Home Articles posted by odadmin (Page 231)
Odisha News
ପୁରୀ, ୨୮/୧୦ : ପୁରୀ ବେଳାଭୂମିରେ ପର‌୍ୟ୍ୟଟକଙ୍କ ଆକ୍ରମଣରେ ଆହତ ହେଲେ ଲାଇଫଗାର୍ଡ। ସମୁଦ୍ର ଭିତରକୁ ଗାଧୋଇବାକୁ ଯିବାକୁ ବାରଣ କରିବାରୁ ଲାଇଫଗାର୍ଡଙ୍କୁ ଚପଲରେ ସେକିଦେଲେ ମହିଳା। ଏଭଳି ଅଭାବନୀୟ ଘଟଣା ପୁରୀ ସମୁଦ୍ର କୂଳରେ ଘଟିଛି ।ସୂଚନା ଅନୁଯାୟୀ ସ୍ତ୍ରୀ ସ୍ବାମୀ ଉଭୟ ସମୁଦ୍ର ଭିତରକୁ ପଶୁଥିବା ବେଳେ ବାତ୍ୟ ମୋନ୍ଥା ପାଇଁ ଆର୍ଲଟ ଥିବା ଲାଇଫଗାର୍ଡ ତାଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରିଥିଲେ। ଥରେ ନୁହେଁ ସେ ସେମାନଙ୍କୁ ବାରମ୍ବାର ବାରଣ Continue Reading
Odisha News
ଭୁବନେଶ୍ୱର, ୨୮/୧୦ : ଦୁର୍ନୀତିର ଅର୍ଥ କ’ଣ ? ବ୍ୟକ୍ତିଗତ ଲାଭ ପାଇଁ ପଦ ପଦବୀର ଅପବ୍ୟବହାର କରିବା ନା ଲୋକେ ଯେଉଁ ବିଶ୍ୱାସ ରଖିଛନ୍ତି ତାପ୍ରତି ବିଶ୍ୱାସ ଘାତକତା କରିବା ? ଦୁର୍ନିତୀ ନିବାରଣ ସପ୍ତାହ ପାଳନ ଅବସରରେ ସରକାରୀ ଅଧିକାରୀମାନଙ୍କୁ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହିତ ଯୁବପୀଢ଼ି ଦୁର୍ନୀତିରେ ଲିପ୍ତ ହେବା ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି ।ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା Continue Reading
National News
NEW DELHI, OCT 28 : The Union Cabinet, chaired by Prime Minister Narendra Modi, has cleared the Terms of Reference (ToR) for the 8th Central Pay Commission, effectively kicking off the process for revising salaries, allowances and pensions of millions of central government employees and retirees. Information and Broadcasting Minister Ashwini Vaishnaw confirmed that the Continue Reading
Odisha News
ଭୁବନେଶ୍ବର , ୨୮/୧୦ : ବାତ୍ୟା ମୋନ୍ଥାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ବାର୍ତ୍ତା ଦେଇଛନ୍ତି । ବାତ୍ୟାକୁ ଭୟ ନକରି ସତର୍କ ରୁହନ୍ତୁ । ଆମେ ଅନେକ ବାତ୍ୟାର ମୁକାବିଲା କରିଛୁ, ଏଥର ମଧ୍ୟ କରିବା । ପ୍ରଶାସନକୁ ସହଯୋଗ କରିବାକୁ ଲୋକଙ୍କୁ ଅପିଲ୍ କଲେ ନବୀନ । ଲୋକଙ୍କ ସହ ରୁହନ୍ତୁ ବିଜେଡି କର୍ମୀ ବୋଲି ନବୀନ କହିଛନ୍ତି ।ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୮/୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ର ଅଧିଷ୍ଠାତ୍ରୀ ଦେବୀ ଶ୍ରୀଶ୍ରୀଶ୍ରୀ ମା\’ ପାଟଖଣ୍ଡା ଙ୍କ ମନ୍ଦିର ର ଭିତରେ ଓ ବାହାରେ ଥିବା ହୁଣ୍ଡି କୁ ରବିବାର ସନ୍ଧ୍ୟା ରେ କମିଟି ର ସଭାପତି ସନ୍ୟାସୀ ପାତ୍ର, ସମ୍ପାଦକ କେ. ସୁଶାନ୍ତ କୁମାର ପାତ୍ର ଓ କୋଷାଧ୍ୟକ୍ଷ ମହେଶ୍ୱର ଡାକୁଆ ଙ୍କ ସମେତ ସମସ୍ତ ସଦସ୍ୟ ଙ୍କ ଉପସ୍ଥିତ ରେ ଖୋଲା ଯାଇଥିଲା କ୍ଷ ସେଥିରୁ ନଗଦ ୬୬ […]Continue Reading
