Home Articles posted by odadmin (Page 19)
Top Stories
By Our Correspondent Barbil, March 17:JSW Steel, Odisha mining division has been honored with 23 awards at the 43rd Annual Metalliferous Mines Safety Fortnight Observance in Bhubaneswar. Organized by the Eastern Zone Mining Association under the aegis of the Directorate General of Mines Safety (DGMS), the recognition highlights the division’s strong commitment to safety, Continue Reading
Top Stories
BY Divyasha Rath Bhubaneswar, March 17: Vedanta Aluminium has strengthened its safety credentials, with its Jamkhani Coal Mine emerging as the top performer at the Annual Mines Safety Fortnight (AMSF) Awards held in Sambalpur. The mine secured the Overall Best Mine Award, along with first prizes in the Contractor (MDO), Safety Management Plan, and Mine […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୧୭/୩ : ନବନିର୍ବାଚିତ ରାଜ୍ୟସଭା ସାଂସଦ ମନମୋହନ ସାମଲ, ସୁଜିତ୍ କୁମାର ଓ ଦିଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁଶ୍ରୀ ସାମଲ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଳ ସିଂ ତୋମାର ଓ ସୁଜିତ କୁମାର ପ୍ରମୁଖଙ୍କ ଗହଣରେ ବିଜୟ ଉତ୍ସବ ପାଳନ କରିଛନ୍ତି ।ଶେଖର ସାହୁ। ଭୋଟ ଗଣତି ପରେ ଭୁବନେଶ୍ଵରସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଧାୟକ ଶ୍ରୀ ସାହୁ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୭/୩ : ଚଇତି ଯାତ୍ରାର ଦ୍ୱିତୀୟ ପାଳିରେ ଗଞ୍ଜାମ ଅଧିଷ୍ଠାତ୍ରୀ ମା’ ତାରାତାରିଣୀ ମା’ ମହାଲକ୍ଷ୍ମୀ ରୂପେ ବେଶ ଧାରଣ କରିଥିବା ବେଳେ ଏହି ଅପୂର୍ବ ବେଶ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଛୁଟିଥିଲା ।କିନ୍ତୁ ଏହି ଭିଡରେ ଅନନ୍ୟ ସେବା କରି ଶ୍ରଦ୍ଧାଳୁଙ୍କ ମନ ମୋହିବାକୁ ପୂର୍ବରୁ ପ୍ରସ୍ତୁତ ଥିଲେ ଗଜପତି ଜିଲ୍ଲା କୋର୍ଟରେ କାର୍ଯ୍ୟରତ ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା , ୧୭/୩ : ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀର କରାଳ ରୂପ ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ବର୍ଷା ଓ କୁଆପଥର ପଡ଼ିବାରୁ ଅନେକ ଆଜବେଷ୍ଟସ ଛପର ଘର ଭାଙ୍ଗି ନଷ୍ଟ ହୋଇଥିବା ଜଣାପଡିଛି। ହଠାତ ପବନ ବହିବା ସହିତ ପ୍ରବଳ ବର୍ଷା ଓ କୁଆପଥର ପଡ଼ିଥିଲା ।ଏତେ କୁଆପଥର ବୃଷ୍ଟି ହୋଇଥିଲା ଯେ ବେଶ୍ କିଛି ସମୟ ପର୍ଯ୍ୟନ୍ତ ପୂରା ଅଞ୍ଚଳ କାଶ୍ମୀରର ଭ୍ରମ ସୃଷ୍ଟି Continue Reading
National News
AMERICA,MAR 17 :  Joe Kent, the director of the United States’ National Counterterrorism Center, announced his resignation on Tuesday, saying he “cannot in good conscience” back the Trump administration’s war in Iran. Kent is the first senior US official to resign from the Trump administration to protest the war against Iran. Announcing his Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୧୭/୩ : ଯାଜପୁରର ପୌରାଣିକ ଓ ଆଧ୍ୟାତ୍ମିକ ମାହାତ୍ମ୍ୟର ପ୍ରତୀକ ପବିତ୍ର ବାରୁଣୀ ସ୍ନାନ ମେଳା ଅବସରରେ ପୁଣ୍ୟତୋୟା ବୈତରଣୀ ନଦୀର ଦଶାଶ୍ୱମେଧ ଘାଟର ଉଭୟ ପାର୍ଶ୍ୱରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।ଏହି ପରିପ୍ରେକ୍ଷୀରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।ଭକ୍ତମାନେ ଆଜି ଚୈତ୍ର ଶୁକ୍ଳ ତ୍ରୟୋଦଶୀ ତିଥିରେ ବୈତରଣୀ ନଦୀରେ ସ୍ନାନ କରିବା ସହ ପିତୃପୁରୁଷଙ୍କ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୭/୩: ମଙ୍ଗଳବାର ଖୋରଧା ଜିଲ୍ଲାର ୨୨୨ ଜଣ ତୀର୍ଥ ଯାତ୍ରୀ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଭିତର କାଠ ଦର୍ଶନ ଏବଂ ମହାପ୍ରସାଦ ସେବନ ନିମନ୍ତେ ପୁରୀ ଶ୍ରୀ ପୁରୁଷୋତ୍ତମ ଧାମ ଯାତ୍ରା କରିଛନ୍ତି ।ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ଗୋଟି ବସ୍ ଆୟୋଜନ କରାଯାଇଥିଲା । ଜିଲ୍ଲାର ଦୁଇଗୋଟି ସ୍ଥାନରୁ ତଥା ରାଜ୍ୟ ସଦର ମହକୁମା ଭୁବନେଶ୍ୱର Continue Reading
Odisha News
ଭୁବନେଶ୍ୱର,୧୭/୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର ‘ହୁଇପ୍‌’କୁ ନ ମାନି କ୍ରସ୍ ଭୋଟିଂ କରିଥିଲେ। କଂଗ୍ରେସ ଏହି ୩ ଜଣଙ୍କୁ ଦଳରୁ ନିଲମ୍ବିତ କରିଛି। କଂଗ୍ରେସରୁ ବହିଷ୍କୃତ ବିଧାୟକ ମହମ୍ମଦ ମୋକିମ ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଇଛନ୍ତି।ସେ କହିଛନ୍ତି, ଏହି ବିଧାୟକମାନେ ଗୋଟିଏ ପ୍ଲାଟଫର୍ମରେ ସାମିଲ ହୁଅନ୍ତି।ଝିଅ Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ , ୧୬/୩ : ବିଘ୍ନ ବିନାଶକ ହେଲେ ଗଣେଶ ଶିବଙ୍କ ପୁତ୍ର । ସମସ୍ତ ବ୍ରହ୍ମା କୁମାର କୁମାରୀ ହେଉଛନ୍ତି ଶିବ ଙ୍କ ପୋଷ୍ୟପୁତ୍ର ।ତେଣୁ ଏଠାରେ ସମସ୍ତେ ସାମୁହିକ ଧ୍ୟାନ ଶିବିର ଜରିଆରେ ବିଶ୍ୱ କଲ୍ୟାଣ ପାଇଁ ଆଜି ସନ୍ଧ୍ୟାରୁ ଶୁଭାରମ୍ଭ ହୋଇଛି । ବି କେ ଝୁନୁ ପ୍ରାରମ୍ଭିକ ସୂଚନା ଦେଇଥିଲେ ।ବିକେ ନଗେନ୍ଦ୍ର, ଅରବିନ୍ଦ,ବରଦା ସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତି ଓ ଯୁଗ ପରିବର୍ତ୍ତନ ପାଇଁ ସମାଜ କଲ୍ୟାଣ ନିମନ୍ତେ […]Continue Reading