Home Articles posted by odadmin (Page 2)
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା,୩/୪ : ଖୋରଧା ସାଜିଛି ନିଶା ବ୍ୟବସାୟୀଙ୍କ ଚରାଭୂମି । ଆଜି ଛତିପୁର ଅଂଚଳରୁ ବ୍ରାଉନ ସୁଗର ଜବତ ସହ ତିନି ଯୁବକ ଗିରଫ ଘଟଣା ଏହାକୁ ପ୍ରମାଣିତ କରୁଛି।ପୋଲିସ ଓ ଅବକାରୀ ବିଭାଗ ବାରମ୍ବାର ଚଢ଼ାଉ ସତ୍ୱେ ଏହି କାରବାରରେ ରୋକ ଲାଗି ପାରୁନି। ତେବେ ଛତିପୂର ଖେଳ ପଡିଆ ଠାରୁ ଆନ୍ତଃରାଜ୍ୟ ବ୍ରାଉନ ସୁଗର ବେପାରୀ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି ଗିରଫ ଘଟଣା ଏହାକୁ ସ୍ପଷ୍ଟ କରିଛି।ପ୍ରକାଶ ଥାଉ କି […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩/୪ : ହସ୍ତ ତନ୍ତ ଓ ବୟନ କଳା ହେଉଛି ବୁଣାକାରଙ୍କ କୌଳିକ ବୃତ୍ତି ତଥା ଜୀବନ ଜୀବିକା । ଏହି କଳାକୁ ବଞ୍ଚାଇ ରଖିବା ରେ ସିଏ କରିଥାଏ ଅକ୍ଲାନ୍ତ ପରିଶ୍ରମ ।ପିଢ଼ି ପରେ ପିଢ଼ି ଏ ଭଳି ପାରମ୍ପରିକ କଳାକୁ ବଞ୍ଚେଇ ରଖି ଆସିଛି । ସବୁ ବର୍ଗ ର ଲୋକେ ଯଦି ବୁଣାକାରଙ୍କ ବସ୍ତ୍ର ଆଗ୍ରହ ସହ ପରିଧାନ କରିବେ ତେବେ ସେମାନଙ୍କ ସାମାଜିକ ଓ ଅର୍ଥ ନୈତିକ ଅଭିବୃଦ୍ଧି […]Continue Reading
Odisha News
ମୟୂରଭଂଜ, ୩/୪ : ଅବିନାଶ ବିଜୁଳି ଆଜି ଅପରାହ୍‌ଣରେ ଗାଁ ପୋଖରୀରେ ମାଛ ଧରୁଥିଲେ। ପୋଖରୀରୁ ଫେରିଲା ବେଳକୁ ସାଥୀରେ ମାଛ ନେଇ ଆସିବେ ଏବଂ ଏହା ତରକାରୀ ହେବ ବୋଲି ମଧ୍ୟ ଭାବିଥିଲେ। ଅନ୍ୟପଟରେ ଅବିନାଶଙ୍କ ପତ୍ନୀ ମଧ୍ୟ ‌ସ୍ବାମୀଙ୍କ ଫେରିବା ବାଟକୁ ‌ଅପେକ୍ଷା କରିଥିଲେ।କିନ୍ତୁ ଏକ ଅଭାବନୀୟ ଘଟଣା କ୍ରମରେ ସବୁ ଓଲଟପାଲଟ ହୋଇଗଲା। ପୋଖରୀ ଭିତରେ ଏକ କଉମାଛ ଅବିନାଶଙ୍କ ପାଟି ଭିତରେ ପଶିଗଲା ଏବଂ ତଣ୍ଟିରେ ଅଟକି ଯାଇଥିଲା। କଉମାଛ ହିଁ […]Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ/ଓଡ଼ିଶା ,୩/୪: ଐତିହାସିକ ବାଲିଯାତ୍ରାର ସାଂସ୍କୃତିକ ପରମ୍ପରାକୁ ସଜୀବ ଓ ଅତୁଟ ରଖିବାରେ ସହାୟକ ତଥା ଭାରତର ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ର ଜାତୀୟ ମାନ୍ୟତା ପାଇବା ଏବଂ ୟୁନେସ୍କୋ ଅଭିମୁଖେ ଏକ ଗୌରବମୟ ପଦକ୍ଷେପ ଦିଗରେ ଆଗେଇଛି ।ଏହି ଅମୂଲ୍ୟ ସାଂସ୍କୃତିକ ପରମ୍ପରାର ସୁରକ୍ଷା ପ୍ରସାରରେ ସହାୟତା ପାଇଁ ଥୀଙ୍କର୍ସ କ୍ଲବ ସଭାପତି ବରଦା ଦାସଙ୍କୁ ପବିତ୍ର ଓଡ଼ିଶା ଦିବସ ଉତ୍ସବରେ ନେତାଜୀ ସଂସ୍କୃତି ଭବନରେ ଓଡ଼ିଶା ସରକାର ଙ୍କ Continue Reading
Odisha News
ଭୁବନେଶ୍ୱର,୩/୪ : ଆଜି ଖ୍ରୀଷ୍ଟ ଧର୍ମଲମ୍ବୀମାନଙ୍କ ପାଇଁ ଏକ ବିଶେଷ ଦିନ। କାରଣ ଆଜି ହେଉଛି ଗୁଡ୍ ଫ୍ରାଇଡେ। ଆଜିର ଦିନରେ ପୁରା ବିଶ୍ୱରେ ଯୀଶୁଙ୍କୁ ସ୍ମରଣ କରି ବିଭିନ୍ନ ଚର୍ଚ୍ଚରେ ସ୍ୱତନ୍ତ୍ର ପ୍ରାର୍ଥନା କରିଥାନ୍ତି ଖ୍ରୀଷ୍ଟ ଧର୍ମଲମ୍ବୀ। ତେବେ ଯୀଶୁ ଖ୍ରୀଷ୍ଟଙ୍କ କୁଶବିଦ୍ଧ ଏବଂ ମହାପ୍ରୟାଣ ଦିବସକୁ ସମଗ୍ର ବିଶ୍ବର ଖ୍ରୀଷ୍ଟିଆନ ଧର୍ମାଲମ୍ବୀମାନେ ଗୁଡ ଫ୍ରାଇଡେ ଭାବରେ ପାଳନ କରୁଛନ୍ତି।କାହିଁକି ପାଳନ ହୁଏ ଗୁଡ ଫ୍ରାଇଡେ:ଖ୍ରୀଷ୍ଟ ଧର୍ମାବଲମ୍ବୀ Continue Reading