Odisha News
ଓଡିଶା ,୨୮/୧୦: ମଙ୍ଗଳବାର ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଆଡକୁ ଗତି କରିବା ସହିତ ଘୂର୍ଣ୍ଣିଝଡ଼ ମୋନ୍ଥା ମଛଲିପଟନମ ଏବଂ କଳିଙ୍ଗପଟନମ ମଧ୍ୟରେ କାକିନାଡା ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (ଓଗଊ)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଅବସ୍ଥିତ ମୋନ୍ଥା ଗତ ଛଅ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ପ୍ରାୟ ୧୩ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି।ଆନ୍ଧ୍ରପ୍ରଦେଶରେ ମୋନ୍ଥାର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୮/୧୦ : ସୋମବାର ସନ୍ଧ୍ୟା ୫ ଘଟିକା ସମୟରେ କଣ୍ଟାମାଳ ବ୍ଲକ ଜନଶୁଣାଣୀ ଗସ୍ତରେ ଆସିଥିବା ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଚିଲିଂ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାପାଳ ଶ୍ରୀ ନାୟକ ଉମା ସରକାରୀ ଉଚ୍ଚ ବିଦ୍ୟାଳୟ, ଏସସି, ଏସଟି ହଷ୍ଟେଲ ଆଦି ପରିଦର୍ଶନ କରି ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ହଷ୍ଟେଲ ଅନ୍ତେବାସୀ Continue Reading
Odisha News
ପାଟନା , ୨୮/୧୦ : ପବିତ୍ର ଛଠ୍‌ପୂଜାର ଅନ୍ତିମ ଦିବସ ଅବସରରେ ଆଜି ଭୋର୍ ସକାଳୁ ଦେଶର ଜଳାଶୟଗୁଡ଼ିକରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଛଠର ଚତୁର୍ଥ ଏବଂ ଶେଷ ଦିନ ଅବସରରେ ଆଜି ସକାଳୁ ଉଦୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରାଯାଇଛି।ଏଥି ସହିତ ୩୬ ଘଣ୍ଟାର ଉପବାସର ପରିସମାପ୍ତି ଘଟିଛି। ଉପବାସକାରୀ ମହିଳାମାନେ ପାଣିରେ ବୁଡ଼ ପକାଇ ଉଦୀୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରଛନ୍ତି। ସେମାନଙ୍କ ପରିବାରର ସୁଖ ଏବଂ ସମୃଦ୍ଧି, ସେମାନଙ୍କ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୭/୧୦ : ବାତ୍ୟା ମୋନଥା ପ୍ରଭାବରେ ସମଗ୍ର ଗଜପତି ଜିଲ୍ଲାରେ ମଧ୍ୟାହ୍ନ ଠାରୁ ପାଗ ମେଘୁଆ ହୋଇ ଝିପିଝିପି ବର୍ଷା ଲାଗିରହିଛି ।ତେବେ ଏହି ବାତ୍ୟାର ସମସ୍ତ ପ୍ରକାରର ମୁକାବିଲା କରିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ଭାବେ ଆଗୁଆ ପ୍ରସ୍ତୁତ ହୋଇ ରହିଛି ବୋଲି ଗଜପତି ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।ବାତ୍ୟା ସଂପର୍କରେ ଅଧିକ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀମତୀ Continue Reading