Home Articles posted by odadmin (Page 230)
Odisha News
ଟିଟିଲାଗଡ଼, ୨୯/୧୦ : ଏବେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଚାଲିଛି । ସରକାରୀ ଅଧିକାରୀ ମାନେ ଦୁର୍ନୀତିରୁ ଦୂରେଇ ରହିବାକୁ ଶପଥ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ କଡ଼ା ତାଗିଦ କରିଛନ୍ତି ।କିନ୍ତୁ କିଛି ସରକାରୀ ଅଧିକାରୀ ‘ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ’ ବାକ୍ୟରେ ଚାଲିଛନ୍ତି । ନିଜ କାର‌୍ୟ୍ୟକଳାପରୁ ବାଦ ପଡ଼ୁ ନାହାଁନ୍ତି । ଆଜି ପୁଣି ଜଣେ ସରକାରୀ ବାବୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛି […]Continue Reading
Top Stories
By Debadash Padhi NUAPADA, Oct 29 : Independent Candidate Bhakta Bandhu Dharua  launched his campaign for the upcoming Nuapada bye-election on Monday with prayers at the Sitala Mandir at Dumerdihi under Nuapada block in the District. Accompanied by Senior leaders, the General Secretary of Adiwasi Kalyan Sangh & the  Independent Candidate B.B.Dharua sought the Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୨୯/୧୦ : ବୌଦ୍ଧ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ।ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ମୁଖ୍ୟଅତିଥି ଭାବରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଖମାରୀ ସଭାପତିତ୍ୱ କରିଥିଲେ କ୍ଷ ସମ୍ମାନୀତ ଅତିଥି ଭାବରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଆରସିସି Continue Reading
Odisha News
ଭୁବନେଶ୍ବର , ୨୯/୧୦ : ବାତ୍ୟା ‘ମୋନ୍ଥା’ ନେଇ ଅଧିକ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି। ସେ କହିଛନ୍ତି,୧୫ କିମି ପ୍ରତିଘଣ୍ଟାରେ ଗତି କରୁଛି ବାତ୍ୟା ‘ମୋନ୍ଥା’ ।ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ଆହୁରି କହିଛନ୍ତି, ଭୀଷଣ ବାତ୍ୟାରୁ ବାତ୍ୟାର ରୂପ ନେଇଛି। ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଦୁର୍ବଳ ହୋଇ ଆଗକୁ ୩ଘଣ୍ଟା ମଧ୍ୟରେ ଗଭୀର ଅବପାତ ଓ ତାର ୬ […]Continue Reading
Top Stories
By Akankshya Mohapatra Bhubaneswar, Oct. 28: Vedanta Aluminium, India’s largest producer of aluminium, extended its support to the ‘SURAVI’ Children’s Festival in Sundargarh district. Organized by the School and Mass Education Department, Government of Odisha, the event is designed as a nurturing platform to spot creativity and talent among young minds from local Continue Reading
Odisha News
ସୁଶୀଲା ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୯/୧୦ : ‘ମୋନ୍ଥା’ ସମୁଦ୍ରରୁ ଅଧିକ ବଳ ଗୋଟାଇ ଭୀଷଣ ବାତ୍ୟାକୁ ମୁକାବିଲା କରିବା ପାଇଁ ଅଗ୍ନୀଶମ ବିଭାଗ, ଓଡ୍ରାଫ, ଏନଡିଆରଏଫ ଟିମ ପ୍ରସ୍ତୁତ ରହିଛନ୍ତି।କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ କେବଳ କୋହଲା ପାଗ ସହ ଝିପି ଝିପି ବର୍ଷା ସାଙ୍ଗକୁ ସାମାନ୍ୟ ପବନ ବୋହୁଥିବା ଦେଖିବାକୁ ମିଳିଛି।କନ୍ଧମାଳ ଜିଲ୍ଲାରେ ତିନିଦିନ ପାଇଁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର କୁ ଛାତ୍ର ଛାତ୍ରୀ ମାନେ ଯିବା Continue Reading
Top Stories
By Swagatika Das Bhubaneswar, Oct. 28: Chhath Puja was celebrated with devotion and traditional fervour on the KIIT-DU campus on Monday. The festival witnessed enthusiastic participation from a large number of students, particularly from Bihar, who performed the rituals in traditional attire, creating a vibrant and spiritual atmosphere. The Founder of KIIT and KISS, Dr. Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୨୮/୧୦ : ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ ରେଳମଣ୍ଡଳ ପକ୍ଷରୁ ଖୋର୍ଦ୍ଧା ରୋଡ ସ୍ଥିତ ରେଳବାଇ କଲ୍ୟାଣ ମଣ୍ଡପ ଠାରେ ସମ୍ପ୍ରତି ମଣ୍ଡଳ ସ୍ତରୀୟ ସାଂସ୍କୃତିକ ମହୋତ୍ସବ-୨୦୨୫ ଆୟୋଜନ କରାଯାଇଥିଲା।ଦୁଇ ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଏଥିରେ ଉଜ୍ଜ୍ୱଳ ସାଂସ୍କୃତିକ ପ୍ରତିଭା ପ୍ରଦର୍ଶିତ ହୋଇଥିଲା। Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୨୮/୧୦: ଜିଲ୍ଲା ଶିକ୍ଷା ବିଭାଗ ତରଫରୁ କେନ୍ଦ୍ରସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ “ଉଲ୍ଲାସ” ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ ପରୀକ୍ଷା ଜିଲ୍ଲାର ପ୍ରାଥମିକ ଓ ଉଚ୍ଚପ୍ରଥମିକ ବିଦ୍ୟାଳୟ ମାନଙ୍କରେ ରବିବାର ଅନୁଷ୍ଠିତ ହୋଇଯାଇଅଛି ।ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁ , ବେ ବୋୖଦ୍ଧ ବିଜ୍ଞାପିତ ଅଂଚଳ ପରିଷଦ ଓ ହରଭଙ୍ଗା ବ୍ଲକ ର ବିଭିନ୍ନ ପରୀକ୍ଷା Continue Reading