Home Articles posted by odadmin (Page 248)
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୪/୧୦ : ଦଶପଲ୍ଲା ଥାନା ଅନ୍ତର୍ଗତ ନଛିପୁର ଗ୍ରାମରେ ମାଓବାଦୀ କହି ଜଣଙ୍କ ଘରୁ ସୁନା ଗହଣା ଲୁଟ ।ଲୁଟେରା ମାନେ ପିସ୍ତଲ ସହ ଭୁଜାଲି ଧରି ଲୁଟ କରିଥିବା ପରିବାର ସୂତ୍ରରୁ ସୂଚନା ମିଳିଛି।ସୂଚନା ଯୋଗ୍ୟଯେ, ନଛିପୁର ଗ୍ରାମର ବିଜୟ ଗୋଛାୟତଙ୍କ ପରିବାର ସୋଇଥିବା ସମୟ ରେ ପ୍ୟ ରାତି ଗୋଟାଏ ରେ ଏକ ଡକାୟତ ଦଳ ତାଙ୍କ ଘରେ ପହଞ୍ଚିଥିଲେ ।ଗୋଟିଏ ବଖରାରେ ବିଜୟ ତାଙ୍କ ସ୍ତ୍ରୀ ମଞ୍ଜୁଳା […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୧୪/୧୦ : ସୋମବାର ଅପରାନ୍ହ ଘ. ୩.୩୦ ମିନିଟ ସମୟରେ ହରଭଙ୍ଗା ବ୍ଲକ ପାଣିଘରା ଠାରେ ମହାନଦୀରୁ ପାନୀୟ ଜଳ ଯୋଗାଣ ସକାଶେ ନିର୍ମାଣାଧିନ ଇନଟେକ ଉଏଲ୍ କୁ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ।ସୋମବାର ଜିଲ୍ଲାପାଳ ଶ୍ରୀ ନାୟକ ହରଭଙ୍ଗା ପଂଚାୟତ ସମିତି କାର୍ଯ୍ୟାଳୟ ଠାରେ ଜନଶୁଣାଣୀ କାର୍ଯ୍ୟକ୍ରମ ପରେ ପରେ ହରଭଙ୍ଗା ବ୍ଲକ ର ଉକ୍ତ ପ୍ରକଳ୍ପକୁ ଅଚାନକ ଗସ୍ତ କରିଥିଲେ ।ସେଠାରେ ଚାଲିଥିବା ନିର୍ମାଣ […]Continue Reading
Odisha News
ଭୁବନେଶ୍ବର , ୧୪/୧୦ : ଦୀପାବଳି ପୂର୍ବରୁ ବାଣ ଫୁଟା ନେଇ ଗାଇଡଲାଇନ ଜାରି ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ଏଥିସହିତ ୧୨୫ ଡେସିବେଲ୍ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା କରାଯାଇଛି। ପାର୍କ, ସାଇଲେନ୍ସ ଜୋନ (ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, କୋର୍ଟ)ର ୧୦୦ ମିଟରରେ ବାଣ ଫୁଟାଇବାକୁ ବାରଣ କରାଯାଇଛି।ସେହିପରି ଧାର୍ମିକ Continue Reading
Business News Top Stories
Hurun India honours Shaifalika Panda among India’s most inspiring women; panel discussions highlight leadership, innovation, and social impact By Subrat Sarangi Bhubaneswar, Oct. 13: Ms. Shaifalika Panda, Founder & CEO of the Bansidhar & Ila Panda Foundation (BIPF) received the Moment of Lift Award, presented by Hurun India, at a recent event at ITC Grand […]Continue Reading
Odisha News
ବରଗଡ଼. ୧୪/୧୦ : ସୋମବାର ବିଳମ୍ବିତ ରାତିରେ ବରଗଡ଼ ସହର ଉପକଣ୍ଠ ପାଣିଛତର-ଜମୁର୍ଡା ରାସ୍ତାରେ ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି । ଓଭରବ୍ରିଜ ତଳୁ ଜଣେ ୨୬ ବର୍ଷିୟ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଛି । ମୃତ ଯୁବକ ଜଣଙ୍କ ଜମୁର୍ଡା ଟାଙ୍ଗରପଡାର ଭୀମସେନ ବିଶ୍ବାଳ ବୋଲି ଜଣାପଡ଼ିଛି ।ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ କିଛି ଲୋକ ଜମୁର୍ଡା ଓଭରବ୍ରିଜ ତଳେ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ପଡିଥିବାର ଦେଖିଥିଲେ । ଏନେଇ […]Continue Reading
Odisha News
ଭୁବନେଶ୍ୱର ,୧୪/୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ଦୁର୍ଗାପୁରଠାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ସହ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଓଡ଼ିଆ ଛାତ୍ରୀ ଓ ତାଙ୍କ ମାଆଙ୍କ ସହିତ କଥା ହୋଇଛନ୍ତି । ଏଥିସହ ସେଠାରେ ଉପସ୍ଥିତ ଓଡ଼ିଶା ମହିଳା କମିସନ୍ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ ଓଡ଼ିଆ ଝିଅଙ୍କୁ କହିଛନ୍ତି ‘ଚିନ୍ତା କରନାହିଁ, Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୧୪/୧୦ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ପତ୍ର ସଂଖ୍ୟା ୯୮୮୩ ତା ୧୨.୦୯.୨୦୨୫ – ଅନୁଯାୟୀ ଆଜି ଖୋର୍ଦ୍ଧା ପୌର ପରିଷଦ ଫରେଷ୍ଟ କଲୋନୀ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ କାର୍ଯ୍ୟକ୍ରମ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖୋର୍ଦ୍ଧା ଠାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଏହି କ୍ଲଷ୍ଟର୍ ର ୧୨ ଟି ବିଦ୍ୟାଳୟ ଏବଂ ଗୋଟିଏ ମହାବିଦ୍ୟାଳୟରରୁ ପ୍ରାୟ ୩୫୦ରୁ ଉର୍ଦ୍ଧ୍ବ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା ,୧୩.୧୦ : ପର୍ବ ପର୍ବାଣୀରେ ଦେବାଦେବୀଙ୍କ ବିସର୍ଜନ ଓ ବିବାହ ଶୋଭାଯାତ୍ରା ସମୟରେ ସଙ୍ଗୀତ ଓ ନୃତ୍ୟ ଆମ ସାମାଜିକ ଜୀବନର ଅଂଶ ବିଶେଷ ।ମାତ୍ର ବିଗତ ବର୍ଷ ଗୁଡିକରେ ଛାତିଥରା ଓ ପ୍ରାଣଘାତି ଶବ୍ଦ ସୃଷ୍ଟିକାରୀ “ଡି.ଜେ” ଗାଡି ଯାଉଥିବା ରାସ୍ତାର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ବୟସ୍କ ଓ ଅସୁସ୍ଥ ବ୍ୟକ୍ତି, ରୋଗୀ, ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ଦେଉଥିବା ଯନ୍ତ୍ରଣାକୁ ବିଚାର କରି ଏଥିରୁ ନିବୃତ୍ତ Continue Reading