Odisha News
ଭୁବନେଶ୍ୱର, ୩/୪ : ଆମେ ସିଆଇଡି ଅଧିକାରୀ । ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଅନୁଷ୍ଠାନରେ ବେଆଇନ କାର୍ଯ୍ୟ ଏବଂ ଋଣ ପରିଶୋଧ ହୋଇନଥିବା କହି ଲୁଟୁଥିଲେ ଟଙ୍କା ।ଭୁବନେଶ୍ୱର କମିଶନରେଟ୍ ପୋଲିସ ୮ ଜଣ ନକଲି ସିଆଇଡି ଅଧିକାରୀଙ୍କର ପର୍ଦ୍ଦାଫାସ୍ କରିଛି । ଚନ୍ଦ୍ରଶେଖପୁର ପୋଲିସ ସମସ୍ତଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ୪ ମହିଳା ଏବଂ ୪ ପୁରୁଷ ରହିଛନ୍ତି ।ଗିରଫ ଅଭିଯୁକ୍ତମାନେ ହେଲେ ପୂଜା ବେହେରା, ପ୍ରତିମା ପରିଡ଼ା, ଅନପୂର୍ଣ୍ଣା ପଣ୍ଡା, ଜେମାମଣୀ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା ,୩/୪: ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ବିନ୍ଦୁଶ୍ରୀ ମିଶ୍ର ତାଙ୍କ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି ।ତାଙ୍କ ସ୍ଥାନରେ କଲେଜର ନୂତନ ଅଧ୍ୟକ୍ଷା ଭାବରେ ଡକ୍ଟର ଶ୍ରୀମତି ପୂର୍ଣ୍ଣିମା ନାୟକ କଲେଜର ଦାୟୀତ୍ୱ ଗ୍ରହଣ କରିଛନ୍ତି । ଏହି ବିଦାୟ କାଳୀନ ସଭାରେ କଲେଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ପ୍ରାକ୍ତନ ବିଧାୟକ Continue Reading
Top Stories
By Sukanta Kumar Mohanty Bhubaneswar, April 2: The Regional College of Management (RCM) is set to host its flagship inter-college B-Fest, Brahmastra 2026, from April 7 to 11, promising five days of intense competition, innovation, and cultural vibrancy on campus. Positioned as one of Odisha’s largest management festivals, this year’s edition will feature 42 events […]Continue Reading
Business News Top Stories
By Sukant Mohanty Bhubaneswar, March 2:National Aluminium Company Limited (NALCO), the flagship Navratna CPSE under the Union ministry of mines and leading manufacturer and exporter of alumina and aluminium, has delivered an extraordinary performance in FY 2025–26, breaking all previous records in both production and sales since its inception over four decades ago. Marking Continue Reading