ଧର୍ମଶାଳା, ୧୧/୧୦ : ଆଜି ସକାଳ ୬.୩୦ରେ ଧର୍ମଶାଳା ଥାନା ଅରାବଳ ପଞ୍ଚାୟତ ତଥା ଅରାବଳ ଗ୍ରାମର ଶ୍ରମିକ ଅଭିରାମ ମଲିକ(୪୦)ଙ୍କ ପତ୍ନୀ ତିଲୋତ୍ତମା(୩୫) ସକାଳ ଜଳଖିଆ ପ୍ରସ୍ତୁତ କରୁଥିବା ବେଳେ ଗ୍ୟାସ ପାଇପ ଫାଟି ଅଗ୍ନିକାଣ୍ଡ ହୋଇଥିଲା ।ଏଥିରେ ଅଭିରାମଙ୍କ ଝିଅ ମାମାଲି(୫)ଙ୍କ ମୃତ୍ୟୁହୋଇଥିବା ବେଳେ ବାପା,ମା\’ ଗୁରୁତର ଆହତ ହୋଇଛନ୍ତି । ବଡ଼ବାପା ଉତ୍ତମ ମଲିକ(୫୦) ଆହତ ହୋଇଛନ୍ତି ।କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରସମସ୍ତ ଆହତଙ୍କୁ ଧର୍ମଶାଳା Continue Reading




