଲୀ । ପୂଜା ମଣ୍ତପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ ଚାଲିଛି ମା ଜଗତଜନନୀଙ୍କ ପୂଜା ।ପୁରାଣରେ ବର୍ଣ୍ଣିତ ଅଛି ଯେ, ମହିଷାସୁରର ଅତ୍ୟାଚାରରେ ଦେବତାମାନେ ଯେତେବେବେଳେ ତ୍ରାହି […]Continue Reading